Odisha Link
Bridging the Missing Links in Odisha
Browsing Tag

BCCI

କୋହଲିଙ୍କ ବିରାଟ ନିଷ୍ପତ୍ତି ପରେ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ସମସ୍ତଙ୍କୁ ଚକିତ କଲାଭଳି ଘୋଷଣା କରିଛନ୍ତି ବିରାଟ କୋହଲି। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସେ ଟ୍ବିଟ୍‌ କରି ଘୋଷଣା କରିଛନ୍ତି। ଏହାପୂର୍ବରୁ ବିରାଟ ଟି-୨୦ ଅଧିନାୟକ ପଦ ଛାଡ଼ିଥିଲେ। ପରେ ତାଙ୍କୁ…

ବକ୍ସିଂ ଡେ ବିଜୟ ସହ ବର୍ଷ ଶେଷ କଲା…

ସେଞ୍ଚୁରିଆନ୍‌: ଦମଦାର ବିଜୟ ସହ ୨୦୨୧ ବର୍ଷକୁ ବିଦାୟ ଦେଇଛି ଟିମ୍‌ ଇଣ୍ଡିଆ। ପୁଣିଥରେ ବିଦେଶ ମାଟିରେ କମାଲ କଲା ଟିମ୍‌ ଇଣ୍ଡିଆ। ବକ୍ସିଂ ଡେ' ଟେଷ୍ଟରେ ସାଉଥଆଫ୍ରିକାକୁ ୧୩୩ ରନରେ ମାତ୍‌ ଦେଇ ବିଜୟ ହାସଲ କରିଛି ବିରାଟ ବାହିନୀ। ଏହି ବିଜୟ ସହ ଟିମ ଇଣ୍ଡିଆ ୩ ମ୍ୟାଚ୍‌ ବିିଶିଷ୍ଟ ଟେଷ୍ଟ ସିରିଜରେ…

ଟିମ୍‌ ଇଣ୍ଡିଆକୁ ଝଟକା: ଟେଷ୍ଟ ସିରିଜରୁ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା। ଦକ୍ଷିଣ ଆଫ୍ରିକା ଗସ୍ତ ୨ ଦିନ ପୂର୍ବରୁ ଭାରତୀୟ ଦଳକୁ ଜୋରଦାର ଝଟକା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଉପ-ଅଧିନାୟକ ରୋହିତ ଶର୍ମା ବାଦ ପଡ଼ିଛନ୍ତି। ଆହତ କାରଣରୁ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି ରୋହିତ। ତାଙ୍କ ବଦଳ…

ଟିମ୍‌ ଇଣ୍ଡିଆ କିଭଳି ଜିତିବ ବିଶ୍ବକପ୍‌…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ଐତିହାସିକ ହେବାକୁ ଯାଉଛି। କାରଣ ଟି-୨୦ ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କୁ ଏବେ ଦିନିକିଆ ଦଳର ଅଧିନାୟକ ପଦ ମଧ୍ୟ ମିଳିଛି। ଦକ୍ଷିଣ ଆଫ୍ରିକା ଗସ୍ତ ରୋହିତଙ୍କ ପାଇଁ ବଡ଼ ଚ୍ୟ୍ୟାଲେଞ୍ଜ ହେବ ନିଶ୍ଚିତ। କାରଣ ଫୁଲ ଟାଇମ୍‌ ଅଧିନାୟକ ହେବା ପରେ…

କ୍ୟାପଟେନ୍ ବିବାଦ ପ୍ରସଙ୍ଗ: ବଡ଼ ବୟାନ…

ନୂଆଦିଲ୍ଲୀ: ଚର୍ଚ୍ଚାରେ ଟିମ୍‌ ଇଣ୍ଡିଆରେ କ୍ୟାପଟେନ୍ସି ପ୍ରସଙ୍ଗ। ଭାରତୀୟ କ୍ରିକେଟ ଦଳର ସୀମିତ ଓଭରର ନୂଆ ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ମିଳିଛି ଦାୟିତ୍ବ। ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯାଇ ରୋହିତଙ୍କୁ ଅଧିନାୟକ ଦାୟିତ୍ବ ମିଳିବା ପରେ ସାମାଜିକ ଗଣମାଧ୍ୟମରେ ବିତର୍କ ଜାରି…

