Odisha Link
Bridging the Missing Links in Odisha
Browsing Tag

Hirakud Dam

ଫୁଲୁଛି ମହାନଦୀ, ହୀରାକୁଦର ୨୮ଟି ଗେଟ୍…

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆହୁରି ୪ଟି ଗେଟ୍‌ ଖୋଲାଯାଇଛି ଫଳରେ ହୀରାକୁଦରେ ମୋଟ ୨୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାଷିତ ହେଉଛି। ବର୍ତ୍ତମାନ ଜଳଭଣ୍ଡାରରେ ୬ ଲକ୍ଷ ୫୬ ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା…

ହୀରାକୁଦର ୨୪ଟି ଗେଟ୍ ଖୋଲା, ତଳିଆ…

ହୀରାକୁଦ: ଲଘୁଚାପ ଜନିତ ବର୍ଷା ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଏହାରି ଭିତରେ ଆଜି ହୀରାକୁଦ ଡ୍ୟାମରୁ ୨୪ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି ରହିଛି। ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଥିବାରୁ ​‌ଏପରି କରାଯାଇଛି। ସୂଚନା ଅନୁସାରେ, ଗତକାଲି…

ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ ୨ଟି…

ସମ୍ବଲପୁର : ଲଘୁଚାପ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପୁଣି ଦୁଇଟି ଗେଟ୍ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୦ ଫୁଟ୍। ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାର…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ଟି ଗେଟ

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ ଖୋଲାଯାଇଛି। ଏବେ ମୋଟ ୧୫ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳସ୍ତର ୬୧୫.୪୭ ଫୁଟ ରହିଛି। ଡ୍ୟାମ ଭିତରକୁ ୨ ଲକ୍ଷ ୫୬ ହଜାର ୧୭୮ କୁ୍ୟସେକ ଜଳ ପ୍ରବେଶ କରୁଥିବା ଜଣାଯାଇଛି…

ହୀରାକୁଦ ଡ୍ୟାମ୍‌ର ୧୨ଟି ଗେଟ୍ ଦେଇ…

ସମ୍ବଲପୁର: ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ବିପଦ ସଂକେତ ନିକଟତର ହୋଇଛି। ଜଳଭଣ୍ଡାରର ଜଳସ୍ତର ୬୧୫.୪୧ ଫୁଟ୍ ରହିଛି। ଜଳସ୍ତର ବୃଦ୍ଧି ଯୋଗୁଁ ଡ୍ୟାମ୍ ର ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ଲକ୍ଷ ୨୭ ହଜାର ୧୨ କ୍ୱିସେକ ଜଳ…

ହୀରାକୁଦ: ଖୋଲିଲା ଆଉ ଏକ ଗେଟ୍

ସମ୍ବଲପୁର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବା ହେତୁ ଆଜି ଆଉ ଏକ ଗେଟ୍‌ ଖୋଲା ଯାଇଛି। ବର୍ତ୍ତମାନ ମୋଟ୍ ୮ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ହେଉଛି। ସୂଚନା ମୁତାବକ…

ହୀରାକୁଦ ବନ୍ଧରୁ ୨୫ରେ ଛଡ଼ାଯିବ ପ୍ରଥମ…

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ହୀରାକୁଦ ବନ୍ଧରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଏ ନେଇ ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା ଜାରି କରିଛନ୍ତି। ଚଳିତବର୍ଷ ସଠିକ ସମୟରେ ମୌସୁମୀ ଆସି ଭଲ ବର୍ଷା ହୋଇଥିବାରୁ ହୀରାକୁଦର ଜଳସ୍ତର ବର୍ତ୍ତମାନ ୬୧୫ ଫୁଟ ଅତିକ୍ରମ କରିସାରିଛି। ରୁଲ୍…

ହୀରାକୁଦରେ ଚାଲିଛି ପକ୍ଷୀଗଣନା

ସମ୍ବଲପୁର: ଆଜିଠାରୁ ହୀରାକୁଦରେ ଆରମ୍ଭ ହୋଇଛି ପକ୍ଷୀଗଣନା । ୩ଟି ଡିଭିଜିନରେ ଏହି ଗଣନା ଆରମ୍ଭ ହୋଇଛି । ଜଳଭଣ୍ଡାରର ହୀରାକୁଦ, ଝାରୁସୁଗୁଡା ଓ ସମ୍ବଲପୁର ଡିଭିଜନରେ ଏଥିପାଇଁ ୭୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ମୋଟ ୨୧ଟି ସେକ୍ଟରରେ ଏହି ପକ୍ଷୀଗଣନା ଚାଲିଛି । ପ୍ରତି ସେକ୍ଟରରେ ଜଣେ…

ଖୋଲିଲା ହୀରାକୁଦର ଜଳ ଭଣ୍ଡାରର ଆଉ ୨ଟି…

ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। କିଛିଦିନ ହେବ ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ ସ୍ତର ୬୩୦ ଫୁଟ ରହୁଛି। ଜଳଭଣ୍ଡାରର ଜଳସ୍ତରକୁ ନଜରରେ ରଖି ୧୮ଟି ଗେଟ୍‍ ଦେଇ ଜଳ ନିଷ୍କାସନ କରାଯାଉଛି। ସୋମବାର ସକାଳ ୬ଟା ସୁଦ୍ଧା ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ୧୨ ହଜାର ୯୯୩ ଘନଫୁଟ ଜଳ ପ୍ରବେଶ…

ଖୋଲିଲା ହୀରାକୁଦ ଜଲଭଣ୍ଡାରର ୧୦ଟି ଗେଟ୍‍

ସମ୍ବଲପୁର: ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ଫଳରେ ଓଡ଼ିଶାରେ ବହୁ ସ୍ଥାନରେ ବର୍ଷା ଲାଗି ରହିଛି। ପଶ୍ଚିମ, ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଲାଗି ରହିଥିବା ଜଣାପଡ଼ିଛି। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ…