Odisha Link
Bridging the Missing Links in Odisha
Browsing Tag

Bus

ସୁରତରୁ ଆସୁଥିବା ବସ କଳିଙ୍ଗାଘାଟିରେ…

କନ୍ଧମାଳ: ଆଜି ସୁରତରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଆଣି ଓଡ଼ିଶା ଆସୁଥିବା 'ଶ୍ରୀ ପଟେଲ' ନାମକ ବସ୍‌ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟି ଗିରିପଥରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କରୋନା ଭୂତାଣୁ ସହ ଲଢ଼େଇ ସମୟରେ ପ୍ରବାସୀ…

ଲକ୍‌ଡାଉନ୍: ୬୦ ଘଣ୍ଟାର ଯାତ୍ରା, ଜନ୍ମ…

ଆସିକା: ଜନ୍ମ ମାଟିରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ। ୬୦ ଘଣ୍ଟାରୁ ଅଧିକ ସମୟ ଯାତ୍ରା କରି ୨୧୭ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମରେ ପହଞ୍ଚିଛନ୍ତି। ଗୁଜରାଟ ସୁରତରୁ ବାହାରିଥିବା ୪ଟି ବସ୍ ଗତକାଲି ବିଳମ୍ବିତ ରାତିରେ ଶେରଗଡ ଓ ଧରାକୋଟରେ ପହଞ୍ଚିଥିଲା। ପୂର୍ବ ବ୍ୟବସ୍ଥା ଅନୁଯାୟୀ, ସେମାନଙ୍କୁ ସିଧାସଳଖ ଧରାକୋଟ…

କେନ୍ଦ୍ରର କଡ଼ା ନିର୍ଦ୍ଦେଶ: ରାଜ୍ୟ ଓ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଲକଡାଉନ ଘୋଷଣା ହୋଇଛି। ହେଲେ ଏହି ଲକଡାଉନ ନିୟମକୁ ଫୁ କରୁଛନ୍ତି ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକମାନେ। ଲକଡାଉନ ଘୋଷଣା ପରେ ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ମାନେ ନିଜ ଭିଟା ମାଟିକୁ ଫେରିବା ଆରମ୍ଭ କରିଛନ୍ତି। ଏହି ସବୁକୁ ନଜରରେ…

କରୋନା ସତର୍କତା: ମାର୍ଚ୍ଚ ୩୧ ଯାଏ ବାହାର…

ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ରର ମୋଦି ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ କରିଛନ୍ତି। ଏଥିପାଇଁ ଆଜି ଗାଁ ଠୁ ସହର ସବୁଠି ଶୁନଶାନ ଦୃଶ୍ୟ ଦେଖିବାକୁ ମିଳିଛି। ଏପରିକି ସାରା ରାଜ୍ୟରେ ବସ ସେବା ବନ୍ଦ ରହିଛି। ଅପରପକ୍ଷରେ କରୋନା ସତର୍କତା ପାଇଁ…

ଜନତା କର୍ଫ୍ୟୁ: ଆଜି ଗାଡ଼ି, ଟ୍ରେନ ଚଳାଚଳ…

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ଆରମ୍ଭ ହୋଇଛି ଜନତା କର୍ଫ୍ୟୁ। ସେହିପରି ଓଡ଼ିଶା ମଧ୍ୟ ଏଥିରେ ସାମିଲ ହୋଇଛି। ଜନତା କର୍ଫ୍ୟୁ ପାଇଁ ଆଜି ସମଗ୍ର ରାଜ୍ୟରେ ବନ୍ଦ ରହିଛି ଘରୋଇ ବସ୍ ସେବା। ପ୍ରାୟ ୧୪ ହଜାର ଘରୋଇ ବସ୍ ଗଡି ନାହିଁ। ଜନତା କର୍ଫ୍ୟୁ ପାଇଁ…

ଜନତା କର୍ଫ୍ୟୁ: କାଲି ରାଜ୍ୟରେ ଘରୋଇ ବସ୍…

ଭୁବନେଶ୍ବର: ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପ୍ରରିପେକ୍ଷୀରେ ଆସନ୍ତାକାଲି ରାଜ୍ୟ ତମାମ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ। ସୂଚନାଥାଉକି,…

କରୋନା ପାଇଁ ପରିବହନ ବିଭାଗର ଗାଇଡଲାଇନ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଗାଇଡଲାିନ ଜାରି କଲା ରାଜ୍ୟ ପରିବହନ ବିଭାଗ। ଗାଇଡଲାଇନ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଗାଇଡଲାଇନ ମୁତାବକ ବସ୍‌ରେ ଓଭରଲୋଡିଂ ନକରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ। ନିର୍ଦ୍ଦିଷ୍ଟ ସିଟ୍ ଠାରୁ ଅଧିକ…

ବସ୍‌କୁ ୩୦ ହଜାର ଜରିମାନା

ବଲାଙ୍ଗିର: ଯାତ୍ରୀବାହୀ ବସ୍‌କୁ ୩୦ ହଜାର ୫୦୦ ଟଙ୍କା ଫାଇନ। ବସ୍‌ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା। ଲାଇସେନ୍ସ ନଥାଇ ଗାଡି ଚଳାଇବାକୁ ଅନୁମତି ଦେଇଥିବାରୁ ୫ ହଜାର ଟଙ୍କା ବସ୍‌ କଣ୍ଡକ୍ଟରଙ୍କ ଲାଇସେନ୍ସ ନଥିବାରୁ ୧୦ ହଜାର ଟଙ୍କା। ପରମିଟ୍‌ ନଥିବା ବାବଦକୁ ୧୦ ହଜାର ଟଙ୍କା…

କମିଲା ବସ ଭଡ଼ା

ଭୁବନେଶ୍ୱର: ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। କାରଣ ଏବେ ରାଜ୍ୟ ସରକାର ବସ ଭଡ଼ା ହ୍ରାସ କରିଛନ୍ତି। ଅର୍ଡିନାରୀ ଓ ଏକ୍ସପ୍ରେସ ବସଭଡ଼ା ୧ ପଇସା କମିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡା ୨ ପଇସା ହ୍ରାସ କରାଯାଇଛି। ଅର୍ଡିନାରୀ ବସ ଭଡ଼ା ୬୯ରୁ ୬୮ ପଇସା ଓ ଏକ୍ସପ୍ରେସ ବସ ଭଡ଼ା କିମି…

ବସରେ ବିଦ୍ୟୁତ ତାର ଲାଗି ଯାତ୍ରୀ ମୃତାହତ…

ଭୁବନେଶ୍ବର : ଗଞ୍ଜାମ ଜଲ୍ଲିା ବ୍ରହ୍ମପୁର ଗୋଳନ୍ଥରାର ମେଣ୍ଡରାଜପୁର ଠାରେ ବସ ୧୧ କେଭି ବିଦ୍ୟୁତ ଲାଇନ୍ ସଂସ୍ପର୍ଶରେ ଆସି ଯାତ୍ରୀ ମୃତାହତ ଖବର ଘଟଣାରେ ଗଭୀର ଦୁଃଖ ପ୍ରକାଶ କରଛିନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଘଟଣାରପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ନେଇନ ପ୍ରଧାନ ଟ୍ବିଟ୍…