ଟି-୨୦ ବିଶ୍ବକପ୍: ଘୋଷଣା ହେଲା ବିରାଟ…

ମୁମ୍ବାଇ: ଚର୍ଚ୍ଚାରେ ଲାଗିଲା ବିରାମ। ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ। ବିରାଟ କୋହଲିଙ୍କ ନେତୃତ୍ବରେ ଜାତୀୟ ସିନିୟର ଦଳ ଚୟନକର୍ତ୍ତା ୧୫ ଜଣିଆ ଦଳ ଘୋଷଣା କରିଛନ୍ତି। ସବୁଠୁ ବଡ଼ ଖବର ଦୀର୍ଘଦିନ ଧରି ଟିମ୍‌ ଇଣ୍ଡିଆର ସୀମିତ ଓଭର କ୍ରିକେଟରୁ ଦୁରେଇ ରହିଥିବା ରବିଚନ୍ଦ୍ରନ…

ଟି-୨୦ ବିଶ୍ବକପ୍‌: ଆଜି ଘୋଷଣା ହେବ…

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍‌ ପାଇଁ ଆଜି ଘୋଷଣା ହେବ ଟିମ୍‌ ଇଣ୍ଡିଆ। କେଉଁ ଖେଳାଳିଙ୍କୁ ଦଳରେ ମିଳିବ ସ୍ଥାନ କେଉଁ ଖେଳାଳି ପଡ଼ିବେ ବାଦ୍। ଏସବୁ ପ୍ରଶ୍ନର ଉତ୍ତର ଆଜି ରାତି ୯ଟାରେ ମିଳିଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହାର ସୂଚନା ଦେଇଛି। ସୂଚନାଯୋଗ୍ୟ,…

ଟି-୨୦ ବିଶ୍ଵକପ୍: ୭ରେ ଘୋଷଣା ହେବ ଟିମ୍‌…

ନୂଆଦିଲ୍ଲୀ: ବାଜିଲାଣି ବିଗୁଲ। ଆରମ୍ଭ ହେଲାଣି କାଉଣ୍ଟଡାଉନ୍। ଅକ୍ଟୋବର ୧୭ରୁ ଆରମ୍ଭ ହେଉଛି ଫଟାଫଟ୍‌ ଟି-୨୦ ବିଶ୍ବକପ୍। ଫଟାଫଟ୍‌ କ୍ରିକେଟ ମହାକୁମ୍ଭ ପାଇଁ କିଛି ଦେଶ ନିଜ ଟିମ୍‌ ଘୋଷଣା କରିସାରିଲେଣି। ହେଲେ ଏପର୍ଯ୍ୟନ୍ତ ବିସିସିଆଇ ଟିମ୍‌ ମ୍ୟାନେଜମେଣ୍ଟ ବିଶ୍ବକପ୍‌ ପାଇଁ ଏଯାଏଁ ଟିମ୍‌ ଇଣ୍ଡିଆ…

ଇଂଲଣ୍ଡ ଯିବେ ସୂର୍ଯ୍ୟ ଓ ପୃଥ୍ବୀ,…

ନୂଆଦିଲ୍ଲୀ: ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ। ଏହାପୂର୍ବରୁ ଭାରତୀୟ ସ୍କ୍ବାର୍ଡରେ ପରିବର୍ତ୍ତନ କରିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)। ଶ୍ରୀଲଙ୍କା ଗସ୍ତରେ ଥିବା ପୃଥ୍ବୀ ଶ' ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ସ୍କ୍ବାର୍ଡରେ ସାମିଲ୍‌ କରିଛି…

ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା…

ମୁମ୍ବାଇ: ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ୍। ପୂର୍ବରୁ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ଏହି ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା। କିନ୍ତୁ ଶ୍ରୀଲଙ୍କା ଦଳର କେତେକ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ଏହାକୁ ୫ ଦିନ ଘୁଞ୍ଚାଇ ଦିଆଯାଇଛି। ନୂଆ କାର୍ଯ୍ୟସୂଚୀ…