Odisha Link
Bridging the Missing Links in Odisha

୯୦୦୦ ଗଞ୍ଜେଇ ଗଛକୁ ନଷ୍ଟ କଲେ ଅବକାରୀ ବିଭାଗ

ଅନୁଗୋଳ: ୨ ଏକର ୨୫ ଡ଼ିସିମିଲ ଜାଗାରେ ପ୍ରାୟ ୯୦୦୦ ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ଅବକାରୀ ବିଭାଗ। ଏହାର ମୁଲ୍ୟ ପ୍ରାୟ କୋଟିଏ ଟଙ୍କା ହେବାର ଅନୁମାନ କରାଯାଉଚଛି। ଅବକାରୀ ବିଭାଗ ଗଞ୍ଜେଇ ଗଛଗୁଡ଼ିକୁ କାଟି ନଷ୍ଟ କରାଯାଇଛି ।

ସୂଚନା ଅନୁସାରେ, ଛେଣ୍ଡିପଦା କଣଲୋଇ ଜଙ୍ଗଲରେ ୨ ଏକର ୨୫ ଡ଼ିସିମିଲ ଜାଗାରେ ପ୍ରାୟ ୯୦୦୦ ଗଞ୍ଜେଇ ଗଛକୁ ଅବକାରୀ ବିଭାଗ କାଟିଛି । ଯାହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।ଏହି ଚଢ଼ାଉରେ ଅନଗୁଳ ଅବକାରୀ ବିଭାଗ, ବାଗଡ଼ିଆ ପୋଲିସ ଆଉ ଛେଣ୍ଡିପଦା ରେଞ୍ଜର ଉପସ୍ଥିତ ଥିଲେ ।

Comments are closed.