Odisha Link
Bridging the Missing Links in Odisha
Browsing Tag

Byelection

ରାଜ୍ୟରେ କଂଗ୍ରେସ ଶକ୍ତିହୀନ, ଆଗକୁ…

ଭୁବନେଶ୍ୱର: ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନର୍ବାଚନକୁ ବିଜେପି ପ୍ରସଙ୍ଗ ଭିତିକ ଭାବେ ଲଢେଇ କରିଥିଲା। ମୋଦି ସରକାର ହଜାର ହଜାର କୋଟି ଟଙ୍କା ଦେବା ସତ୍ତ୍ବେ ରାଜ୍ୟସରକାରଙ୍କ କୋଭିଡ-୧୯ କୁପରିଚାଳନା ଯୋଗୁଁ ଅମୂଲ୍ୟ ଜୀବନହାନୀ ହେବା, ମୋଦି ସରକାରଙ୍କ ଗରିବ କଲ୍ୟାଣକାରୀ ଯୋଜନା ପାଇଁ ଆସୁଥିବା ଅର୍ଥର…

ଉପନିର୍ବାଚନରେ ଲୋକଙ୍କୁ ବିଜୟର ଶ୍ରେୟ…

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ବାଜିମାତ କରିଛି ଶାସକ ବିଜେଡି।ଉପନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଓ ବିଜୟ ଶଙ୍କର ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।…

ଫେଲ୍‌ ମାରିଲା ବେଣୁ ମଉସାଙ୍କ କେଟଲି

ବାଲେଶ୍ବର: ଆଜି ପ୍ରକାଶ ପାଇବ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଫଳାଫଳ। ଏଥିପାଇଁ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା। ଏହାରି ମଧ୍ୟରେ ଉଭୟ ଉପନିର୍ବାଚନୀ କ୍ଷେତ୍ରରେ ୨୦ ରାଉଣ୍ଡ ଭୋଟ ଗଣତି ସରିଲାଣି। ୨୦ ରାଉଣ୍ଡ ସୁଦ୍ଧା ଉଭୟ ଉପନିର୍ବାଚନ ମଣ୍ଡଳୀରେ ଶାସକ ବିଜୁ ଜନତା ଦଳ ଆଗରେ…

ନିର୍ବାଚନ ଫଳାଫଳ: ତିର୍ତ୍ତୋଲରେ ଚତୁର୍ଥ…

ତିର୍ତ୍ତୋଲ: ଆଜି ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଫଳାଫଳ ପ୍ରକାଶ ପାଇବ। ତିର୍ତ୍ତୋଲ ଚତୁର୍ଥ ରାଉଣ୍ଡ ଗଣତି ଶେଷ ହୋଇଥିବାର ସୂଚନା ମିଳିଛି। ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ଚତୁର୍ଥ…

କାଲି ସକାଳ ୮ଟାରୁ ଭୋଟ୍ ଗଣତି: ରାଜ୍ୟ…

ଭୁବନେଶ୍ୱର: ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଭୋଟ ଗଣତି କରାଯିବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୁଶିଲ ଲୋହାନୀ ସୂଚନା ଦେଇ କହିଛନ୍ତି ଯେ, ଭୋଟ ଗଣତି ସକାଳ ୮ଟାରେ ଆରମ୍ଭ କରାଯିବ। କୋଭିଡ କଟକଣା…

ଉପନିର୍ବାଚନ: ୨ଟି ଆସନରେ ଜିତିବା ନେଇ…

ବାଲେଶ୍ୱର: ଗତକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ସରିଛି। ଉପନିର୍ବାଚନ ପରେ ଫଳାଫଳକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି। ୨ ଟି ଆସନେରେ ଜିତିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର। ଦେବୀ କହିଛନ୍ତି ଯେ, ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ବଡ ବ୍ୟବଧାନରେ ଦଳ ଜିତିବ।…

ଉପ ନିର୍ବାଚନ: ବାଲେଶ୍ୱରରେ ୭୧.୧ %,…

ଭୁବନେଶ୍ୱର: କରୋନା ଗାଇଡ ଲାଇନ ଭିତରେ ଶେଷ ହୋଇଛି ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନର ମତଦାନ। ଉପ ନିର୍ବାଚନରେ ସନ୍ଧ୍ୟା ୬ଟା ସୁଦ୍ଧା ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ୭୧.୧ ପ୍ରତିଶତର ମତଦାନ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନର ସୁଶୀଲ ଲୋହାନୀ ଏହି…

ସରିଲା ଉପନିର୍ବାଚନ, ଫଳାଫଳକୁ ଅପେକ୍ଷା

ବାଲେଶ୍ୱର/ତିର୍ତ୍ତୋଲ: ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ରହିଛି ମତଦାନ। ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ସନ୍ଧ୍ୟା ୫ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍‌…

ଉପନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା…

ବାଲେଶ୍ୱର/ତିର୍ତ୍ତୋଲ: ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଜାରି ରହିଛି। ସମୟ କ୍ରମେ ମତଦାନ ହାର ବୃଦ୍ଧି ପାଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ କୁମାର ଲୋହାନୀ ପକ୍ଷରୁ ଜାରି ସୂଚନା ଅନୁସାରେ ସନ୍ଧ୍ୟା ୫ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ…

ଉପନିର୍ବାଚନ: ୩ଟା ସୁଦ୍ଧା ୪୭.୧୫% ମତଦାନ

ବାଲେଶ୍ୱର: ଆଜି ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ଦୁଇଟି ଯାକ ଆସନରେ ୪୭.୧୫ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। କୋଭିଡ୍ କଟକଣା ମଧ୍ୟରେ ଏଠାରେ ଭୋଟ ଚାଲିଛି। ତେବେ ସକାଳ…