Odisha Link
Bridging the Missing Links in Odisha
Browsing Tag

Hydroxychloroquine

ଦୁବାଇକୁ ୫୫ ଲକ୍ଷ…

ଦୁବାଇ: ଭାରତ ପକ୍ଷରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)କୁ ୫୫ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପଠାଯାଇଛି ବୋଲି ଗତକାଲି ରାତିରେ ଜଣାଇଛନ୍ତି ସ୍ଥାନୀୟ ସରକାର। ଏଥିପାଇଁ ୟୁଏଇ ପକ୍ଷରୁ ଭାରତକୁ ଧନ୍ୟବାଦ ଦିଆଯାଇଛି। ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ମ୍ୟାଲେରିଆ ବଟିକା ହୋଇଥିଲେ ହେଁ ଏହା କରୋନା…

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌:…

ଭୁବନେଶ୍ବର: କରୋନାର ଔଷଧ ଭାବେ ଏବେ ବ୍ୟବହୃତ ହେଉଥିବା ମ୍ୟାଲେରିଆ ବଟିକା 'ହାଇଡ୍ରୋକ୍ସିକ୍ଲୋରୋକୁଇନ୍' ବ୍ୟବହାର ନେଇ ଓଡ଼ିଶା ସରକାର ଆଡଭାଇଜରୀ ଜାରି କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଏହି ପରାମର୍ଶରେ ସାଧାରଣ ଲୋକଙ୍କୁ ଡାକ୍ତରୀ ପରାମର୍ଶ ବିନା ଏହି ଔଷଧ ନ ଖାଇବା ଲାଗି କୁହାଯାଇଛି। ଏହାର…

ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌…

ନୂଆଦିଲ୍ଲୀ: କରୋନା ଭୂତାଣୁର ଔଷଦ ବୋଲି ଦାବି ହେଉଥିବା ରୋଗପ୍ରତିରୋଧକ ଶକ୍ତିସମ୍ପନ୍ନ ମ୍ୟାଲେରିଆ ବଟିକା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପାଇଁ ଭାରତକୁ ନିବେଦନ କରିଛି ପାକିସ୍ତାନ। ରିପୋର୍ଟ ଅନୁସାରେ ପୂର୍ବରୁ ଏହାର ଆମଦାନୀ ଉପରେ କଟକଣା ଲଗାଇଥିବା ପାକିସ୍ତାନ ଏବେ ଭାରତ ଠାରୁ ଏହି ଔଷଧ କିଣିବାକୁ…

ହାଇଡ୍ରୋକ୍ସିକ୍ଲୋରୋକୁଇନ୍: ମୋଦିଙ୍କୁ…

ନୂଆଦିଲ୍ଲୀ: କରୋନା ବିନାଶକ ବୋଲି ଦାବି କରାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବଟିକା ରପ୍ତାନୀ ଉପରୁ ଭାରତ କଟକଣା ହଟାଇଦେବା ପରେ ଏବେ ବିଶ୍ବର ବିଭିନ୍ନ କୋଣରୁ ଧନ୍ୟବାଦ ଓ କୃତଜ୍ଞତାର ସୁଆ ଛୁଟିଛି। ଭାରତକୁ ଇସ୍ରାଏଲ ମଧ୍ୟ ଏହି ବଟିକା ମାଗିଥିବା ବେଳେ ଭାରତ ଦେବା ପାଇଁ ସମ୍ମତି ପ୍ରଦାନ କରିଛି। ଏ…

ମୋଦିଙ୍କୁ ହନୁମାନଙ୍କ ସହ ତୁଳନା କଲେ…

ନୂଆଦିଲ୍ଲୀ: ଜୀବନରକ୍ଷକ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉପରୁ ଭାରତ ରପ୍ତାନୀ କଟକଣା ଉଠାଇବା ପରେ ସାରା ବିଶ୍ବରୁ ପ୍ରଶାଂସାର ସୁଅ ଛୁଟିଛି। ଏ ନେଇ ବ୍ରାଜିଲ୍‌ ରାଷ୍ଟ୍ରପତି ଜାଇର୍ ବୋଲସନାର ମୋଦୀଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି। ରାମାୟଣର ଉଦାହରଣ ଦେଇ ସେ ମୋଦିଙ୍କୁ ହନୁମାନଙ୍କ ସହ ତୁଳନା…

