Odisha Link
Bridging the Missing Links in Odisha
Browsing Tag

Ganja

ରାସ୍ତା କଡରୁ ଗଞ୍ଜେଇ ଗୋଟାଇଲେ ଲୋକେ

ସମ୍ବଲପୁର: ରାସ୍ତା କଡରୁ ଗଞ୍ଜେଇ ଗୋଟାଇଲେ ଲୋକେ। ଏଭଳି ଦୃଶ୍ୟ ସମ୍ବଲପୁର ଝାଂକରପାଲି ଅଂଚଳରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଝାଂକରପାଲିରୁ ହାଲିପାଲି ମଧ୍ୟରେ ଯାଇଥିବା ରାସ୍ତାକଡରେ କେହି ଜଣେ ଗଂଜେଇ ଫିଙ୍ଗି ଦେଇଥିଲା। ସ୍ଥାନୀୟ ଲୋକେ ମଧ୍ୟ ରାସ୍ତା କଡରେ ପଡିଥିବା ଗଂଜେଇକୁ ଗୋଟାଉଥିବା…

ଦୁଇ ଟନ ଗଞ୍ଜେଇ ଜବତ କଲା ଏସ୍‌ଟିଏଫ୍

ରାୟଗଡ଼ା: ଚାଲାଣ ବେଳେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ରାୟଗଡ଼ା ମୁନିଗୁଡ଼ାରୁ ୨ ଟନ ଗଞ୍ଜେଇ ଜବତ ହୋଇଛି। ଏକ ୧୨ ଚକିଆ ଟ୍ରକରେ ଗଞ୍ଜେଇ ଚାଲଣ ହେଉଥିଲା। ଏସ୍‌ଟିଏଫ୍କୁ ଦେଖି ଚମ୍ପଟ ମାରିଲେ ଡ୍ରାଇଭର ଓ ହେଲପର। କୌଣସି ସୂତ୍ରରୁ କ୍ରାଇମବ୍ରାଞ୍ଚ ଖବର ପାଇ ରେଡ କରିଥିଲା। ଗଞ୍ଜେଇ…

୯୦୦୦ ଗଞ୍ଜେଇ ଗଛକୁ ନଷ୍ଟ କଲେ ଅବକାରୀ…

ଅନୁଗୋଳ: ୨ ଏକର ୨୫ ଡ଼ିସିମିଲ ଜାଗାରେ ପ୍ରାୟ ୯୦୦୦ ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ଅବକାରୀ ବିଭାଗ। ଏହାର ମୁଲ୍ୟ ପ୍ରାୟ କୋଟିଏ ଟଙ୍କା ହେବାର ଅନୁମାନ କରାଯାଉଚଛି। ଅବକାରୀ ବିଭାଗ ଗଞ୍ଜେଇ ଗଛଗୁଡ଼ିକୁ କାଟି ନଷ୍ଟ କରାଯାଇଛି । ସୂଚନା ଅନୁସାରେ, ଛେଣ୍ଡିପଦା କଣଲୋଇ ଜଙ୍ଗଲରେ ୨ ଏକର ୨୫ ଡ଼ିସିମିଲ…

ଟିଣ ଡବାରୁ ୩ କୋଟିରୁ ଉର୍ଦ୍ଧ୍ବ ଗଞ୍ଜେଇ…

ଗଞ୍ଜାମ: ଟିଣ ଡ଼ବାରୁ ୩୦ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୁଲିସ କୃଷ୍ଣପୁର ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।ପୁଲିସ ଗଞ୍ଜେଇ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା…

ଆଠମଲ୍ଲିକ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କରିଛି ପୁଲିସ। ଅନୁଗୋଳ ଜିଲ୍ଲା ଏସପି ଜଗମୋହନ ମୀନା ଓ ହଣ୍ଡପା ପୋଲିସ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ହଣ୍ଡପା ଥାନା ଖୋଲାଗେରେଡା ଅଞ୍ଚଳରେ ପାଖାପାଖି ୧୦ ଏକର ଜମିରେ ଗଞ୍ଜେଇ ଚାଷ ହେଉଥିବାର ଖବର ମିଳିଥିଲା। ପୁଲିସ ସେହି ଅଞ୍ଚଳରେ…

୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ। କୋରାପୁଟ ଲମତାପୁଟ ପୋଲିସ ଏହି ଗଞ୍ଜେଇ ଜବତ କରିଛି। ଏକ ୪୦୭ ଗାଡ଼ିରେ ୧୦୩୬ କିଲୋଗ୍ରାମର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢଉ କରି ଜବତ କରିଛି। ଗତବାଲି ରାତିରେ ପୋଲିସ ପାଟ୍ରୋଲିଂ ବେଳେ ପୋଲିସ ଏହି ଗଞ୍ଜେଇ ବୋଝେଇ ଗାଡ଼ି ଜବତ କରିଛି। ତେବେ…

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ଅଧ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଅଟକ ଅଛନ୍ତି। ଗଞ୍ଜେଇ ବିହାର ଚାଲାଣ ବେଳେ ଲମତାପୁଟ ପୋଲିସ ଜବତ କରିଛି। ଗଞ୍ଜେଇ ଚାଲାଣ ନେଇ ଖବର ମିଳିବା ପରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ ଏବଂ ଲମତାପୁଟ…

ଜଳିଗଲା ଗଞ୍ଜେଇ ଭର୍ତ୍ତି କାର୍

ମାଲକାନଗିରି: ରାସ୍ତାରେ ଜଳିଗଲା ଗଞ୍ଜେଇ ଭର୍ତ୍ତି କାର୍। ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟ ୩୨୭ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଜଳି ଯାଇଛି। ତେବେ କାର୍‌ଟି ଜଳି ଗଲା ପରେ କାରରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ଜଣାପଡିଛି। କାର ସହ ଗଞ୍ଜେଇ ମଧ୍ୟ ଜଳି ପାଉଁଶ ହୋଇଯାଇଛି। ମାତ୍ର ଜଳି…

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଜପତି: ଗଜପତି ଜିଲା ଶୁକୁଳିପଦର-ପଥରଗଡ଼ ରାସ୍ତାରେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ମୋହନା ଥାନା ପୁଲିସ ଶୁକୁଳିପଦର-ପଥରଗଡ଼ ରାସ୍ତାରେ ଚଢାଉ କରି ଏକ ଟ୍ରକରୁ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ପୁଲିସ ଗିରଫ କରିଛି। ଗିରଫ ୪…

ଜୟପୁରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ଜୟପୁର: ଆଜି ଜୟପୁରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ। ପାଖାପାଖି ସାଢ଼େ ୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ରହିଛି। ଏହି ମାମଲାରେ ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଫେରାର୍ ହୋଇ ଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ,…