Odisha Link
Bridging the Missing Links in Odisha
Browsing Tag

Narendra Modi

ଛୋଟ ଅଧିବେଶନ କିନ୍ତୁ ଐତିହାସିକ: ମୋଦି

ଓଏଲ୍‌ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ସ୍ବତନ୍ତ୍ର ଅଧିବେଶନ। ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। କିଛି ସମୟରେ ଲୋକସଭାରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ। ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ…

କେନ୍ଦ୍ରରେ ପୁଣି ଥରେ ‘ମୋଦି…

ଓଏଲ୍‌ ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଲାଲକିଲ୍ଲାରୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨୦୨୪ରେ କ୍ଷମତାକୁ ଫେରିବେ ବୋଲି ଦମ୍ଭୋକ୍ତି କରିଥିଲେ। ଆଉ ଏହାର ଦିନକ ପରେ ଟାଇମ୍ପ ନାଓ-ଇଟିଜି ତା'ର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଯାହା ଏବେ ଜାତୀୟ…

ଲାଲକିଲ୍ଲାରୁ ମୋଦିଙ୍କ ଭବିଷ୍ୟବାଣୀ,…

ଓଏଲ୍‌ ବ୍ୟୁରୋ: ସାରା ଦେଶ ପାଳନ କରୁଛି ୭୭ ତମ ସ୍ବାଧୀନତା ଦିବସ। ଗାଁଠୁ ସହର ସବୁଠି ଉତ୍ସବ ମୁଖର। ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲାଲକିଲ୍ଲାରୁ ଜାତୀୟ ପତାକା ଉଡ଼ାଇଛନ୍ତି। ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ…

ମୋଦିଙ୍କ ଭବିଷ୍ୟବାଣୀ, ୨୦୨୮ରେ ପୁଣି…

ଓଏଲ୍‌ ବ୍ୟୁରୋ: ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ। ବିରୋଧୀଙ୍କ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ନିଜର ବୟାନ ରଖିଛନ୍ତି। ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି ମୋଦି। ସେ ତାଙ୍କ ବିବୃତି ଆରମ୍ଭରୁ ବିରୋଧୀଙ୍କୁ ଶାଣିତ ଟାର୍ଗେଟ…

ବିରୋଧୀଙ୍କ ‘ନୋ’ ବଲରେ…

ଓଏଲ୍‌ ବ୍ୟୁରୋ: ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ। ବିରୋଧୀଙ୍କ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ନିଜର ବୟାନ ରଖିଛନ୍ତି। ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି ମୋଦି। ସେ ତାଙ୍କ ବିବୃତି ଆରମ୍ଭରୁ ବିରୋଧୀଙ୍କୁ ଶାଣିତ ଟାର୍ଗେଟ…

ମୋଦି ଜଣେ ନିର୍ଭୀକ ବକ୍ତା: ବିଜେଡି…

ଓଏଲ୍‌ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ। ଆଉ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଲା ବିିଜୁ ଜନତା ଦଳ। ଆଇଏନ୍‌ଡିଆଇଏ ପକ୍ଷରୁ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ପକ୍ଷରୁ ବିରୋଧ କରିଛନ୍ତି ସାଂସଦ ପିନାକୀ…

୨୦୨୪ ନିର୍ବାଚନ: ନଡ୍ଡାଙ୍କ ନୂଆ ଟିମ୍‌;…

ଓଏଲ୍‌ ବ୍ୟୁରୋ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୩୮ ଜଣିଆ କେନ୍ଦ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛନ୍ତି । ଯେଉଁ ତାଲିକାରେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି। ଯେଉଁ ରାଜ୍ୟରେ…

ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ…

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାଇ ନରେନ୍ଦ୍ର ମୋଦୀ ଫ୍ରାନ୍ସରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ପ୍ୟାରିସରେ ପହଞ୍ଚିବା ପରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ତାଙ୍କୁ ସ୍ୱାଗତ କରିଛନ୍ତି। ଫ୍ରାନ୍ସରେ…

କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦେଶ ଅଧ୍ୟକ୍ଷ…

ଓଏଲ୍‌ ବ୍ୟୁରୋ: ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିିଛି ଭାରତୀୟ ଜନତା ପାର୍ଟି। ଲୋକସଭା ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ବିଜେପି ପୁଣିଥରେ ସଙ୍ଗଠନ ସ୍ତରରେ କରିଛି ବଡ଼ ଅଦଳବଦଳ। ପଞ୍ଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ସମେତ ଆଉ କିଛି ରାଜ୍ୟର…

ବିଦେଶରେ ମୋଦି, ବିହାରରେ ବିରୋଧୀଙ୍କ…

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଶାସକ ଭାରତୀୟ ଜନତା ପାର୍ଟି ପୁଣିଥରେ କିଭଳି କ୍ଷମତାକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ କରୁଥିବା ବେଳେ କେନ୍ଦ୍ରରୁ କିପରି ବିଜେପିକୁ ହଟାଯିବ ସେନେଇ ରଣନୀତି କରୁଛନ୍ତି ବିରୋଧି ଦଳ। ପ୍ରଥମ ଥର…