Odisha Link
Bridging the Missing Links in Odisha
Browsing Tag

Daspalla

ନୟାଗଡ଼ରେ ପ୍ରାର୍ଥୀ ବଦଳାଇବ ବିଜେପି !

ଭୁବନେଶ୍ବର: ନୟାଗଡ଼ ଜିଲ୍ଲାର ସମସ୍ତ ଚାରିଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଓହରିଯିବାର ସମ୍ଭାବନା ନେଇ ସୂଚନା ମିଳିଛି। ଏ ଦୁଇଜଣଙ୍କ ବଦଳରେ ଦଳ ଅନ୍ୟ ଦୁଇଜଣଙ୍କୁ ପ୍ରାର୍ଥୀ କରିବା ନେଇ ବିଚାରବିମର୍ଶ ଚାଲିଛି।…

ନୟାଗଡ଼: ଆଜିଠୁ ଦଶପଲ୍ଲାରୁ ଗଡ଼ିବ ଟ୍ରେନ୍‌

ଓଏଲ୍‌ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଦଶପଲ୍ଲାବାସୀଙ୍କ ସ୍ବପ୍ନ ହେବାକୁ ଯାଉଛି ସାକାର। ଦୀର୍ଘବର୍ଷର ଅନ୍ତ ଘଟିବ ଆଜି। କାରଣ ଆଉମାତ୍ର କିଛି ସମୟ ପରେ ଉଦଘାଟିତ ହେବ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ରେଳ ଷ୍ଟେସନ। ଏହାକୁ ଲୋକାର୍ପଣ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଆଜି ଦିନ ୧୦ଟାରେ ଦଶପଲ୍ଲା ରେଳ ଷ୍ଟେସନ…

କିଏ ହେବ ଦଶପଲ୍ଲା ବିଧାୟକ? ଅରୁଣଙ୍କ…

୨୦୦୦ ମସିହା ପରଠାରୁ ନୟାଗଡ଼ ଜିଲ୍ଲାରେ ବିଜେଡି ବିଧାୟକ ପ୍ରାର୍ଥୀ ଚୟନରେ ଏକ ଧାରା ପ୍ରଚଳିତ ହୋଇଆସିଛି। ବିଧାୟକ ଅରୁଣ କୁମାର ସାହୁଙ୍କ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବ୍ୟତୀତ ଜିଲ୍ଲାର ଅନ୍ୟ କୌଣସି ବିଧାନସଭା କ୍ଷେତ୍ରରେ କୌଣସି ବି ପ୍ରାର୍ଥୀ ଲଗାତର ଭାବେ ଦ୍ବିତୀୟ ଥର ନିର୍ବାଚନ ଲଢ଼ିବାର ସୁଯୋଗ…

ଖଟିଆରେ ୪ କିଲୋମିଟର ବୁହାହେଲେ ରୋଗୀ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ବୁରୁପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଗ୍ରାମର ଜଣେ ରୋଗୀଙ୍କୁ ଖଟିିଆରେ ୪ କିଲୋମିଟର ବୋହି ଡାକ୍ତରଖାନାକୁ ପଠାଯାଇଛି। ଆଜି ପୂର୍ବାହ୍ନରେ ଗ୍ରାମର ହଜାରୀ ନାୟକ (୫୦) ହଠାତ୍‌ ସଂଜ୍ଞାହୀନ…

ନୟାଗଡ଼: ମଧ୍ୟଖଣ୍ଡର ୩ଟି ସାହିକୁ…

ନୟାଗଡ଼: ଆଜି ରାଜ୍ୟର ୧୭ଟି ଜିଲ୍ଲାରୁ ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ନୟାଗଡ଼ ଜିଲ୍ଲାରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୯୭ରେ ପହଁଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ନୟାଗଡ଼ ଜିଲ୍ଲାରୁ ଆଜି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ…

ଦଶପଲ୍ଲାରେ ରମେଶ ବେହେରାଙ୍କ ପ୍ରତି…

ନୟାଗଡ଼: ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରତି ବିପୁଳ ଜନସମର୍ଥନ ଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ତାଙ୍କର ପ୍ରତିଦ୍ବନ୍ଦ୍ବୀମାନେ ଉଭୟ ପ୍ରଚାରରେ ଓ ଲୋକପ୍ରିୟତାରେ ବହୁ ପଛରେ ପଡ଼ିଛନ୍ତି। ଜଣେ ଯୁବ ଓଡ଼ିଶା ପ୍ରଶାସନିକ ସେବା…

ଦଶପଲ୍ଲା: ପ୍ରଚାରରେ ରମେଶ ଆଗୁଆ,…

ନୟାଗଡ଼: ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆସନ୍ତା ଏପ୍ରିଲ ୧୮ ତାରିଖରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ମତଦାତାଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ଚାଲିଛି। ତେବେ ପ୍ରଚାରରେ ସର୍ବାଗ୍ରେ ଅଛନ୍ତି ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ରମେଶ…

ଦଶପଲ୍ଲାରେ ନକଲି ମାଓ ପୋଷ୍ଟର

ଦଶପଲ୍ଲା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୟାଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା କୁଆଁରିଆ ଡ୍ୟାମ୍‌ ନିକଟରେ ମାଓବାଦୀ ନାମରେ ୨ଟି ଧମକପୂର୍ଣ୍ଣ ପୋଷ୍ଟର୍‌କୁ ଜବତ କରିଛି ପୁଲିସ୍‌। ଦଶପଲ୍ଲାରେ ବିଜେଡି ଟିକେଟ୍ ପାଇଥିବା ରମେଶ ବେହରାଙ୍କୁ ହତ୍ୟା…