Odisha Link
Bridging the Missing Links in Odisha
Browsing Tag

Gdp

ଜିଡିପି : ଅଭିବୃଦ୍ଧି ହାର ୬.୩ ପ୍ରତିଶତ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ସଙ୍କଟରୁ ବାହାରକୁ ଆସିବା ପରେ ବି ଦେଶରେ ଅର୍ଥନୀତିର ଗତ ମନ୍ଥର ରହିଛି। ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ହୋଇଥିବା ତୈମାସିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହି ୩ ମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬.୩ ପ୍ରତିଶତ ହାରରେ ହୋଇଛି। ଗତବର୍ଷ ଏହି ସମୟରେ ଜିଡିପି…

ଜିଡିପି ଉପରେ କରୋନା ମାଡ: ଅଭିବୃଦ୍ଧି…

ନୂଆଦିଲ୍ଲୀ: କରୋନା ମହାମାରୀରେ ଲକଡାଉନ ସଟଡାଉନ୍‌ କଟକଣା‌ ଦେଶର ଅର୍ଥନୀତି ବଡ଼ ଝଟକା ଦେଇଛି। ରେକର୍ଡ ତଳକୁ ଖସିଛି ଜିଡିପି ଦର। ଚଳିତ ଆର୍ଥିକ ବର୍ଷ ପ୍ରଥମ ତିନି ମାସ (ଏପ୍ରିଲ୍-ଜୁନ୍‌)ର ଅଭିବୃଦ୍ଧି ତଥ୍ୟରେ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଏହି ତିନି ମାସରେ ଅଭିବୃଦ୍ଧି ୨୩.୯ ପ୍ରତିଶତ ହ୍ରାସ…

ମୋଦୀ ହୈ ତୋ ମୁମକିନ୍ ହୈ: ରାହୁଲ

ନୂଆଦିଲ୍ଲୀ: କରୋନା କାଳରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ବାରମ୍ବାର ସମାଲୋଚନା କରି ଆସୁଛନ୍ତି। ଆଜି ପୁଣି ଜିଡିପି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଜିଡିପିକୁ ନେଇ ତାତ୍ସଲ୍ୟ କରି ପ୍ରଥମ ଥର ପାଇଁ ମୋଦୀ ହୈ ତୋ ମୁମକିନ୍ ହୈ ନାରାରେ ସ୍ବର…

ଆଜି ପ୍ରକାଶ ପାଇବ ଜିଡିପି, ସେନ୍ସେକ୍ସ…

ମୁମ୍ବାଇ: ଆଜି ତୃତୀୟ ତ୍ରୈମାସିକ ଜିଡିପି ଫଳ ଆସିବ। ଏହା ଆଗରୁ ମାର୍କେଟରେ ବଡ଼ ଧରଣର ବିପର୍ଯ୍ୟୟ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୧ ଶହ ପଏଣ୍ଟରୁ ଅଧିକ ଖସିଛି। ବିଶେଷ କରି ବ୍ୟାଙ୍କିଙ୍ଗ୍, ଅଟୋମୋବାଇଲ୍, ମେଟାଲ, ତେଲ ଓ ଗ୍ୟାସ୍ ସେକ୍ଟର ବିଶେଷ ଭାବେ ପ୍ରଭାବିତ ହୋଇଛି। ଆଜି ତୃତୀୟ…

ରେପୋରେଟ୍‌ ଅପରିବର୍ତ୍ତିତ, ଜିଡିପି ଆକଳନ…

ନୂଆଦିଲ୍ଲୀ: ଆଜି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ରେପୋରେଟ୍‌ ପୂର୍ବବତ୍‌ ୫.୧୫%ରେ ଅପରିବର୍ତ୍ତିତ ରଖିଥିବା ଘୋଷଣା କରିଛି। ମନିଟାରୀ ପଲିସି କମିଟି (ଏମ୍‌ପିସି) ଷଷ୍ଠ ଦ୍ୱିମାସିକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକର ଆକଳନ ଅନୁଯାୟୀ ୨୦୨୦-୨୧ ବା ଆଗାମୀ ଆର୍ଥିକ ବର୍ଷରେ ୬%…

