Odisha Link
Bridging the Missing Links in Odisha
Browsing Tag

Narendra Modi

କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଲେ ମୋଦି

ନୂଆଦିଲ୍ଲୀ: ଆଜି କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ଏମସ୍‌ରେ ଟିକାର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ପୂର୍ବରୁ ସେ ମାର୍ଚ୍ଚ ୧ ତାରିଖରେ ପ୍ରଥମ ଡୋଜ୍ ନେଇଥିଲେ। ଏନେଇ ସେ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିସହ ମୋଦୀ ଜନସାଧାରଣଙ୍କୁ ଅପିଲ୍…

Fact Check: ବାଂଲାଦେଶ ସ୍ବାଧୀନତା,…

ଗତ ସପ୍ତାହରେ ବାଂଲୋଦଶ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗଦେବା ଲାଗି ଢାକା ଗସ୍ତ ଅବସରରେ ଭାରତର ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଂଲା ମୁକ୍ତି ପାଇଁ ସେ ସତ୍ୟାଗ୍ରହ କରିଥିଲେ ଓ ଜେଲ୍‌ ମଧ୍ୟ ଯାଇଥିଲେ। ମୋଦିଙ୍କର ଏ ବକ୍ତବ୍ୟକୁ ନେଇ ଗତ ତିନିଦିନ ଧରି ଚର୍ଚ୍ଚା ଥମିନାହିଁ।…

ପଶ୍ଚିମବଙ୍ଗ ରାଜନୀତି: ମୋଦୀଙ୍କ…

କୋଲକାତା: ରାଜନୀତିର ରଙ୍ଗରେ ରଙ୍ଗେଇ ହୋଇ ସାରିଲାଣି ପଶ୍ଚିମବଙ୍ଗ। ଆଉ ଦିନକ ପରେ ଅର୍ଥାତ୍‌ ମାର୍ଚ୍ଚ ୨୭ ତାରିଖରେ ପଶ୍ଚିମବଙ୍ଗରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ପଶ୍ଚିମବଙ୍ଗରେ ଜମୁଛି ନିର୍ବାଚନ ପ୍ରଚାର। ଏସବୁ ମଧ୍ୟରେ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଲାଗି ରହିଛି…

ଆଜି ମୈତ୍ରୀ ସେତୁ ଉଦ୍‍ଘାଟନ କରିବେ…

ନୂଆଦିଲ୍ଲୀ : ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ମୈତ୍ରୀ ସେତୁର ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଧାରରେ ଏହି ସେତୁର ନାମ ମୈତ୍ରୀ ସେତୁ ରଖାଯାଇଛି।…

ଓଡ଼ିଶାର ସର୍ବାଙ୍ଗୀନ କଲ୍ୟାଣ ପାଇଁ କାମ…

ଭୁବନେଶ୍ୱର: ଆମେ କେବଳ ବିଧାୟକ କିମ୍ବା ସାଂସଦ ହେବା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ସର୍ବାଙ୍ଗୀନ କଲ୍ୟାଣ ପାଇଁ କାର୍ଯ୍ୟକର୍ତ୍ତା ମାନେ ଏହାକୁ ଏକ ରାଜନୈତିକ ଲକ୍ଷ୍ୟ ଭାବରେ ନେଇ କାମ କରିବା ଦରକାର ବୋଲି ରବିବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ…

କୋଭିଡ୍‌ ଟିକା ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କୋଭିଡ୍‌ ପ୍ରତିଷେଧକ ଟିକା "କୋଭାକ୍ସିନ୍" ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ଆଜି ସକାଳେ ଦିଲ୍ଲୀର ଏମ୍ସ ପରିସରରେ କୋଭାକ୍ସିନ୍‌ର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି। କୋଭିଡ୍‌-୧୯ ବିରୋଧରେ ବିଶ୍ବର ଲଢ଼େଇରେ…

ଦେଶ ଏବେ ଦ୍ରୁତଗତିରେ ବିକାଶ ଆଡ଼କୁ…

ନୂଆଦିଲ୍ଲୀ: ଆଜି ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି। ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦୀ ମଧ୍ୟ ଆଲୋଚନା…

ରାଜ୍ୟସଭାରୁ ବିଦାୟ ନେଲେ ଗୁଲାମ ନବୀ…

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରୁ ବିଦାୟ ନେଉଛନ୍ତି କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୪ ସାଂସଦ। ଏଥିପାଇଁ ଗୃହରେ ଦିଆଯାଉଛି ବିଦାୟୀ ଭାଷଣ। ଗୁଲାବ ନବୀ ଆଜାଦ, ସାମସେର ସିଂହ, ମିର ମହମ୍ମଦ ଫୟାଜ ଓ ନଦୀର ଅହମ୍ମଦଙ୍କ କାର୍ଯ୍ୟକାଳ ସରୁଥିବାବେଳେ ସେମାନଙ୍କୁ ବିଦାୟକାଳୀନ ସମ୍ବଦ୍ଧ୍ୱର୍ନା…

କୋଟପାଡ଼ ଦୁର୍ଘଟଣା: ଅନୁକମ୍ପା ଘୋଷଣା କଲେ…

କୋରାପୁଟ: କୋରାପୁଟ କୋଟପାଡ଼ରେ ଗାଡ଼ି ଓଲଟିବା ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତାହାତଙ୍କ ପରିବାର ପ୍ରତି ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ। ମୃତକଙ୍କ ପରିବାର ପିଛା ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି। ଆହତଙ୍କ ପିଛା ୫୦ ହଜାର ମିଳିବ; ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ…

୫୫ ବର୍ଷର ଇତିହାସରେ ପ୍ରଥମ, ମୁଖ୍ୟ…

ନୂଆଦିଲ୍ଲୀ: ସାରା ଦେଶ ଆଜି ୭୨ ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ପ୍ରତ୍ୟେକ ବର୍ଷ ଅପେକ୍ଷା ଚଳିତବର୍ଷ ଗଣତନ୍ତ୍ର ଦିବସ ମହାମାରୀ କରୋନା କଟକଣା ଯୋଗୁଁ ଟିକେ ଭିନ୍ନ। ଭାରତର ଏହି ଶୌର୍ଯ୍ୟ ଓ ପରାକ୍ରମର ମୁହୂର୍ତ୍ତର ସାକ୍ଷୀ ହେବାକୁ ପ୍ରତି ବର୍ଷ ରାଜପଥରୁ ଲାଲକିଲା ପର୍ଯ୍ୟନ୍ତ ଅଗଣିତ ଦର୍ଶକଙ୍କ ଭିଡ଼…