Odisha Link
Bridging the Missing Links in Odisha
Browsing Tag

Bhubaneswar

ରାଜଧାନୀରେ ଡ଼େଙ୍ଗୁ ଆତଙ୍କ: ୨୪ ଘଣ୍ଟାରେ…

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଚାଲିଛି ଡେଙ୍ଗୁ। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ମୋଟ ୧୧୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧ ହଜାର ୪୭୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧…

ଭୁବନେଶ୍ୱର ବିମାନବନ୍ଦରକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରକୁ ରେଡ୍ ଆଲର୍ଟ। ୧୦ଦିନ ପାଇଁ ଭୁବନେଶ୍ୱର ବିମାନବନ୍ଦରକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ ବିମାନବନ୍ଦରକୁ ଆତଙ୍କବାଦୀ ଧମକ ଆସିବା ପରେ କଡା ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଅଗଷ୍ଟ ୨୦ ଯାଏଁ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି କରାଯିବ। ବିମାନବନ୍ଦରକୁ…

୪ ନମ୍ବର ମାର୍କେଟ ସିଲ୍‌

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ୪ ନମ୍ବର ମାଛ ମାର୍କେଟ ସିଲ୍‌। ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସିଲ୍‌ କରିଛି ଭୁବନେଶ୍ବର ମହାନଗର ନିଗମ (ବିଏମସି)। ଆଜି ସପ୍ତାହାନ୍ତ ସଟଡାଉନ୍‌ ସତ୍ତ୍ବେ ମାର୍କେଟ ଖୋଲା ଥିବାରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି। କଟକଣା କୋହଳ ହୋଇଥିଲେ ବି କରୋନା…

ଅଗଷ୍ଟ ୨୩ରୁ ଖୋଲିବ ରାଜଧାନୀର ସମସ୍ତ…

ଭୁବନେଶ୍ବର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୨୩ ତାରିଖରୁ ଖୋଲିବ ଭୁବନେଶ୍ବରର ସମସ୍ତ ଧର୍ମାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ। ଆଜି ବିଏମସି ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଥିଲା।…

କାଲିଠୁ ସମସ୍ତ ରୁଟରେ ଗଡ଼ିବ “ମୋ…

ଭୁବନେଶ୍ୱର: ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା। ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍। ସାରା ରାଜ୍ୟରେ ଆଜିଠୁ ସପିଙ୍ଗମଲ, ସିନେମା ହଲ୍,ପାର୍କ, ସହ ସବୁ ଦୋକାନ ବଜାର ଖୋଲିବାକୁ ଯାଉଛି। କୋଭିଡ୍ କଟକଣା ମଧ୍ୟରେ ଏସବୁ ଖୋଲିବାକୁ ଅନୁମତି ମିଳିଛି। ଏଥିସହିତ…

ମା’ ନାଁରେ କଳଙ୍କ: ସାଙ୍ଘାତିକ…

ଭୁବନେଶ୍ୱର: ମାଆ ଛୁଆର ରକ୍ଷା କବଚ ହୋଇଥିବା ବେଳେ ନିଜ ମାଆଠୁ ସୁରକ୍ଷା ପାଇଁ ଥାନାରେ ଏତଲା ଦେଲେ ପୁଅ ଓ ଝିଅ। ରାଜଧାନୀ ଭୁବନେଶ୍ୱରରୁ ଏମିତି ଏକ ଅଭିଯୋଗ ଆସିଛି। ଚନ୍ଦ୍ରଶେଖରପୁର ଥାନାରେ ଫେରାଦ ହୋଇ ମା' ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୁଅ ଓ ଝିଅ। ପର ପୁରୁଷଙ୍କ ସହ ସମ୍ପର୍କ ରଖିବା ସହ…

ଅଗଷ୍ଟ ୨ୟ ସପ୍ତାହରୁ ଭୁବନେଶ୍ୱରରୁ…

ଭୁବନେଶ୍ବର: ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଞ୍ଚିକୁ ଉଡ଼ିବ ବିମାନ। ଅଗଷ୍ଟ ୧୧ ତାରିଖରୁ ଭୁବେନା‌ବରରୁ ରାଞ୍ଚିକୁ ବିମାନ ଚଳାଚଳ ସୁବିଧା ହେବ। ମିଳିଥିବା ସୂଚନା ମୁତାବିକ ଏୟାର ଇଣ୍ଡିଆର ସବସିଡାରୀ କମ୍ପାନୀ ଆଲାଏନ୍ସ ଏୟାର ପକ୍ଷରୁ ଭାୟା ରାଞ୍ଚି ଦେଇ କୋଲକାତା-ଭୁବନେଶ୍ୱର ମଧ୍ୟରେ ବିମାନ…

ବର୍ଷାରେ ଭୁବନେଶ୍ବର ରାସ୍ତା ବୁଡ଼ିଲା

ଭୁବନେଶ୍ବର: ଭୁବନେଶ୍ବରରେ ପ୍ରବଳ ବର୍ଷା। ଆଜି ଅପରାହ୍ନରେ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ହୋଇଥିଲା ଜୋରଦାର ପ୍ରବଳବର୍ଷା। ଯାହାଫଳରେ ବର୍ଷା ଯୋଗୁଁ ରାଜଧାନୀର ତଳିଆ ଅଞ୍ଚଳରେ ପାଣିର ସୁଅ ଛୁଟୁଛି। ବର୍ଷା ପାଣି ଜମିବାରୁ ଅନେକ ସ୍ଥାନ ରେ ପାଣି ମଧ୍ୟ ପଶି ଯାଇଛି। ପ୍ରାୟ ଦେଢ଼ ଘଣ୍ଟା ହେବ ବର୍ଷା ଲାଗି…

ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା…

ଭୁବନେଶ୍ୱର: ଭୁବନେଶ୍ୱର ଏକ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା। ଏକାଧିକ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି। ଆଇଆରସି ଭିଲେଜର ନୀଳାଦ୍ରି ନିଳୟ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନରେ କୌଣସି ପ୍ରକାର ଚଳାଚଳକୁ ବାରଣ କରାଯାଇଛି।…

ଭୁବନେଶ୍ୱରରୁ ଲକ୍ଷାଧିକ ଟଙ୍କା ଓ…

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବଡ଼ଧରଣର ବ୍ରାଉନସୁଗର ଡିଲର ପର୍ଦ୍ଧାଫାସ କରିଛି ପୁଲିସ। ଏକ ଘର ଭିତରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି। ଜବତ ବ୍ରାଉନସୁଗରର ଓଜନ ୫୫୦ ଗ୍ରାମ ଜବତ କରାଯାଇଛି। ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି। ସହିଦନଗର ଥାନା କେସୁରା ଅଞ୍ଚଳର…