Odisha Link
Bridging the Missing Links in Odisha
Browsing Tag

BJD

ସଂସଦର ଶୀତ ଅଧିବେଶନ: ପୁଣି…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ। ଏଥିରେ ମୋଟ ୧୫ଟି ସିଟିଂରେ ୧୯ଟି କାର୍ଯ୍ୟଦିବସ ରହିଛି। ଦୁଇଟି ଆର୍ଥିକ ବିଲ୍ ସହ ଅନ୍ୟାନ୍ୟ ବିଲକୁ ମିଶାଇ ୨୧ଟି ବିଲ୍ ଆଗତ ହେବାକୁ ଯାଉଛି। ସଂସଦର ପ୍ରଥମ ଦିନରେ ଦିନ ୧୨ଟା ପର୍ଯ୍ୟନ୍ତ ଲୋକସଭା ସ୍ଥଗିତ…

କାର୍ତ୍ତିକ ପୂର୍ଣ୍ଣିମାରେ…

ଓଏଲ୍‌ ବ୍ୟୁରୋ:ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶା ରାଜନୀତିରେ ନୂଆ ଯୁଗ ଆରମ୍ଭ। ଓଡ଼ିଶା ରାଜନୈତକି ଦୃଷ୍ଟିକୋଣରୁ ଦେଖିଲେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ ଦଶହରାର ନବମୀ ତିଥିରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ଆଜି ବିଧିବଦ୍ଧ ଭାବେ…

କାର୍ତ୍ତିକ ପୂର୍ଣ୍ଣିମାରେ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ରାଜ୍ୟ ରାଜନୀତିକୁ ନେଇ ଏକ ବଡ ଧରଣର ଖବର ସାମ୍ନାକୁ ଆସିଛି। ରାଜନୀତିରେ ପାଦ ଥାପିଛନ୍ତି ଲୋକପ୍ରିୟ ପୂର୍ବତନ ଆଇଏଏସ ଅଫିସର ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ…

ଛାତ୍ରଛାତ୍ରୀଙ୍କ ସହିତ ରିଲ୍ସ କରିବେ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ୬ ମାସରୁ କମ୍‌ ସମୟ ରହିିଛି। ଏଥିପାଇଁ ଏବେଠୁ ସଜବାଜ ହେଲେଣି ବିଭିନ୍ନ ରାଜନୈତିକ ଦଳ। ଯୁବ ଭୋଟରଙ୍କୁ ନଜରରେ ରଖି ଶାସକ ଦଳରେ ଥିବା ବିଜୁ ଜନତା ଦଳ ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ଥିବା ୨ ହଜାର କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ ରାଜ୍ୟ…

ରାଜନୀତିକୁ ଓହ୍ଲାଇବେ ୫-ଟି ଅଧ୍ୟକ୍ଷ…

ଓଏଲ୍‌ ବ୍ୟୁରୋ: ଆଇଏଏସ୍‌ ଚାକିରିରୁ ଭି.କେ ପାଣ୍ଡିଆନ୍‌ ସ୍ବେଚ୍ଛାକୃତ ଅବସର ନେବା ପରଠୁ ଓଡ଼ିଶା ରାଜନୀତିରେ ଅନେକ ଚର୍ଚ୍ଚା ଲାଗି ରହିଛି। ପାଣ୍ଡିଆନ୍‌ ସିଧାସଳଖ ରାଜନୈତିକ ରଣକ୍ଷେତ୍ରକୁ ଓହ୍ଲାଇବେ ନା ନାଇଁ ତାକୁ ନେଇ ଅନେକ ପ୍ରଶ୍ନ। ତେବେ ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲାଗିବାକୁ ଯାଉଛି। କାରଣ…

କୋଶଳ ପ୍ରସଙ୍ଗ: ମୁହଁ ଖୋଲିଲେ ବିଜେଡି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଏହାରି ମଧ୍ୟରରେ ବିଭିନ୍ନ ଗୋଷ୍ଠୀ ନିଜର ପ୍ରସଙ୍ଗ ଧରି ଗର୍ଜିବାରେ ଲାଗିଛନ୍ତି। ତେବେ କିଛି ଦିନ ହେବ ପୂର୍ବ ପଶ୍ଚିମ ଭାଗ କରିବା କଥା ସାମ୍ନାକୁ ଆସିଛି। ତେବେ ଏହି କୋଶଳ ପ୍ରସଙ୍ଗରେ ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି, ନିର୍ବାଚନ ଆସିଲେ ଏକଥା ଉଠେ,…

ଆଗକୁ ସାଧାରଣ ନିର୍ବାଚନ: ବିଜେଡିରେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ବିଜୁ ଜନତା ଦଳ ଏହି ରେସରେ ଆଗେଇ ଚାଲିଛି। ଏହି କ୍ରମରେ ବିଜୁ ଜନତା ଦଳରେ ଅବସରପ୍ରାପ୍ତ ଡିଏସପି ରାଇସେନ ମୁର୍ମୁ ଯୋଗଦାନ ଦେଇଛନ୍ତି। ୨୩ବର୍ଷ ଧରି ମୟୂରଭଞ୍ଜ ପୁଲିସ ବିଭାଗରେ ଥିଲେ।…

ଉପବାଚସ୍ପତି ପଦରୁ ଇସ୍ତଫା ଦେବେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ରଜନୀକାନ୍ତ ସିଂହ। ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ସିଂହଙ୍କୁ ଇସ୍ତଫା ଦେବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେ ଆସନ୍ତାକାଲି ବିଧିବଦ୍ଧ ଭାବେ ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେବେ ବୋଲି ଜଣାପଡ଼ିଛି।…

ବିଧାନସଭା: ନଭେମ୍ବର ୨୧ରୁ ଶୀତକାଳୀନ…

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଶୀତ ଅଧିବେଶନ। ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ…

ପାଣ୍ଡିଆନଙ୍କ ଭିଆରଏସ୍‌ ନିଷ୍ପତ୍ତି…

ଓଏଲ୍‌ ବ୍ୟୁରୋ: ସ୍ବେଚ୍ଛାକୃତ ଅବସର ନେଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍। ଏହା ପରେ ପାଣ୍ଡିଆନଙ୍କ ନିଷ୍ପତ୍ତିକୁ ନେଇ ପ୍ରଫୁଲ୍ଲ ସାମଲ ସମର୍ଥନ ଦେଇଛନ୍ତି। ସେ କହିଛନ୍ତି ପାଣ୍ଡିଆନଙ୍କ ଭିଆରଏସ୍‌ ବିଜେଡିର ଗତିକୁ ବଳ ଓ ଶକ୍ତି ଦେବ। ଓଡ଼ିଶାର ବିକାଶ ପାଇଁ ତାଙ୍କର ଫୁଲ୍‌ ଟାଇମ୍‌ ଆବଶ୍ୟକତା ଥିଲା।…