Odisha Link
Bridging the Missing Links in Odisha
Browsing Tag

Byelection

ବାଲେଶ୍ୱର ଉପନିର୍ବାଚନ: ଭୋଟ ବର୍ଜନ କଲେ…

ବାଲେଶ୍ୱର: ଆଜି ବାଲେଶ୍ୱର ସଦର ଉପନିର୍ବାଚନ। ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗ୍ରହଣ। ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବାବେଳେ ନେତାଙ୍କ ପ୍ରତିଶ୍ରୁତିରେ ଅସନ୍ତୋଷ ଜାହିର କରିଛନ୍ତି ଭୋଟର। ଅସନ୍ତୋଷ ଜାହିର କରି ପରଥି ପଞ୍ଚାୟତ ଅନ୍ତର୍ଗତ ନନ୍ଦଚକ ଗାଁ ଲୋକେ ଭୋଟ ବର୍ଜନ କରିଥିବା ଜଣାଯାଇଛି।…

ଭୋଟ ଦେବାକୁ ଆସି ମୃତ୍ୟୁ

ଜଗତସିଂହପୁର: ଆଜି ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ଭୋଟ ଗ୍ରହଣ ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଦେବାକୁ ଆସିବା ବାଟରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣକ ରଘୁନାଥପୁର ବ୍ଲକ ରେଢୁଆ ବୁଥକୁ ଭୋଟ ଦେବାକୁ…

ଉପନିର୍ବାଚନ: ଦିନ ୧ଟା ସୁଦ୍ଧା…

ଭୁବନେଶ୍ବର: ଆଜି ବାଲେଶ୍ବପର ସଦର ଓ ତିର୍ତ୍ତୋଲ ନିର୍ବାଚନା ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଦିନ ୧ଟା ସୁଦ୍ଧା ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍ ୪୦.୫୧% ମତଦାନ ହୋଇଥିବାର ସୂଚନା ମିଳିଛି। ଏହା ମଧ୍ୟରୁ ବାଲେଶ୍ବରରେ ୪୧.୩୬% ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୩୯.୬୮%…

ଉପନିର୍ବାଚନ: ୧୧ଟା ସୁଦ୍ଧା ବାଲେଶ୍ୱରରେ…

ଭୁବନେଶ୍ବର: ଆଜି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଚାଲିଛି। ଦିନ ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬ ପ୍ରତିଶତ ଓ ତିର୍ତ୍ତୋଲରେ ୨୪.୯୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧ ପ୍ରତିଶତ ଓ ତିର୍ତ୍ତୋଲରେ ୭.୫୮ ପ୍ରତିଶତ…

ଆରମ୍ଭ ହେଲା ବାଲେଶ୍ବର ସଦର ଓ…

ଭୁବନେଶ୍ବର: ସବୁ ଅପେକ୍ଷାର ଅନ୍ତ ଘଟିଛି। ଆରମ୍ଭ ହୋଇଛି ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। କୋଭିଡ୍ କଟକଣା ମଧ୍ୟରେ ଉଭୟ ଆସନରେ ଉପନିର୍ବାଚନ ଭୋଟ ଗ୍ରହଣ କରାଯାଉଛି।ଭୋଟରମାନେ ଗ୍ଲୋଭସ ପିନ୍ଧି ଇଭିଏମ ବଟନ୍ ଦବାଇ ନିଜ ପସନ୍ଦର…

ଉପନିର୍ବାଚନ: ଆସନ୍ତାକାଲି ବାଲେଶ୍ୱର ସଦର…

ଭୁବନେଶ୍ବର: କରୋନା କଟକଣା ଭିତରେ ଆସନ୍ତାକାଲି ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରି ସୂଚନା ଦେଇଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା…

ଉପ ନିର୍ବାଚନ: ବାଲେଶ୍ବରରେ ରାଜନୈତିକ…

ବାଲେଶ୍ବର: ରାତି ପାହିଲେ ହେବ ବାଲେଶ୍ବର ଉପ ନିର୍ବାଚନ। ହେଲେ ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଦେଖା ଦେଇଛି। ବିଜେଡ଼ି ଓ ବିଜେପି ମଧ୍ୟରେ ସଂଘର୍ଷ ହୋଇଛି। ସଂଘର୍ଷରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣଙ୍କୁ ଚାନ୍ଦିପୁର ପୋଲିସ ଅଟକ ରଖିଛି। ଏହି ରାଜନୈତିକ ହିଂସାରେ ଚାନ୍ଦିପୁର ସମିତି ସଭ୍ୟ…

ଉପନିର୍ବାଚନ: ମୁଖ୍ୟ ନିର୍ବାଚନ…

ଭୁବନେଶ୍ୱର: ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ହେବ ଉପନିର୍ବାଚନ। ଉପନିର୍ବାଚନର ପ୍ରସ୍ତୁତି ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ। ସେ କହିଛନ୍ତି ଯେ, ‘ଭୋଟରଙ୍କ ସୁବିଧା ପାଇଁ ବୁଥ୍ ସଂଖ୍ୟା ବଢାଯାଇଛି।…

ସରିଲା ଉପ ନିର୍ବାଚନ ପ୍ରଚାର, ୩ରେ ହେବ…

ଭୁବନେଶ୍ବର: ଆଉ ମାତ୍ର ଦିନକ ପରେ ବାଲେଶ୍ୱର- ତିର୍ତ୍ତୋଲ ଉପ ନିର୍ବାଚନ ଭୋଟ। କରୋନା କଟକଣା ଭିତରେ ଓଡ଼ିଶାରେ ଉପ ନିର୍ବାଚନ ହେବ। ଆସନ୍ତା ୩ ତାରିଖ ଦିନ ଉଭୟ ଆସନ ପାଇଁ ଭୋଟ ପଡୁଥିବାରୁ ଏଥିପାଇଁ ଜୋରଦାର କସରତ କରିଛନ୍ତି ସମସ୍ତ ଦଳ। ଆଉ ୟାରି ଭିତରେ ଆଜି ସରି ଯାଇଛି ସମସ୍ତ ପ୍ରସ୍ତୁତି, ସମସ୍ତ…

ଉପନିର୍ବାଚନ ପାଇଁ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ହେବ। ଏଥିପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗଡ଼ିକ ଛୁଟି ରହିବ। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ କର୍ମଚାରୀଙ୍କୁ ସବୈତନିକ ଛୁଟି…