Odisha Link
Bridging the Missing Links in Odisha
Browsing Tag

Earthquake

ଉତ୍ତର ଭାରତରେ ଭୂମିକମ୍ପ

ଓଏଲ୍‌ ବ୍ୟୁରୋ : ଭୂମିକମ୍ପରେ ଦୋହଲି ଗଲା ଦିଲ୍ଲୀ ଏନ୍‌ସିଆର ସମେତ ଉତ୍ତର ଭାରତର ଅନେକ ସ୍ଥାନ। ଏହି ତୀବ୍ର ଭୂମିକମ୍ପ ପଖାପାଖି ୩୦ ସେକେଣ୍ଡ ଅନୁଭୂତ ହୋଇଥିବା ଜଣା ପଡିଛି। ରିକ୍ଟର ସ୍କେଲରେ ଭୂକଂପର ତୀବ୍ରତା ୫.୮ ରେକର୍ଡ ହୋଇଥିବାବେଳେ ଏହାର କେନ୍ଦ୍ରସ୍ଥଳି ନେପାଳ ବୋଲି କୁହାଯାଉଛି। ଏହି…

ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ

ଓଏଲ୍‌ ବ୍ୟୁରୋ: ଅନୁଭୂତ ହେଲା ଭୂମିକମ୍ପ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜି ସକାଳ ୮.୩୨ ମିନିଟ ୫୫ ସେକେଣ୍ଡ ସମୟରେ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ କରାଯାଇଛି। ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଏବଂ…

ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ରାଜ୍ୟର ୩…

ଓଏଲ୍ ବ୍ୟୁରୋ: ଭୟରେ ଥରିଲେ ଲୋକମାନେ। ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା। ଯାଜପୁର, କେନ୍ଦୁଝର ଓ ଭଦ୍ରକରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ବଡ ବୋମା ବିସ୍ଫୋରଣ ହେଲା ଭଳି ପ୍ରଚଣ୍ଡ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ। ୧୦୦ କିମି ଦୂରତା ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି। ବିସ୍ପୋରଣ ଶବ୍ଦ…

ଇଣ୍ଡୋନେସିଆରେ ଭୂମିକମ୍ପ : ୧୬୦ ଟପିଲା…

ଓଏଲ୍‌ ବ୍ୟୁରୋ: ଶକ୍ତିଶାଳୀ ଭୂମିକମ୍ପରେ ଛାରଖାର ହେଲା ଇଣ୍ଡୋନେସିଆର ବଡ଼ ଦ୍ବୀପ ଜାଭା। ହଜାର, ହଜାର ଘର ଧ୍ବଂସ ହୋଇଥିବା ବେଳେ ୧୬୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ରହିଛି। ଏନେଇ ଜାଭା ରାଜ୍ୟପାଳ ରିଦ୍‌ଓ୍ବାନ କାମିଲ୍‌…

ଭୂମିକମ୍ପ ନେଲା ୪୪ମୁଣ୍ଡ, ଇଣ୍ଡୋନେସିଆରେ…

ଓଏଲ୍ ବ୍ୟୁରୋ : ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ବଡଧରଣର ଛାତିଥରା ଭୂମିକମ୍ପ ହୋଇଛି ଯେଉଁଥିରେ ୪୪ ଜଣ ପ୍ରାଣ ହରାଇଥିବାବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ବର୍ତ୍ତମାନ ସୁଦ୍ଧା ଖବରରୁ ଜଣାପଡିଛି। ବିଶେଷ ସୂତ୍ରରୁ ଯାହା ଜଣା ପଡୁଛି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି ।ତଥ୍ୟ ଅନୁସାରେ…

ଆଫଗାନିସ୍ତାନରେ ଭୂମିକମ୍ପ

ଓଏଲ୍‌ ବ୍ୟୁରୋ: ଆଫଗାନିସ୍ତାନରେ ଭୂମିକମ୍ପ। ଗୁରୁବାର ବିଳମ୍ବିତ ରାତିରେ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ଝଟକା ୪.୯ ବୋଲି ସୂଚନା ରହିଛି। ତେବେ ଏଥିରେ କାହାର ପ୍ରାଣହାନୀ ହୋଇନଥିବା ସୂଚନା ରହିଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲାଜିର…

ଲେହରେ ଭୂମିକମ୍ପ

ଓଏଲ୍‌ ବ୍ୟୁରୋ: ଭୂମିକମ୍ପ ଝଟକ।। ଜମ୍ମୁ କଶ୍ମୀରର ଲେହରେ ଭୂମିକମ୍ପ ଝଟକା ଅନୁଭୂତ। ଯାହାର ରିକ୍ଟର ସ୍କେଲର ତୀବ୍ରତା ୪.୩ ଥିବା ଜଣା ପଡ଼ିଛି। ଭୂମିକମ୍ପର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ୍‌ ଉତ୍ତର ଚୀନ୍‌ ବୋଲି ଜଣାପଡ଼ିଛି। ଆଜି ସକାଳ ୭ଟା ୨୯ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଗଣମାଧ୍ୟମରେ…

ଇଣ୍ଡୋନେସିଆରେ ବଡ଼ ଧରଣର ଭୂକମ୍ପ, ସୁନାମି…

ଜକାର୍ତ୍ତା: ଭୂକମ୍ପ ଝଟକାରେ ଥରିଛି ପୂର୍ବ ଇଣ୍ଡୋନେସିଆ। ମଙ୍ଗଳବାର ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ ଅନୁଭୂତ। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୫ ରହିଥିବା ଜଣାପଡ଼ିଛି। ସବୁଠୁ ବଡ଼କଥା ହେଲା ଭୂକମ୍ପ ଝଟକା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ପ୍ରାଶସନ ପକ୍ଷରୁ ସତର୍କ ସୂଚନା ଜାରି…

ହାଇତି ଭୂକମ୍ପ: ମୃତ୍ୟୁସଂଖ୍ୟା ଟପିଲାଣି…

ହାଇତି: ହାଇତିରେ ୭.୨ ତୀବ୍ରତାରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଭୂଷୁଡି ପଡିଛି ବଡ ବଡ ଅଟ୍ଟାଳିକା। ଫଳରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଏଯାଏଁ ୧୨୦୦ ଲୋକ ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ଭୂକମ୍ପର ପ୍ରକୋପ ଏତେ ଭୟାବହ ଥିଲା ଯେ, ପ୍ରଧାନମନ୍ତ୍ରୀ…

ଭୂକମ୍ପ ଆଲର୍ଟ ଆପ୍‌ ଲଞ୍ଚ, ଫୋନରେ ମଳିବ…

ଉତ୍ତରାଖଣ୍ଡ: ଏଣିକି ଭୂକମ୍ପ ଜନିତ କ୍ଷୟକ୍ଷତିକୁ ରୋକା ଯାଇପାରିବ। ଲଞ୍ଚ ହେଲା ଭୂକମ୍ପ ଆଲର୍ଟ ଆପ୍‌। ବିକଶିତ ଦେଶରେ ବ୍ୟବହାର ହେଉଥିବା ଭୂକମ୍ପ ପ୍ରାର୍କ ସୂଚନା କେନ୍ଦ୍ର ଆଧାରରେ ଭାରତରେ ପ୍ରଥମ କରି ଏଭଳି ମେସିନ୍‌କୁ ସ୍ଥାପନ କରାଯାଇଛି। ଉତ୍ତରାଖଣ୍ଡରେ ସ୍ଥାପିତ ହୋଇଛି ଭାରତର ଏହି ପ୍ରଥମ ଭୂକମ୍ପ…