Odisha Link
Bridging the Missing Links in Odisha
Browsing Tag

Bus Accident

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ,୧୦ରୁ…

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଝରଣ ନିକଟରେ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟିଲା ପଡ଼ିଛି। ସୂଚନାଯୋଗ୍ୟ ଯେ, ଆପୁ ନାମକ ଯାତ୍ରୀବାହୀ ବସ୍ ରାଇରଙ୍ଗପୁରରୁ ଉଦଳା ଫେରୁଥିବା ସମୟରେ ଝରଣ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ବିଲକୁ ଓଲଟି ପଡିଥିଲା । ବସରେ ଥିବା…

ପୋଖରୀ ଭିତରକୁ ଖସିଲା ବସ୍

ସାନଖେମୁଣ୍ଡି: ଭାରସାମ୍ୟ ହରାଇ ଖସିଲା ମିନିବସ। ଗଞ୍ଜାମ ଜିଲ୍ଲା ଆସିକା କୋଟୀନାଡ ନୁଆଁପଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ବରେ ଥିବା ପୋଖରୀ ଭିତରକୁ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ମିନିବସ ଖସିଛି। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମିନିବସରେ ଥିବା ଯାତ୍ରୀ। ଘଟଣା…

ଓଲଟିଲା ଯାତ୍ରୀବାହୀ ବସ୍, ୧୧ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ତ୍ରିଶୁଳପୁର ଛକ ନିକଟରେ ଭାରସାମ୍ୟ ହାରାଇ ବସ ଓଲଟି ପଡ଼ିଛି। ଫଳରେ ଦୁର୍ଘଟଣାରେ ୧୧ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ସୌଭାଗ୍ୟ ବଶତଃ ବସଟି ଓଲଟି ପଡ଼ିବା ସତ୍ତ୍ବେ ପୋଲ…

ଭାରସାମ୍ୟ ହରାଇ ଓଲଟିଲା ବସ୍, ୫ ଆହତ

ବାଲେଶ୍ୱର: ଭାରସାମ୍ୟ ଓଲଟିଲା ବସ୍। ବାଲେଶ୍ୱର ଜିଲ୍ଳା ଡିଗିରିବାହୀ ଛକ ନିକଟରେ ବୁଧବାର ସକାଳେ ଏକ ଘରୋଇ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସ୍ ଧାନ ବିଲ ଭିତରେ ଓଲଟି ପଡ଼ିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ଅନ୍ୟ ଯାତ୍ରୀ ସୁରକ୍ଷୀତ ଥିବା ସୂଚନା ମିଳିଛି। ଗୁରୁତର ଆହତଙ୍କୁ…

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୭ ଗୁରୁତର

ମାଲକାନଗିରି: ଆଜି ସକାଳେ ଏନଏଚ୍- ୩୨୬ ଚମ୍ପାଖାରି ନିକଟରେ ବସ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିବା ଫଳରେ ୭ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ବସ୍‌ଟି ୨୭ ଜଣ ଶ୍ରମିକଙ୍କୁ ନେଇ…

ପୁଣି ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ୍,…

ବାଲେଶ୍ବର: ଆଜି ପୁଣିଥରେ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣା ଗ୍ରସ୍ତ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲ୍‌ଗେଟ୍(ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ) ନିକଟରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବସ୍‌ ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିବା…

ବସ୍‌ ଓଲଟି ଜଣେ ମୃତ, ୧୮ ଗୁରୁତର

ରାଉରକେଲା: ରାଉରକେଲା ଯାତ୍ରୀବାହୀ ବସ୍‌ ଓଲଟି ଜଣେ ମୃତ, ୭ ଆହତ ହୋଇଛନ୍ତି। ରାଉରକେଲାରୁ ବିରମିତ୍ରପୁର ଅଭିମୁଖେ ରାହୁଲ ରୋହନ ନାମକ ବସ୍‌ ଯାଉଥିଲା। ଯିବା ବାଟରେ ଠିକ୍ କୁମଝରିଆ ନିକଟରେ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ  ବସ୍ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ…

ଖସିଲା ବରଯାତ୍ରୀ ବସ୍‌ ; ୨୫ ମୃତ

ରାଜସ୍ଥାନ: ରାଜସ୍ଥାନ: ନଦୀକୁ ଖସିଲା ବରଯାତ୍ରୀ ବସ୍ । ବସ୍‌ ଖସି ୨୫ ଜଣଙ୍କର ମୃତ୍ୟୁ ଘଯିଛି। ଆଜି ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ବୁନ୍ଦି ଜିଲ୍ଲାରେ। ସୂଚନା ଅନୁଯାୟୀ, ଏକ ବରଯାତ୍ରୀ ବିବାହ ପାଇଁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ହୋଇଛି। ବସ୍‌ଟି ପୋଲ ଉପରେ ନିୟନ୍ତ୍ରଣ ହରାଇ…

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା,୨୦ ମୃତ

ଚେନ୍ନାଇ: ତାମିଲନାଡୁରେ ବଡ଼ ଧରଣର ଦୁର୍ଘଟଣା ହୋଇଛି। ଚେନ୍ନାଇ ଅବିନାଶିରେ ଗୁରୁବାର ସକାଳେ ଏକ ବସ୍ ସହ ଟ୍ରକ୍ ଧକ୍କା ହୋଇଛି। ଦୁର୍ଘଟଣାରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।…

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା…

ଭଦ୍ରକ: ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟିଲା ବସ୍। ଅଳ୍ପକେ ବର୍ତିଲେ ୫୦ରୁ ଉର୍ଦ୍ଧ ଯାତ୍ରୀ। ଏଥିରେ ଦୁଇ ଜଣ ସାମନ୍ୟ ଆହତ ହୋଇଥିବା ଜଣାପଡିଛି। ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ନେଉଳିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ୫୦ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ବସଟି ବାଲେଶ୍ୱରରୁ କଟକ…