Odisha Link
Bridging the Missing Links in Odisha
Browsing Tag

Biju Janta Dal

ପୁରୀ: ବିଜେଡିର ସାଂସଦ ପ୍ରାର୍ଥୀ ଅରୂପ!

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ସମସ୍ତ ରାଜନୈତିକ ଦଳ ଜୋରଦାର ଆରମ୍ଭ କଲେଣି ପ୍ରସ୍ତୁତି। ଓଡ଼ିଶାରେ ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବାରୁ ସମସ୍ତଙ୍କ ରହିଛି ନଜର। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଲେଣି କସରତ। ଅନ୍ୟପଟେ…

ମିଶ୍ରଣ ପର୍ବ: ବିଜେଡିରେ ସାମିଲ ହେଲେ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ସେତେ ମିଶ୍ରଣ ପର୍ବ ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ନରେ ବିଜେଡିରୁ ବହିଷ୍କୃତ ହୋଇଥିବା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିଛନ୍ତି। ସେହିପରି ଆଜି ସନ୍ଧ୍ୟାରେ କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି ପଶ୍ଚିମ ଓଡ଼ିଶାର କିଛି…

୨୭ ବର୍ଷରେ ବିଜେଡି, କ’ଣ ରହିଛି…

ଭୁବନେଶ୍ବର: ଆଜି ୨୭ ବର୍ଷରେ ପାଦ ଥାପିଲା ବିଜୁ ଜନତା ଦଳ(ବିଜେଡି)। ଆଜି ଦଳକୁ ୨୬ ପୂରି ୨୭ ଚାଲିଳା। ଏଥିପାଇଁ ଦଳର ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ସାମିଲ ହେବେ ବିଜୁ ଜନତା ଦଳର…

ନବୀନଙ୍କ ଆଶୀର୍ବାଦ ନେଇ ପାଣ୍ଡିଆନ ଆରମ୍ଭ…

ଓଏଲ୍‌ ବ୍ୟୁରୋ:ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶା ରାଜନୀତିରେ ନୂଆ ଯୁଗ ଆରମ୍ଭ। ଓଡ଼ିଶା ରାଜନୈତକି ଦୃଷ୍ଟିକୋଣରୁ ଦେଖିଲେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ ଦଶହରାର ନବମୀ ତିଥିରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ଆଜି ବିଧିବଦ୍ଧ ଭାବେ…

ଆଞ୍ଚଳିକ ଦଳକୁ ଅଜଣା ଚାନ୍ଦା: ଡିଏମ୍‌କେ…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଆସୋସିଏସନ୍ ଫର୍‌ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍‌) ରିପୋର୍ଟ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶର ଆଞ୍ଚଳିକ ଦଳଗୁଡ଼ିକର ପାଣ୍ଠି ଉତ୍ସର ଏକ ରିପୋର୍ଟ ପ୍ରକାଶ କରିଛି ଏଡିଆର୍‌। ରିପୋର୍ଟ ଅନୁଯାୟୀ ଅଜଣା ସୂତ୍ରରୁ ସର୍ବାଧିକ ଅର୍ଥ ପାଇଥିବା ଆଞ୍ଚଳିକ ଦଳଗୁଡ଼ିକ…

ବିଜେଡିର ନୂତନ କାର୍ଯ୍ୟାଳୟ ଉଦଘାଟନ କଲେ…

ଭୁବନେଶ୍ବର: ଲୋକାର୍ପିତ ହେଲା ଶାସକ ଦଳ ବିଜୁ ଜନତା ଦଳର ନୂତନ ରାଜ୍ୟ କାର୍ଯ୍ୟାଳୟ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ 'ଶଙ୍ଖ ଭବନ'ର ଉଦଘାଟନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ବର ୟୁନିଟ୍-୬ ସ୍ଥିତ ନବ ନିର୍ମିତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବଡ଼…

ବଦଳିଲେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ବାଜିଲାଣି ନିର୍ବାଚନ ବିଗୁଲ। ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କଲେଣି ଅଙ୍କକଷା। ନିର୍ବାଚନକୁ ଆଉ ଏକ ବର୍ଷକୁ କମ୍‌ ସମୟ ଥିବା ବେଳେ ଶାସକ ବିଜୁ ଜନତା ଦଳ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାରେ ଲାଗିପଡ଼ିଛି। ଏସବୁ ମଧ୍ୟରେ ଆଜି ୩୦ଟି ଜିଲ୍ଲାର…

୨୫ ବର୍ଷର ରାଜନୀତି: ନବୀନ ହାରିଛନ୍ତି ୩…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିକୁ ନୂଆ ଟ୍ରେଣ୍ଡର ଦିଶା ଦେଖାଇଛି ଧାମନଗର ଉପନିର୍ବାଚନ ଫଳାଫଳ। ବିଜେଡି ସରକାରରେ ଥିବା ସତ୍ତ୍ବେ ଧାମନଗରରେ ଅମାନତ ହରାଇଛି ଦଳ। ସେହିପରି ୨୦୦୯ ପରଠୁ ଉପନିର୍ବାଚନ ହାରି ଆସୁଥିବା ଭାରତୀୟ ଜନତା ପାର୍ଟି ପ୍ରଥମଥର ପାଇଁ ଉପନିର୍ବାଚନ ଜିତି ଶାସକ ଦଳ ବିଜୁ ଜନତା ଦଳକୁ…

ମୃତ ମହିଳାଙ୍କୁ କର୍ମକର୍ତା ଭାବେ ମନୋନୀତ…

ଓଏଲ୍‌ ବ୍ୟୁରୋ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏଥିପାଇଁ ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ଅଣ୍ଟାଭିଡିଛି ବିଜୁ ଜନତା ଦଳ। ପ୍ରଥମେ ବିଜୁ ଯୁବ ଓ ଛାତ୍ର ସଙ୍ଗଠନର ନବକଳେବର ହୋଇଥିବା ବେଳେ ଏବେ ବିଜୁ ମହିଳା ଦଳର ନବକଳେବର ହୋଇଛି। ବୁଧବାର ଦିନ ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ନାମ…

୩୦ଟି ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ…

ଭୁବନେଶ୍ବର: ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ସମସ୍ତ ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ। କାହାକୁ କେଉଁ ଜିଲ୍ଲା ଦାୟିତ୍ବ ମିଳିଛି ଜାଣନ୍ତୁ: ଅନୁଗୁଳ- ପ୍ରଶାନ୍ତ ମୁଦୁଲି, ବାଲେଶ୍ବର-ପ୍ରତାପ…