Odisha Link
Bridging the Missing Links in Odisha
Browsing Tag

JNU

ଜେଏନୟୁ: ‘କୁଳପତି ହଟାଅ, ଜେଏନୟୁ…

ନୂଆଦିଲ୍ଲୀ: ଜେଏନୟୁରେ ହୋଇଥିବା ହିଂସାର ପ୍ରତିବାଦରେ 'କୁଳପତି ହଟାଅ, ଜେଏନୟୁ ବଞ୍ଚାଅ' ରାଲି କରିଛନ୍ତି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ। ଏଥିପାଇଁ ଆୟୋଜିତ ହୋଇଛି ଏକ ପଦଯାତ୍ରା। ଏଥିପାଇଁ ପ୍ରଶାସନ ଅନୁମତି ଦେଇନଥିଲେ ବି ନିଜ ଜିଦରେ ଛାତ୍ରଛାତ୍ରୀ ଅଟଳ ଅଛନ୍ତି। ଏହାକୁ…

ଭକ୍ତର ବଂଶବୃଦ୍ଧି ଓ ବିକାଶ

ଶୁଭ୍ରାଂଶୁ ପଣ୍ଡାଙ୍କ ସ୍ତମ୍ଭ ଶୁଭସ୍ବର ଭକ୍ତର ବଂଶବୃଦ୍ଧି ଓ ବିକାଶ ଅଦ୍ବେଷ୍ଟା ସର୍ବଭୂତାନାଂ ମୈତ୍ରଃ କରୁଣ ଏବ ଚ ନର୍ମମୋ ନିରହଂକାର ସମଦୁଃଖସୁଖଃ କ୍ଷମୀ ।। ସନ୍ତୁଷ୍ଟଃ ସତତଂ ଯୋଗୀ ୟତାତ୍ମା ଦୃଢ଼ନିଶ୍ଚୟଃ ମୟ୍ୟର୍ପିତମନୋବୁଦ୍ଧିର୍ୟୋ ମଦ୍‌ଭକ୍ତଃ ସ ମେ ପ୍ରିୟଃ ।। ଶ୍ରୀମଦ୍‌ ଭଗ୍‌ବଦ୍‌ ଗୀତା…

ଜେଏନୟୁରେ ବାମପନ୍ଥୀ ଗୁଣ୍ଡାରାଜ…

ଭୁବନେଶ୍ୱର : ଜବାହାରଲାଲ ବିଶ୍ୱବିଦ୍ୟାଳୟରେ ବାମପନ୍ଥୀ ଛାତ୍ର ସଂଗଠନର ଗୁଣ୍ଡାମାନେ ଏବିଭିପିର କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସାଧାରଣ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଛନ୍ତି । ଏହାର ପ୍ରତିବାଦରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ବାମପନ୍ଥୀ ଗୁଣ୍ଡା…

ଜେଏନୟୁ ହିଂସା: ୨୬/ ୧୧ ସହ ତୁଳନା କଲେ…

ନୂଆଦିଲ୍ଲୀ: ଗତକାଲି ଜେଏନୟୁରେ ହୋଇଥିବା ହିଂସାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଦେଖାଗଲାଣି। ଜେଏନୟୁ ହିଂସାକୁ ନେଇ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଗତକାଲି ହୋଇଥିବା ହିଂସାକାଣ୍ଡକୁ ଉଦ୍ଧବ ୨୬/୧୧ ଆତଙ୍କବାଦୀ ହାମ୍‌ଲା ସହ ତୁଳନା…

ଜେଏନ୍‌ୟୁ ହିଂସା ବିରୋଧରେ ବାହାରିଲେ…

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ହୋଇଥିବା ହିଂସା ସାରା ଦେଶରେ ଚହଳ ପକାଇ ଦେଇଛି। ଗତକାଲିମୁଖା ପିନ୍ଧା ଦୁର୍ବୃତ୍ତ ଜେଏନୟୁରେ ଘଟାଇଥିଲେ ଆତଙ୍କରାଜ। କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଯେପରି ଭାବେ ଲାଠି, ରଡ୍‌, ଏସିଡ୍‌ ଠାରୁ ଆରମ୍ଭ କରି ଆହୁରି ବହୁ ପ୍ରକାରର…

