Odisha Link
Bridging the Missing Links in Odisha
Browsing Tag

MADHYA PRADESH

କରୋନା କାଳରେ ସାମୁହିକ ଇସ୍ତଫା ଦେଲେ ୩…

ଭୋପାଳ: କରୋନା କାଳରେ ଇସ୍ତଫା ଦେଲେ ଡାକ୍ତର। ସାମୁହିକ ଇସ୍ତଫା ହେଲେ ୩ ହଜାର ଡାକ୍ତର। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ବିଭିନ୍ନ ଦାବି ନେଇ ମଧ୍ୟପ୍ରେଦଶର ୬ଟି ମେଡିକାଲ କଲେଜର ଡାକ୍ତର ହରତାଳ କରିଥିଲେ। ମାମଲା ମଧ୍ୟପ୍ରଦେଶ ହାଇକୋର୍ଟରେ ପହଁଞ୍ଚିବା ପରେ ୨୪ ଘଣ୍ଟା ମଧ୍ୟରେ ହରତାଳ…

ଦାୟିତ୍ବହୀନତା ଯୋଗୁଁ ରେଲଓ୍ବେ ଅଧିକାରୀ…

ଭୋପାଳ : ଦାୟିତ୍ବହୀନତା ଯୋଗୁଁ ରେଲଓ୍ବେ ଅଧିକାରୀ ସସ୍‌ପେଣ୍ଡ। ପିଇବା ପାଣି ଟାଙ୍କିକୁ ଟଏଲେଟ୍‌ ପାଇପ୍‌ଲାଇନ୍‌ ସଂଯୋଗ ହୋଇଥିବା ଫଟୋ ଭାଇରାଲ ହେବାପରେ ସଂପୃକ୍ତ ରେଲଓ୍ବେ ​‌ଷ୍ଟେସନ୍‌ ମାଷ୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରକାଶ ଯେ, ମଧ୍ୟ ପ୍ରଦେଶର ଗାରୋଥ ରେଳ ଷ୍ଟେସନରେ…

ଚଳନ୍ତା ଗାଡ଼ିରେ ମହିଳାଙ୍କୁ ଦୁଷ୍କର୍ମ

ମଧ୍ୟପ୍ରଦେଶ: ନିର୍ଭୟା ମାମଲାର ପୁନରାବୃତ୍ତି। ଚଳନ୍ତା ଗାଡ଼ିରେ ମହିଳାଙ୍କୁ ଦୁଷ୍କର୍ମ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଜଣେ ମହିଳାଙ୍କୁ ଚଳନ୍ତା ଗାଡ଼ିରେ ଦୁଷ୍କର୍ମ କରାଯାଇଛି। ମହିଳାଙ୍କୁ ଜଣେ ଯୁବକ ବାହାନା କରି ଗାଡ଼ିରେ ବସାଇବା ପରେ ଦୁଷ୍କର୍ମ କରିଥିଲେ। ପରେ ମହିଳାଙ୍କୁ…

ମଶା ନେଲା ଚାକିରି, ମୁଖ୍ୟମନ୍ତ୍ରୀଙ୍କୁ…

ଭୋପାଳ: ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିବାରୁ ଚାଲିଗଲା ଚାକିରି। ଏମିତି ଏକ ଅଜବ ଘଟଣା ଘଟିିଛି ମଧ୍ୟପ୍ରଦେଶରେ। ସର୍କିଟହାଉସରେ ରାତ୍ରୀ ରହଣି କରିଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍। ହେଲେ ରାତି ଅଧରେ ମଶା କାମୁଡ଼ିବାରୁ ଜଣେ ଯନ୍ତ୍ରୀଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି।…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଭୋପାଳ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍ ଥିବା ଦୁଇଟି ଗାଡ଼ି ମଧ୍ୟରେ ଧକ୍କା । ଫଳରେ ୨ଜଣ ଆହତ ହୋଇଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିର କିଛି କ୍ଷତିଗ୍ରସ୍ତ ହୋଇନାହିଁ। ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର ଗ୍ୟାସ୍ ପ୍ଲାଣ୍ଟ ଓ ଏକ…

ଦେଶରେ ସୌର ଉର୍ଜାକୁ ବଢ଼ାଇବା ପାଇଁ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସୌର ଉର୍ଜାକୁ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ଏବଂ ଗ୍ରାମୀଣ ବିକାଶକୁ ପ୍ରଧାନ୍ୟ ଦେଉଛନ୍ତି। ସମ୍ପୂର୍ଣ୍ଣ ରୂପେ ସୌର ଉର୍ଜା ଚାଳିତ ବେତୁଲ ଗ୍ରାମ ପ୍ରଧାନମନ୍ତ୍ରୀଙ୍କ ଏହି ଉଦ୍ୟମରେ ସହଭାଗୀ ହେବା ସହ ପରିବେଶ…

ବିଷାକ୍ତ ମଦ ପିଇ ୧୧ ମୃତ

ଭୋପାଳ: ମଧ୍ୟପ୍ରଦେଶ ମୋରେନା ଜିଲ୍ଲାର ସୁମଓ୍ୱାଲି ସେକ୍ଟରରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ୭ ଜଣ। ବିଷାକ୍ତ ମଦ ପଇ ଗୁରୁତର ହୋଇପଡ଼ିଥିବା ୭ ମୋରେନା ଏବଂ ଗ୍ୱାଲିଅର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଏସପି ଅନୁରାଗ ସୁଜଇନା…

ଏହି ରାଜ୍ୟରେ ଶସ୍ତା ହେବ ପେଟ୍ରୋଲ୍

ଭୋପାଳ: ପେଟ୍ରୋଲ ଓ ଡିଜେଲ୍ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏବେ ମଧ୍ୟପ୍ରଦେଶ ସରକାର ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କଲା ଭଳି ଖବର ଦେଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ଆଜି କ୍ୟାବିନେଟ୍ ବୈଠକରେ ପେଟ୍ରୋଲ ଓ ଡିଜେଲ୍ ଦର ଶସ୍ତା ହେବାକୁ…

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ଭୋପାଳ: ପୁଣି ଜଣେ କରୋନା ଯୋଦ୍ଧା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ବୁନ୍ଦେଲଖଣ୍ଡ ସରକାରୀ ମେଡିକାଲ କଲେଜର ୨୬ ବର୍ଷ ବୟସ୍କ ଡାକ୍ତର ଶୁଭମ ଉପାଧ୍ୟାୟ ନିଜେ ଏହି ଭୟଙ୍କର ମହାମାରୀର ଶିକାର ହୋଇଛନ୍ତି। ବୁଧବାର ଭୋପାଳର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି। ସୂଚନାଯୋଗ୍ୟ, ଏହା ଡକ୍ଟର…

ଲଭ୍‌ ଜିହାଦ: ଏଣିକି ୫ ବର୍ଷ ଜେଲ,…

ଭୋପାଳ: ମଧ୍ୟପ୍ରଦେଶ ସରକାର ଖୁବଶୀଘ୍ର ଲଭ୍‌ ଜିହାଦକୁ ନେଇ ଏକ ଆଇନ୍‌ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି। ମଧ୍ୟପ୍ରଦେଶ ସରକାରର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଆଗକୁ ହେବାକୁ ଥିବା ବିଧାନସଭା ଅଧିବେଶନରେ ଲଭ ଜିହାଦ ବିପକ୍ଷରେ ଏକ ଆଇନ୍‌ ଅଣାଯିବ। ଏହି ଆଇନ୍‌ ବଳରେ ଲଭ ଜିହାଦକୁ ଏକ ଅପରାଧୀକ…