କରୋନା ଲଢ଼େଇ: ୩୦ ଲକ୍ଷ…

କୋଲକାତା: କରୋନ ପାଇଁ ଅବ୍ୟର୍ଥ ଔଷଧ ବୋଲି ଚର୍ଚ୍ଚା ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କିଣିଛନ୍ତି ପଶ୍ଚିମବଙ୍ଗ ସରକାର। ଏହି ବଟିକାରୁ ୩୦ ଲକ୍ଷ କିଣିବା ପାଇଁ ସରକାର ଅର୍ଡର ଦେଇଛନ୍ତି। ଲକ୍‌ଡାଉନ୍‌ ହଟିବା ପୂର୍ବରୁ ଏହା ପହଞ୍ଚିଯିବ ବୋଲି ସରକାର ଆଶା କରିଛନ୍ତି। ପଶ୍ଚିମବଙ୍ଗ ପୂର୍ବରୁ ୪.୫ ଲକ୍ଷ…

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌: ଭାରତ କୋହଳ…

ନୂଆଦିଲ୍ଲୀ: ଜରୁରୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ଅନ୍ୟତମ ବୃହତ ଉତ୍ପାଦକ ଭାରତ ୩ ଦିନ ତଳେ ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲା। ଶନିବାର ଠାରୁ ବିଦେଶକୁ ଏହାର ପ୍ରେରଣ ନିଷିଦ୍ଧ କରାଯାଇଥିଲା। ତେବେ ରବିବାର ଅମେରିକାର ଅନୁରୋଧ ପରେ ଆଜି ଭାରତ ନିଷିଦ୍ଧାଦେଶକୁ ଆଂଶିକ ଉଠାଇଛି। କରୋନା ପାଇଁ…

ମୋଦିଙ୍କୁ ଟ୍ରମ୍ପଙ୍କ ଧମକ!…

ଓଏଲ୍‌ ବ୍ୟୁରୋ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ସଂକ୍ରମଣ ଅଟକାଇବାରେ ସମର୍ଥ ଦାବି କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଠାରୁ ଏହା ଆମଦାନୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ। ତେବେ ଯଦି ଭାରତ ଏହା ନ ପଠାଏ ତେବେ ଆମେରିକା ଜବାବ୍‌ ଦେବ ବୋଲି ଟ୍ରମ୍ପ…

ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌…

ଓଏଲ୍‌ ବ୍ୟୁରୋ: ଭାରତରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ଶସ୍ତା ଓ ସହଜଲବ୍ଧ ଔଷଧ। ମୁଖ୍ୟତଃ ମ୍ୟାଲେରିଆ ପାଇଁ ବ୍ୟବହୃତ ଏ ଔଷଧର ରୋଗପ୍ରତିରୋଧକ ଶକ୍ତିକୁ ଦୃଷ୍ଟିରେ ରଖି ଏହାକୁ କରୋନା ଭୂତାଣୁ ନାଶକ ବୋଲି ଦାବି ହେଉଛି। କୋଭିଡ୍-୧୯ର ଔଷଧ ବୋଲି କିଛି ପାଶ୍ଚାତ୍ୟ ଦେଶରେ ଘୋଷଣା ହେବା ପରେ ଭାରତ…

କରୋନାକୁ ଦୂରେଇବ ଏହି ବଟିକା!

ଓଏଲ୍‌ ବ୍ୟୁରୋ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଖାଇଲେ କରୋନା ଭୂତାଣୁକୁ ଦୂରେଇ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଘୋଷଣା ପରେ ଏବେ ସାରା ବିଶ୍ବରେ ଏହାକୁ ନେଇ ଚର୍ଚ୍ଚା। ଭାରତରେ ମଧ୍ୟ ଗତ ମାର୍ଚ୍ଚ ୨୩ ତାରିଖରେ ଇଣ୍ଡିଆନ କାଉନ୍‌ସିଲ ଫର୍‌ ମେଡିକାଲ ରିସର୍ଚ (ICMR) ଏକ ବିବୃତ୍ତିରେ…