ଜେଏନୟୁ ହିଂସା: ମାମଲା ରୁଜୁ କଲା…

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ଜେଏନୟୁରେ ହୋଇଥିବା ହିଂସାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଅନ୍ୟପଟେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାକୁ ନେଇ ଏବେ ଚର୍ଚ୍ଚା। ମୁଖା ପିନ୍ଧିଥିବା ଦୁର୍ବୃତ୍ତମାନେ କ୍ୟାମ୍ପସରେ ଆତଙ୍କରାଜ କରିବା ପରେ ସେଠାରୁ ଫେରାର ହୋଇଯାଇଛନ୍ତି।…

ଅଶାନ୍ତ ଜେଏନୟୁ

ନୂଆଦିଲ୍ଲୀ: ପୁଣିଥରେ ଅଶାନ୍ତ ହୋଇ ଉଠିଛି ଜବହାରଲାଲ ନେହେରୁ ୟୁନିଭରସିଟି(ଜେଏନୟୁ)। ଆଜି ସନ୍ଧ୍ୟାରେ ଜେଏନୟୁ ଛାତ୍ରବାସରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଥିବାର ଅଭିଯୋଗ ସାମ୍ନାକୁ ଆସିଛି। କିଛି ଯୁବକ ମାନେ ମୁହଁରେ କପଡା ବାନ୍ଧି ଲାଠି-ବାଡି ଧରି ହଷ୍ଟେଲରେ ପଶି…

ସଂସଦ: ଏହିସବୁ ପ୍ରସଙ୍ଗକୁ ନେଇ ଉଭୟ…

ନୂଆଦିଲ୍ଲୀ: ଆଜି ହେଉଛି ସଂସଦର ଶୀତକାଳୀନ ଅଧିବେଶନର ୨ୟ ଦିନ। ହେଲେ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ଦେଖିବାକୁ ମିଳିଛି ପ୍ରବଳ ହଟ୍ଟଗୋଳ। ରାଜ୍ୟସଭାରେ ଜେଏନୟୁ ଏବଂ ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଥିଲା।ସେହିପରି ଲୋକସଭାରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଏସପିଜି ସୁରକ୍ଷା…

ଜେଏନୟୁରେ ବିବେକାନନ୍ଦଙ୍କ ମୂର୍ତ୍ତି…

ନୂଆଦିଲ୍ଲୀ: ନୂଆ ରୂପ ନେଲା ଜେଏନ୍‌ୟୁରେ ଲାଗି ରହିଥିବା ଫି’ ବିବାଦ। ଏହି ବିବାଦ ଥମିବାର ନା ନେଉନି। କିଛି ଅସାମାଜିକ ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗାରୁଜା କରିଛନ୍ତି। ଭାରତୀୟ ଯୁବ ସମାଜର ଆଦର୍ଶ କୁହାଯାଉଥିବା ବିବେକାନନ୍ଦଙ୍କର ମୂର୍ତ୍ତି ଭଙ୍ଗାଯିବାକୁ ବିଭିନ୍ନ ମହଲରେ ନିନ୍ଦା…

ଜେଏନୟୁ : ଫି’ ବୃଦ୍ଧି ନିଷ୍ପତ୍ତି…

ନୂଆଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ମୁଣ୍ଡ ନୁଆଁଇଛନ୍ତି ସରକାର। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବର୍ଦ୍ଧିତ ହଷ୍ଟେଲ ଫିକୁ ଆଂଶିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ଏହା ସତ୍ତ୍ୱେ ଆନ୍ଦୋଳନ ଜାରି ରଖିବାକୁ ଛାତ୍ରଛାତ୍ରୀମାନେ ନିଷ୍ପତି…