Odisha Link
Bridging the Missing Links in Odisha
Browsing Tag

MADHYA PRADESH

ଲଭ୍‌ ଜିହାଦ: ଏଣିକି ୫ ବର୍ଷ ଜେଲ,…

ଭୋପାଳ: ମଧ୍ୟପ୍ରଦେଶ ସରକାର ଖୁବଶୀଘ୍ର ଲଭ୍‌ ଜିହାଦକୁ ନେଇ ଏକ ଆଇନ୍‌ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି। ମଧ୍ୟପ୍ରଦେଶ ସରକାରର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଆଗକୁ ହେବାକୁ ଥିବା ବିଧାନସଭା ଅଧିବେଶନରେ ଲଭ ଜିହାଦ ବିପକ୍ଷରେ ଏକ ଆଇନ୍‌ ଅଣାଯିବ। ଏହି ଆଇନ୍‌ ବଳରେ ଲଭ ଜିହାଦକୁ ଏକ ଅପରାଧୀକ…

କରୱାଚୌଥରେ ସ୍ୱାମୀକୁ ଜୀଅନ୍ତା ଜାଳିଲା…

ଭୋପାଳ: କରୱାଚୌଥରେ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଉପବାସ କରିଥାନ୍ତି। କିନ୍ତୁ ଏହି କରୱାଚୌଥରେ ନିଜ ସ୍ୱାମୀର ଜୀବନ ନେଲା ସ୍ତ୍ରୀ। ପିଲା ନହେବାରୁ ସ୍ବାମୀକୁ ଜାଳି ଦେଲା ସ୍ତ୍ରୀ। ଏହି ଘଟଣାଟି ମଧ୍ୟପ୍ରଦେଶରେ ଘଟିଛି। ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଜୀଅନ୍ତା ଜାଳି ଦେଇଥିବାର…

ମଧ୍ୟପ୍ରଦେଶ: ହାଜତ ଭିତରେ ୧୦ ଦିନ ଯାଏଁ…

ଭୋପାଳ: ହାଜତ ଭିତରେ ଜଣେ ୨୦ ବର୍ଷୀୟ ଅଭିଯୁକ୍ତ ଯୁବତୀଙ୍କୁ ୫ ଜଣ ପୁଲିସ କର୍ମଚାରୀ ୧୦ ଦିନ ଯାଏଁ ଧର୍ଷଣ କରିବାର ଅଭିଯୋଗ ହୋଇଛି। ଘଟଣା ମେ ମାସରେ ଘଟିଥିଲେ ବି ଅକ୍ଟୋବର ୧୦ ତାରିଖରେ ଏକ ନ୍ୟାୟିକ ଗୋଷ୍ଠୀ ଜେଲ୍‌ ପରିଦର୍ଶନରେ ଯାଇଥିବା ବେଳେ ଘଟଣା ସାମନାକୁ ଆସିଛି। ରେଓ୍ବା ଜିଲ୍ଲା ମଙ୍ଗଓ୍ବାନ…

ଗାନ୍ଧୀ ପରିବାରର ପିଲା ହିଁ କଂଗ୍ରେସର…

ନୂଆଦିଲ୍ଲୀ: କଂଗ୍ରେସର ମଙ୍ଗୁଆଳ କିଏ ହେବ ସେ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ବର୍ତ୍ତମାନର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଦରୁ ହଟିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ସୋନିଆଙ୍କ ପରେ କାହାର ନେତୃତ୍ୱରେ ପୁଣି ଠିଆ ହେବ କଂଗ୍ରେସ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ।…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କରୋନା…

ଭୋପାଳ: ଦେଶରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏବେ ଏହି ସଂକ୍ରମଣର କାୟାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ଶ୍ରୀ ଚୌହ୍ବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ଶିବରାଜ ସିଂହ ନିଜର ସ୍ୱାବ ପରୀକ୍ଷା କରାଇଥିଲେ। ତେବେ ରିପୋର୍ଟ…

ପରଲୋକରେ ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ…

ଭୋପାଳ: ଆଉ ନାହାନ୍ତି ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ। ଆଜି ସକାଳୁ ତାଙ୍କର ପରଲୋକ ହୋଇଛି। ଲାଲଜୀଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପୁଅ ଆଶୁତୋଷ ଟଣ୍ଡନ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘ବାପା ଆଉ ନାହାନ୍ତି’।ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।…

ଶିବରାଜଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ…

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ମନ୍ତ୍ରିମଣ୍ଡଳରେ ୨୦ କ୍ୟାବିନେଟ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ଗୁରୁବାର ରାଜଭବନରେ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର…

ମାରି ମାରି ଦରମରା କଲା ପୁଲିସ, ଦେଖନ୍ତୁ…

ଭୋପାଳ: ଅତି ଅମାନୁଷିକ ଭାବେ ବଜାର ଉପରେ ଜଣେ ବ୍ୟକ୍ତିଙ୍କୁ ମାରି ମାରି ଦରମରା କରିଛି ମଧ୍ୟପ୍ରଦେଶ ପୁଲିସ। ଏ ଘଟଣା ଜଣାପଡ଼ିବା ପରେ ଦୁଇ ପୁଲିସ ଅଧିକାରୀଙ୍କୁ ବଦଳି କରିଛନ୍ତି ସ୍ଥାନୀୟ ସରକାର। ଦୁଇ ଅଧିକାରୀ ହେଲେ ହେଡ କନଷ୍ଟେବଲ କୃଷ୍ଣ ଡୋଙ୍ଗରେ ଓ କନଷ୍ଟେବଲ ଆଶିଷ। ଘଟଣା ଘଟିଛି ମଧ୍ୟପ୍ରଦେଶ…

ମଧ୍ୟପ୍ରଦେଶରେ ଟ୍ରକ୍-ବସ୍ ଦୁର୍ଘଟଣା: ୮…

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଗୁନା ନିକଟସ୍ଥ ସ୍ଥାନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୫୫ ଜଣ ଆହତ ହୋଇଛନ୍ତି। କଣ୍ଟେନର ସହିତ ଯାତ୍ରୀବାହୀ ବସର ମୁହାଁମୁହିଁ ଧକ୍କା ହେବା ଫଳରେ ଏପରି ଏକ ଛାତି ଥରା ଦୁର୍ଘଟଣା ଘଟିଛି। ସମସ୍ତ…

ସିଂଘମ୍ ଷ୍ଟାଇଲରେ ଷ୍ଟଣ୍ଟ କରି ଅଡ଼ୁଆରେ…

ଭୋପାଳ: ସିଂଘମ୍ ଷ୍ଟାଇଲରେ ଷ୍ଟଣ୍ଟ କରି ଅଡ଼ୁଆରେ ପୋଲିସ୍‌ ବାବୁ। ମଧ୍ୟପ୍ରଦେଶର ଦମୋହ ଜିଲ୍ଲାର ପୋଲିସ୍‌ ଏସ୍‌ଆଇ ମନୋଜ ଯାଦବ ୨ଟି ଚଳନ୍ତା କାର ଉପରେ ଠିଆ ହୋଇ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଲା। ଏଭଳି ଘଟଣାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ପୋଲିସ୍‌…