ଭାରତର ଅଭିବୃଦ୍ଧି ୪.୮% କୁ ଖସିବ:…

ଡାଭୋସ: ଭାରତର ଅଭିବୃଦ୍ଧି ପୁଣି ହ୍ରାସ ପାଇବ ବୋଲି ଆକଳନ କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା ଫଣ୍ଡ(ଆଇଏମଏଫ୍‌) । ଭାରତର ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୪.୮ ପ୍ରତିଶତକୁ ଖସିଯିବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ପକ୍ଷରୁ ନୂଆ ଆକଳନରେ ଏହା କୁହାଯାଇଛି। ଭାରତ ଭଳି ବିକାଶଶୀଳ…

କମିଲା ଜିଡିପି ଆକଳନ, ରେପୋ ରେଟ୍‌…

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆରବିଆଇ ରେପା ରେଟ ଓ ଜିଡିପି ଆକଳନ। ଯାହା ସମସ୍ତଙ୍କୁ ଚକିତ କରିଛି। ଦେଶର ଅର୍ଥନୀତି ଦ୍ରୁତଗତିରେ ହ୍ରାସ ପାଇବା ଓ ଅଭିବୃଦ୍ଧି ହାର ୪.୫%ରେ ପହଞ୍ଚିଥିବାରୁ ଆରବିଆଇ ଏଥର ରେପୋ ରେଟ୍‌କୁ ଆହୁରି ହ୍ରାସ କରିବ ବୋଲି ଅର୍ଥନୀତିକ ବିଶାରଦମାନେ ଆଶା କରିଥିଲେ। ହେଲେ ଆରବିଆଇ…

ଅର୍ଥମନ୍ତ୍ରୀଙ୍କୁ ଏଭଳି କହିଲେ…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଜଣା ନାହିଁ ଅର୍ଥନୀତି। ଏଭଳି କହିଛନ୍ତି ବିଜେପି ସାଂସଦ ତଥା ଅର୍ଥନୀତିରେ ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରୁ ପ୍ରଶିକ୍ଷଣ ନେଇଥିବା ସୁବ୍ରମଣ୍ୟମ ସ୍ବାମୀ। ଶୁକ୍ରବାର ଦେଶର ଦ୍ୱିତୀୟ ତ୍ରୟୋମାସିକ ଅଭିବୃଦ୍ଧି ହାର ପ୍ରକାଶ ପାଇଛି। ୪.୫ ପ୍ରତିଶତ ରହିଛି…

ମୋଦି ସରକାରଙ୍କୁ ଟାର୍ଗେଟ କଲେ…

ନୂଆଦିଲ୍ଲୀ: ଦିନକୁ ଦିନ ଖସୁଛି ଦେଶର ଆର୍ଥିକ ଅଭିବୃଦ୍ଧି ହାର। ଗତକାଲି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ରହିଛି। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହାର। ତିନି ମାସ ପୂର୍ବରୁ ଏହି ଅଭିବୃଦ୍ଧି ହାର କିନ୍ତୁ ୫ ପ୍ରତିଶତ ଥିଲା। ଗତବର୍ଷ କିନ୍ତୁ…

ଖସିଲା ଆର୍ଥିକ ଅଭିବୃଦ୍ଧି ହାର, କେତେ…

ନୂଆଦିଲ୍ଲୀ: ମୋଦି ସରକାରଙ୍କୁ ଆଉ ଏକ ବଡ଼ ଝଟକା। କ୍ରମାଗତ ଭାବେ ଦିନକୁ ଦିନ ଦେଶର ଅଭିବୃଦ୍ଧି ହାର କମିବାରେ ଲାଗିଛି। ଦେଶର ଅଭିବୃଦ୍ଧି ଖରାପ ଚାଲିଥିବା ବେଳେ ଏବେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ରହିଛି। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି…