Odisha Link
Bridging the Missing Links in Odisha
Browsing Tag

Diwali

ଦୀପାବଳୀରେ ଫୁଟାଇବେ କେଉଁ ବାଣ?

ଓଏଲ୍‌ ବ୍ୟୁରୋ: ଭାରତରେ ଆଲୋକର ପର୍ବ ଦୀପାବଳୀକୁ ବେଶ ଧୁମଧାମରେ ପାଳନ କରନ୍ତି ଦେଶବାସୀ। ମୁଖ୍ୟତଃ ଧନତେରାସ୍‌ଠୁ ଆରମ୍ଭ ହୋଇଯାଇଥାଏ ଦୀପାବଳୀ ପର୍ବ। ଦୀପାବଳୀରେ ଦୀପ ଜଳେଇବା ସାଙ୍ଗକୁ ବାଣ ମଧ୍ୟ ଫୁଟା ଯାଇଥାଏ। ହେଲେ ଚଳିତ ଥର ବାଣଫୁଟାରେ ଲାଗିଛି ସୁପ୍ରିମକୋର୍ଟଙ୍କ ଛାଟ। ଦେଶର ପ୍ରମୁଖ ସହର…

ଆଜି ଧନତେରାସ୍, ଭୁଲ୍‌ରେ ବି କରନ୍ତୁ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଧନତେରାସ୍। ଧନତେରାସ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପାଳନ କରାଯାଇଥାଏ। ଧନତେରାସ ପର୍ବ ଧନ ଏବଂ ଆରୋଗ୍ୟ ସହ ଜଡ଼ିତ। ଧନତେରାସରେ ସୁନା କିଣିଲେ ଶୁଭ ଓ ଧନ ୧୩ ଗୁଣା ବୃଦ୍ଧି ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଚଳିତ ବର୍ଷ ନଭେମ୍ବର ୧୨ ରାତି ୯.୩୦ରୁ ପର ଦିନ ନଭେମ୍ବର…

ଦିପୋତ୍ସବରେ ଝଲସିବ ଅଯୋଧ୍ୟା

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ପାଳନ କରାଯିବ ଭବ୍ୟ ଦିପୋତ୍ସବ। ଏହି ଦିପୋତ୍ସବରେ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳନ କରାଯିବ। ଅଯୋଧ୍ୟାବାସୀ ଏହି ଦିପୋତ୍ସବ ପାଇଁ ଖୁବ ଉତ୍ସାହିତ ରହିଥାନ୍ତି। ଭବ୍ୟ ଦିପୋତ୍ସବର ପାଇଁ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା ନଗରୀ। ଆଜି ସକାଳ ୧୦ଟାରେ ସାକେତ ମହାବିଦ୍ୟାଳୟରୁ ଭଗବାନ…

ଚଳିତ ବର୍ଷ ରାଜଧାନୀରେ ଫୁଟିବନି ବାଣ:…

ଭୁବନେଶ୍ବର: ଚଳିତ ବର୍ଷ ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ।ଏ ନେଇ ଆଜି ଭୁବନେଶ୍ବର ଡିସିପି ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି, ନିୟମ ଉଲ୍ଲଂଘନ କରି ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଦୀପାବଳି ପାଳନ ନେଇ ସହରବାସୀଙ୍କୁ ସଚେତନ କରାଯାଇଛି। କରେନା…

ନଭେମ୍ବର ୧୪ରେ ଦୀପାବଳି, ୪୯୯ ବର୍ଷ ପରେ…

ଓଏଲବ୍ୟୁରୋ: ଆଲୋକର ପର୍ବ ଦୀପାବଳି। ଏହି ଦିନ ଧନଧାତ୍ରୀ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନ କରାଯାଏ। ମା ଲକ୍ଷ୍ମୀଙ୍କ ପାଖେ ପୂଜା କରି ଧନ ବୃଦ୍ଧି, ସମୃଦ୍ଧି ଓ ଶାନ୍ତି ପାଇଁ ପୂଜାର୍ଚ୍ଚନା କରାଯାଏ। ଚଳିତ ବର୍ଷ ଦୀପାବଳିରେ ଏକ ବଡସଂଯୋଗ ହେବାକୁ ଯାଉଛି। ଦୀପାବଳୀ ଓ ନରକ ଚତୁର୍ଦଶୀ( ଛୋଟ ଦୀପାବଳି) ଗୋଟିଏ…

ଅନାଥ ଶିଶୁଙ୍କ ସହ ଦୀପାବଳି ପାଳିଲେ…

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସ୍କୁଲ ପିଲାମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ପିଲାଙ୍କ ସହ ବଡ଼ ଖୁସିରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ନବୀନ ଛୋଟଛୋଟ ପିଲାଙ୍କ…

ଆଜି ଦୀପାବଳି: ଜାଣନ୍ତୁ କେଉଁ ସମୟରେ…

ଭୁବନେଶ୍ବର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁରୁ ସହର ହୋଇଛି ଚଳଚଞ୍ଚଳ। ଭଳିକି ଭଳି ଲିଚୁମାଳ ସାଙ୍ଗକୁ ବିଭିନ୍ନ ପ୍ରକାର ଲାଇଟରେ ସଜେଇ ହୋଇଛି ଲୋକଙ୍କ ଘର। ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ଅନ୍ୟପକ୍ଷରେ ବାଣ ଫୁଟାଇବା…

ଦୀପାବଳିରେ ଜଗିବେ ଅଗ୍ନିକ

ଭୁବନେଶ୍ୱର: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳୀ ଏଥି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର। ଚାରିଆଡେ଼ ଜଳିବ ଦୀପ। ଆଉ ଫୁଟିବ ବାଣ। ସମସ୍ତେ ସମସ୍ତଙ୍କୁ ଶୁଭ ଦୀପାବଳି ବୋଲି କହି ଶୁଭେଚ୍ଛା ପ୍ରଦାନ କରୁଥିଲେ ହେଁ ଏହି ସମୟରେ କୌଣସି ପ୍ରକାର ଅଘଟଣକୁ ଏଡ଼ାଇ ଦିଆଯାଇନପାରେ। ତେବେ ସୁରକ୍ଷିତ ଦୀପାବଳି…

ଭିଏଚ୍‌ପି ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ…

ଲକ୍ଷ୍ନୌ: ଅଯୋଧ୍ୟା ମାମଲା ଏବେ ସୁପ୍ରିବକୋର୍ଟରେ ବିଚାରଧୀନ ଚାଲିଛି। ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ରାମ ମନ୍ଦିର ଥିଲା କି ନାହିଁ, ତା’ର ବିଚାର ବର୍ତ୍ତମାନ ସୁପ୍ରିମକୋର୍ଟରେ ଚାଲିଛି। ହେଲେ ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେଇ ନଥିବା ବେବେଳେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଭଳି କିଛି ସଂଗଠନ…