Odisha Link
Bridging the Missing Links in Odisha
Browsing Tag

IND VS PAK

ବୋଲିଂ ପରେ ବ୍ୟାଟିଂରେ କମାଲ କଲା ଟିମ୍‌…

ଓଏଲ୍‌ ବ୍ୟୁରୋ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ। ଦିନିକିଆ ବିଶ୍ବକପ୍‌ର ୧୨ ତମ ମୁକାବିଲାରେ ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ। ବୋଲିଂ ପରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ସହଜ ବିଜୟ ହାସଲ କରିଛି ଭାରତ। ୧୯୨ ରନର ବିଜୟ ଲକ୍ଷ୍ୟକୁ ଭାରତ ଓଭରରେ ହାସଲ କରି…

ଭାରତ-ପାକିସ୍ତାନ ମହାମୁକାବିଲା: ପ୍ରଥମେ…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୨ ତମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ପାକିସ୍ତାନ। ଗୋଟିଏ ପରିବର୍ତ୍ତନ ସହିତ…

ଆଜି ଭାରତ-ପାକିସ୍ତାନ ମହାମୁକାବିଲା:…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା। ଦିନିକିଆ କ୍ରିକେଟ ବିଶ୍ବକପ୍‌ ୨୦୨୩ର ୧୨ ତମ ମୁକାବିଲାରେ ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ହାଇଭୋଲଟେଜ ଟକ୍କର। ଅପରାହ୍ଣ ୨ଟାରେ ଏହି ମହାମୁକାବିଲା ଆରମ୍ଭ ହେବ। ଏଥିପାଇଁ ସଂପୂର୍ଣ୍ଣ ଅହମଦାବାଦ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ମ୍ୟାଚ୍‌ର ୪୮ ଘଣ୍ଟା…

ପାକିସ୍ତାନ ବିପକ୍ଷରେ ଗିଲ୍‌ ଖେଳିବେ କି…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ର ୧୨ତମ ମୁକାବିଲାରେ ଶନିବାର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ଯାହାପାଇଁ ଆଜିଠୁ ଆରମ୍ଭ ହୋଇ ସାରିଲାଣି କାଉଣ୍ଟଡାଉନ୍। ତେବେ ଭାରତ ପାଇଁ ବିଶ୍ୱକପର ଦୁଇଟି ମ୍ୟାଚ୍‌ ଖେଳିଥିବା ଶୁଭମନ ଗିଲ୍‌ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ, ତାହା ନେଇ…

ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ,…

ଓଏଲ୍‌ ବ୍ୟୁରୋ: ଏସିଆନ୍‌ ଗେମ୍ସ ୨୦୨୩ର ୭ମ ଦିନରେ ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ। ଗ୍ରୁପ୍‌ ଷ୍ଟେଜର ପୁଲ ଏ ମ୍ୟାଚରେ ପାକିସ୍ତାନକୁ ୧୦-୨ ହରାଇଛି ଭାରତୀୟ ହକି ଦଳ। ଭାରତ ହରମନପ୍ରୀତ ସିଂହ ସର୍ବାଧିକ ୪ଟି ଗୋଲ ସ୍କୋର କରିଛନ୍ତି। ପାକିସ୍ତାନ ବିପକ୍ଷରେ ଗୋଲ ଅନ୍ତର ହିସାବରେ ଭାରତର ଏହା ବୃହତ…

ଭାରତ ପାଇଁ ବର୍ଷା ଅଡ଼ୁଆ: ଆଜି…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କାରେ ଲଗାଣ ବର୍ଷା ଯୋଗୁ ଏସିଆ କପର ସୁପର-୪ ଷ୍ଟେଜର ଭାରତ-ପାକିସ୍ତାନ ଲଢ଼େଇ ରବିବାର ଅଧାରୁ ବନ୍ଦ ହୋଇ ଯାଇଛି। ରବିବାର ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କ ଧମାକାଦାର ଆରମ୍ଭ ଅଟିକିଯିବା ପରେ ବର୍ଷା ଦାଉ ସାଜିଥିଲା। କାଲିର ଅଧୁରା ଖେଳ ଆଜି ଖେଳାଯିବ। ଭାରତ-ପାକିସ୍ତାନ ସୁପର…

ବ୍ୟାଟିଂ ବିପର୍ଯ୍ୟୟ: ୨୬୬ରେ ଟିମ୍‌…

ଓଏଲ୍‌ ବ୍ୟୁରୋ: ଏସିଆ କପ୍‌ ୨୦୨୩ର ପ୍ରଥମ ମୁକାବିଲା ଖେଳୁଥିବା ଟିମ୍‌ ଇଣ୍ଡିଆ ଅଲ୍‌ଆଉଟ୍। ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୮ ଓଭର ୫ ବଲ ଖେଳି ଅଲଆଉଟ୍‌ ହୋଇଛି। ପାଣ୍ଡ୍ୟାଙ୍କ ୮୭ ଓ ଇଶାନ କିଶନଙ୍କ ୮୨ ରନ ବଳରେ ଟିମ ଇଣ୍ଡିଆ ୪୮.୫ ଓଭରରେ ସମସ୍ତ …

ଏସିଆ କପ୍‌ ୨୦୨୩: ଭାରତ ବିପକ୍ଷ…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ମହାମୁକାବିଲା। ଏସିଆ କପ୍‌ ୨୦୨୩ର ସବୁଠାରୁ ବଡ଼ ମୁକାବିଲା ଆସନ୍ତାକାଲି ଖେଳାଯିବ। ଏସିଆ କପ୍‌ର ୫୦ତମ ମ୍ୟାଚ୍‌ ଖେଳାଯିବ। ବିଶ୍ବ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ଆସନ୍ତାକାଲି ମୁହାଁମୁହିଁ ହେବେ। ଶନିବାର ଅପରାହ୍ନ ୩ଟାରେ ଭାରତ-ପାକିସ୍ତାନ…

ପ୍ରକାଶ ପାଇଲା ଏସିଆ କପ୍‌ କୀଡ଼ାସୂଚୀ:…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଏସିଆ କପ୍‌ ପାଇଁ ଖେଳ ସୂଚୀ। ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ୍। ବିଶ୍ବ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ସେପ୍ଟମ୍ବର ୨ରେ ମୁହାଁମୁହିଁ ହେବେ। ଶ୍ରୀଲଙ୍କାର କେଣ୍ଡିରେ ଖେଳାଯିବ। ପ୍ରକାଶ ପାଇଥିବା କୀଡ଼ାସୂଚୀ ଅନୂସାରେ ଏଥର ଆୟୋଜକ…

କ୍ରିକେଟର ପ୍ରତିଶୋଧ ହକିରେ ନେଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନକୁ ଧୋଇଲା ଟିମ୍‌ ଇଣ୍ଡିଆ। କ୍ରିକେଟର ପ୍ରତିଶୋଧ ହକିରେ ନେଲା ଭାରତ। ଚଳିତ ଏସିଆନ୍‌ ଚମ୍ପିୟନ୍ସ ଟ୍ରଫି ହକିରେ ଭାରତୀୟ ପୁରୁଷ ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି। ତୃତୀୟ ମ୍ୟାଚରେ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ।…