Odisha Link
Bridging the Missing Links in Odisha
Browsing Tag

Bus Accident

ଗୋଡ଼ଭଙ୍ଗା ଘାଟିରୁ ୩୦ ଫୁଟ ତଳକୁ ଖସିଲା…

ଆନନ୍ଦପୁର: ଗୋଡ଼ଭଙ୍ଗା ଘାଟି ତଳକୁ ଖସିଲା ଘରୋଇ ବସ । ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହେବା ସହ ୮ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି। ପ୍ରକାଶ ଯେ, ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ମା ତାରିଣୀ ବସ୍ ଗୋଡ଼ଭଙ୍ଗା ଘାଟିରୁ ଓଲଟିଥିଲା। ବସଟି ୩୦ ଫୁଟ ତଳକୁ ଖସିଥିଲା। ସୂଚନା ଅନୁଯାୟୀ,…

ହଠାତ୍‌ ଓଲଟି ପଡ଼ିଲା ବସ୍‌, ମୃତ୍ୟୁ…

କେନ୍ଦ୍ରାପଡ଼ା: ଆଜି ସକାଳୁ ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କୁମ୍ଭାରୁଣୀଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ଯାତ୍ରୀ ଗୁରୁତର ଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଆଜି ସକାଳେ ମହାକାଳପଡ଼ଶ…

ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଆହତ

କେନ୍ଦୁଝର: ଓଲଟିଲା ଯାତ୍ରୀବାହୀ ବସ୍। ଏନଏଚ-୨୦ କାଳିପ୍ରସାଦ ନିକଟରେ ଏକ ଘରୋଇ ବସ୍ ଓଲଟି ଦୁର୍ଘଟଣା ଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। ଯୋଡାରୁ ଯାତ୍ରୀଙ୍କୁ ନେଇ ଚମ୍ପୁଆ ଅଭିମୁଖେ ଆସୁଥିଲା ସମୟରେ ଏନଏଚ-୨୦ କାଳିପ୍ରସାଦ ନିକଟରେ ବସ୍ ଓଲଟି ପଡିଥିଲା। ବସ୍‌ଟିର ନାମ…

ଟ୍ରକ୍‌ ଧକ୍କାରେ ପୋଖରୀରେ ପଶିଗଲା ବସ୍

ଭଞ୍ଜନଗର: ଟ୍ରକ୍‌ ଧକ୍କାରେ ପୋଖରୀରେ ପଶିଗଲା ବସ୍। ଏଭଳି ଏକ ଦୁର୍ଘଟଣା ଘଟିଛି କୁଲାଡ଼ରେ। କୁଲାଡ଼ରେ ଟ୍ରକ୍‌ ଧକ୍କାରେ ପୋଖରୀ ଭିତରେ ପଶିଗଲା ବସ୍। ପୋଖରୀରେ ବସ୍‌ ପଶିଯିବା କାରଣରୁ‌ ବସ୍ ହେଲପର୍‌ ଗୁରୁତର ହୋଇଛନ୍ତି। ‌ଗୁରୁତର ହେଲପରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆନ୍ଧ୍ରପ୍ରଦେଶ ଆରାକୁ ଘାଟିରେ ବସ୍…

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ଆରାକୁ ଘାଟିରେ ବସ୍ ଦୁର୍ଘଟଣା। ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଘାଟି ତଳକୁ ଖସିପଡିଲା ବସ୍। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟାରେ ପ୍ରାୟ ୩୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଆରାକୁ ଘାଟିରେ ଦୁର୍ଘଟଣାର…

ବସ୍ ଓଲଟି ଜଣେ ମୃତ

ମୁନିଗୁଡା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ମୁନିଗା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ। ଦୁର୍ଘଟଣାରେ ୯ଜଣ ଗୁରୁର ,ଜଣେ ମୃତ ହୋଇଥିବା ସୂଚନା ମିଳିଛି। ଓଲଟିଲା ଯାତ୍ରୀବାହୀ ବସ୍‌ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ , ଯାତ୍ରୀଙ୍କୁ ନେଇ…

ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍…

ରାଇରଙ୍ଗପୁର: ଯାତ୍ରୀବାହୀ ବସ୍‌ ବହଳଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ବିଲକୁ ଖସି ପଡ଼ିଥିଲା। ବସଟି ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାଟି ଟାଉନ୍‌ ଥାନା ଭାଲୁବସା ପେଟ୍ରୋଲ ପମ୍ପ ନିକଟରେ ଘଟିଛି। ଏହି ଦୁର୍ଘଟଣାରେ ୪ ଯାତ୍ରୀ ଆହୋଇଛନ୍ତି। ସମସ୍ତ ଆହତମାନଙ୍କୁ…

ଘାଟିରେ ଓଲଟିଲା ବସ୍‌, ୨୫ ଆହତ

ଫୁଲବାଣୀ: ଘାଟିରେ ଓଲଟିଲା ବସ୍। ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଗାଡ଼ିଆପଡ଼ା ଘାଟିରେ ଏକ ବସ୍‌ ଓଲଟି ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କ ମଧ୍ୟରୁ ୨,୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ବିଳମ୍ବିତ ରାତିରେ ଆହତମାନଙ୍କୁ ଖଜୁରୀପଡ଼ା ଓ ଫୁଲବାଣୀ ଡାକ୍ତରଖାନାରେ…

ଭାରସାମ୍ୟ ହରାଇ ନାଳକୁ ଖସିଲା ବସ୍, ୧୪…

ବିଶ୍ରା: ଭାରସାମ୍ୟ ହରାଇ ତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ। ରାଉରକେଲାରୁ ବମ୍ବୁଆ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ଏକ ନାଳକୁ ଖସି ପଡ଼ିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀମାନେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି।…

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ,୧୦ରୁ…

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଝରଣ ନିକଟରେ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟିଲା ପଡ଼ିଛି। ସୂଚନାଯୋଗ୍ୟ ଯେ, ଆପୁ ନାମକ ଯାତ୍ରୀବାହୀ ବସ୍ ରାଇରଙ୍ଗପୁରରୁ ଉଦଳା ଫେରୁଥିବା ସମୟରେ ଝରଣ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ବିଲକୁ ଓଲଟି ପଡିଥିଲା । ବସରେ ଥିବା…