Odisha Link
Bridging the Missing Links in Odisha
Browsing Tag

Bhubaneswar

ଲିଜରେ ଦିଆଯିବ ଭୁବନେଶ୍ୱର ବିଜୁ…

ଓଏଲ୍‌ ବ୍ୟୁରୋ : ଘରୋଇ ସଂସ୍ଥାକୁ ଲିଜରେ ଦିଆଯିବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ଆସନ୍ତା ୨୦୨୫ ସୁଦ୍ଧା ଭୂଅବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜରେ ଦିଆଯିବ। ଏହି ନିଷ୍ପତି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବାବେଳେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପରିଚାଳିତ…

ମଶା ପାଇଁ ବିଜେପିର ବିକ୍ଷୋଭ

ଓଏଲ୍‌ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ମଶା ଉପଦ୍ରବ। ଯାହା ପ୍ରଭାବରେ ରାଜଧାନୀ ବାସିନ୍ଦା ଅତିଷ୍ଠ ହୋଇ ସାରିଲେଣି। ଏସବୁ ମଧ୍ୟରେ ନିଆରା ଢଙ୍ଗରେ ଭାରତୀୟ ଜନତା ପାର୍ଟି ପ୍ରତିବାଦ କରିଛି । ରାଜଧାନୀର ବିଏମସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ଭୁବନେଶ୍ବର ବିଜେପି ସଭାପତି ବାବୁ…

ବାର୍ଥ ଡେ’ ପାର୍ଟିରେ ବିରୋଧ କରିବାରୁ…

ଓଏଲ୍ ବ୍ୟୁରୋ : ଜନ୍ମଦିନ ଉତ୍ସବରେ ଗଣଦୁଷ୍କର୍ମ ଘଟଣା। ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଗଣ ଦୁଷ୍କର୍ମ ମାମଲା। ରାଜଧାନୀରେ ଜନ୍ମଦିନ ଉତ୍ସବରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ସଙ୍ଗୀନ ଅଭିଯୋଗ ଆସିଛି। ପୁଲିସର ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ଦୀପକ ନାମକ ଜଣେ…

ମୋ ବସରୁ ଯାତ୍ରୀଙ୍କଠାରୁ ୪୨ହଜାର ଲୁଟ…

ଓଏଲ୍ ବ୍ୟୁରୋ : ସ୍ମାର୍ଟ ସିଟିରେ ଗଡୁଥିବା ମୋ ବସକୁ ନେଇ ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯାତ୍ରୀଙ୍କ ପାଖରୁ ମୋ ବସରେ ଯାତ୍ରା କରିବା ସମୟରେ ପାଖାପାଖି ୪୨ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି।  ସରକାରୀ ମୋ ବସରୁ ଲୁଟ ହୋଇଥିବା…

ମାଲିକ ହେଲେ ନିର୍ଦ୍ଦୟ, ନାବାଳିକାଙ୍କୁ…

ଓଏଲ୍ ବ୍ୟୁରୋ : ମରିଗଲା ମଣିଷପଣିଆ, ନାବାଳିକାଙ୍କ ସାମାନ୍ୟ ଭୁଲ ପାଇଁ ନିର୍ମମ ନିର୍ଯାତନା। ଘଟଣାଟି ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘରମାଲିକ ପାଠ ପଢ଼ିବାକୁ ନେବାକୁ କହି ଏକ ଗରୀବ ଶ୍ରେଣୀର ନାବାଳିକାକୁ ଘର କାମରେ ନିୟୋଜିତ କରିଥିଲେ କିନ୍ତୁ ପରେ ସାମାନ୍ୟ ଭୁଲ ପାଇଁ ନାବାଳିକାକୁ ନିର୍ମମ…

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ…

ଓଏଲ୍‌ ବ୍ୟୁରୋ: ଚାଞ୍ଚଲ୍ୟ ସୃଷ୍ଟି କରିଛି ରାଜଧାନୀ ଭୂବନେଶ୍ୱରର ପ୍ରେମୀ ଯୁଗଳଙ୍କ ମୃତ ଖବର। ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ପୁଲିସ। ୨ପ୍ରେମୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ୨ ମୃତକ…

‘ଭୁବନେଶ୍ୱରକୁ ହାଇକୋର୍ଟ ଆଣ,…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରକୁ କଟକରେ ଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟକୁ ସ୍ଥାନାନ୍ତର କରାଯାଉ। ଏଥିସହିତ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା ଘୋଷଣା କରାଯାଉ ବୋଲି ଦାବି କରି ଆଇନଜୀବୀଙ୍କ ଧାରଣା। ଆଜି ଭୁବନେଶ୍ବର କୋର୍ଟରେ ତାଲା ପକାଇ ଧାରଣା ଦେଇଛନ୍ତି ଶହ ଶହ ଆଇନଜୀବୀ। ଭୁବନେଶ୍ବର ଓକିଲ ସଂଘ…

କ୍ୟାପିଟାଲ ହସ୍ପିଟାଲରୁ ଫେରିବେନି ରୋଗୀ…

ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ କ୍ଷେତ୍ରରେ ନିରବଚ୍ଛିନ ପ୍ରୟାସ।କ୍ୟାପିଟାଲ ହସ୍ପିଟାଲକୁ ରୋଗୀ ଆସି ଏଥର ଆଉ ଫେରିକି ଯିବେନି।ପୂର୍ବରୁ ଥିବା ଓପିଡି ସମୟ ପରିବର୍ତ୍ତନ କରିବା ସହ ରୋଗୀଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ଦେବା ପାଇଁ ନୂତନ ପ୍ରୟାସ। କ୍ୟାପିଟାଲ ହସ୍ପିଟାଲ ପିଜିଆଇଏମଇଆରରେ ଓପିଡି ସମୟରେ…

ଶିଖରଚଣ୍ଡୀରେ ୫-ଟି ସଚିବ, କଲେ ମନ୍ଦିର…

ଭୁବନେଶ୍ବର: ଭୁବନେଶ୍ବର ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି ୫-ଟି ସଚିଭ ଭି.କେ ପାଣ୍ଡିଆନ୍। ଆଜି ସକାଳ ସାଢ଼େ ୫ଟାରେ ମନ୍ଦିର ପରିଦର୍ଶନ କରିବା ସହିତ ମନ୍ଦିରର ବିକାଶ ସ୍ଥିତି ସମୀକ୍ଷା କରିଛନ୍ତି ୫-ଟି ସଚିବ। ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି। ଏହାପରେ…

ରାଜଧାନୀରେ ବନ୍ୟାଜଳ

ଓଏଲ୍‌ ବ୍ୟୁରୋ: ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ବନ୍ୟାସ୍ଥିତି। ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପଶିଲା ବନ୍ୟାଜଳ। ରାଜଧାନୀ ଉପକଣ୍ଠ ବାଲିପାଟଣା ଓ ସୁନ୍ଦରପଦା ଅଞ୍ଚଳରେ ବନ୍ୟାଜଳ ପଶିବା ଯୋଗୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ…