Odisha Link
Bridging the Missing Links in Odisha
Browsing Tag

New strain

କରୋନାର ନୂଆ ଷ୍ଟ୍ରେନ୍‌ ଠାବ, ୧୫ ଗୁଣା…

ବିଶାଖାପାଟନମ୍: ଦେଶରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ। ବ୍ରିଟେନ, ବ୍ରାଜିଲ, ସାଉଥ ଆଫ୍ରିକା ଭେରିଆଣ୍ଚ ପରେ ଏବେ ଆନ୍ଧ୍ର ପ୍ରଦେଶରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ଏହି ନୂଆ ଭାରିଆଣ୍ଟର ନାଁ N440K। ଆନ୍ଧ୍ରରେ ଚିହ୍ନଟ ହୋଇଥିବା କରୋନାର ଏହି ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ ଓ ହାନିକାରକ। ଏହି…

କରୋନାର ନୂଆ ଷ୍ଟ୍ରେନ୍‌ ପାଇଁ ରାଜ୍ୟ…

ଭୁବନେଶ୍ବର: ପୁଣି କଲବଲ କଲାଣି କରୋନାର ଦ୍ବିତୀୟ ସଂକ୍ରମଣ। ମହାରାଷ୍ଟ୍ର ସମେତ ଦେଶରେ ଅନେକ ରାଜ୍ୟରେ ଏହାର ପ୍ରବାଭ ଜାରି ରହିଛି। କିଛି ରାଜ୍ୟରେ ବି ନାଇଟ୍‌କର୍ଫ୍ୟୁ ମଧ୍ୟ ଜାରି ହେଲାଣି। ଓଡ଼ିଶାରେ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଯଦିଓ…

ସାରା ଦେଶକୁ ବ୍ୟାପୁଛି କରୋନାର ନୂଆ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍‌ । ଭାଇରସ୍ ଟି ଭାରିଆଣ୍ଟ ୫୦୧ୱାଇ.ଭି୨ ଭାବେ ପରିଚିତ । ଏହି ନୂଆ ଷ୍ଟ୍ରେନ ନେଲସନ ମଣ୍ଡେଲା ବେ ସହରରେ ଗତବର୍ଷ ଡିସେମ୍ବର ୧୮ରେ ଚିହ୍ନଟ କରାଯାଇଥିଲା । ଏହା ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରୁ ଯାଇ ବ୍ରିଟେନ, ସ୍ୱିଜରଲାଣ୍ଡ, ଫିନଲାଣ୍ଡ, ଜାପାନ,…

କରୋନା: ଜାପାନରେ ଆଉ ଏକ ନୂଆ ଷ୍ଟ୍ରେନ୍…

ଟୋକିଓ: ବ୍ରିଟେନରେ ଚିହ୍ନଟ ହେଇଥିବା କରୋନାର ନୂଆ ଷ୍ଟ୍ରେନ୍ ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ଜାପାନରେ କରୋନାର ଆଉ ଏକ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଏହି ଷ୍ଟ୍ରେନ୍ ବ୍ରିଟେନ୍ ଓ ସାଉଥ୍‌ ଆଫ୍ରିକାରୁ ଷ୍ଟ୍ରେନ୍‌ଠାରୁ ଭିନ୍ନ ଅଟେ। ବ୍ରାଜିଲରୁ ଜାପାନ ପହଁଚିଥିବା ଯାତ୍ରୀଙ୍କଠାରେ ଏହି…

୭ ବ୍ରିଟେନ୍ ଫେରନ୍ତାଙ୍କ କରୋନା ରିପୋର୍ଟ…

ଭୁବନେଶ୍ବର: ବ୍ରିଟେନରୁ ମିଳିଥିବା ନୂଆ କରୋନା ଷ୍ଟ୍ରେନ୍ ସମଗ୍ର ଦେଶର ଚିନ୍ତା ବଢ଼ାଇଛି। ତେବେ ବ୍ରିଟେନରୁ ୧୮୪ଜଣ ଓଡିଶାକୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ବ୍ରିଟେନ୍ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୩ ଜଣ ତାଙ୍କ…

ନାଇଜେରିଆରେ ଆଉ ଏକ ପ୍ରକାର କରୋନା…

ନାଇରୋବି: କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ପୁଣି ଥରେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା। ବ୍ରିଟେନ୍, ଦକ୍ଷିଣ ଆଫ୍ରିକା ପରେ ଏବେ ନାଇଜେରିଆରେ ଆଉ ଏକ ନୂଆ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି। ଆଫ୍ରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ ସେଣ୍ଟର (ସିଡିସି)…

ନୂଆ କରୋନା ଷ୍ଟ୍ରେନ୍ ଦ୍ୱିତୀୟ ୱେଭ୍…

ଭୁବନେଶ୍ୱର: ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ଦେଖାଦେବା ପରେ ଏବେ ପୁଣି କରୋନାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏନେଇ ଅନେକ ଦେଶ ବ୍ରିଟେନକୁ ଯିବା-ଆସିବା କରୁଥିବା ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବ୍ରିଟେନ ଫେରାନ୍ତଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି RMRC ଡାକ୍ତର ଦେବବ୍ରତ…

କୋଭିଡ୍‌ ନୂଆ ଷ୍ଟ୍ରେନ୍: ଏହି ରାଜ୍ୟରେ…

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି କୋଭିଡ୍‌ର ନୂଆ ଷ୍ଟ୍ରେନ୍। ବ୍ରିଟେନ‌ରୁ ଆରମ୍ଭ ହୋଇଥିବା ଏହି ନୂଆ ସଂକ୍ରମଣ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଭାରତରେ ନୂଆ ଷ୍ଟ୍ରେନ୍ ଦ୍ବାରା ଆକ୍ରାନ୍ତ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏବେ ସରକାର ସତର୍କ ହେବା ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର ସରକାର…

କରୋନା ନୂଆ ଷ୍ଟ୍ରେନ୍‌ ନେଇ SOP ଜାରି…

ଭୁବନେଶ୍ୱର: ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି SOP। SOP ମୁତାବକ, ଗତ ୧୪ ଦିନ ଭିତରେ ବ୍ରିଟେନ୍‌ରୁ ସିଧାସଳଖ କିମ୍ବା ବ୍ରିଟେନ ଦେଇ ଫେରିଥିବା ଯାତ୍ରୀଙ୍କୁ ଡିକ୍ଲାରେସନ୍ ଫର୍ମ ପୂରଣ କରିବାକୁ ପଡିବ। ଫେରିଥିବା…

କରୋନା ନୂଆ ଷ୍ଟ୍ରେନ୍: ଆସିଛି ୧୭ଟି…

ନୂଆଦିଲ୍ଲୀ: ୟୁକେରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳୁଛି। ଭାଇରସର ନୂଆ ଷ୍ଟ୍ରେନ ପ୍ରସଙ୍ଗରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍। ସୂଚନା ମୁତାବକ, ପ୍ରାୟ ସମସ୍ତ ଭାଇରସରେ ମ୍ୟୁଟେସନ ଆସେ। ମାତ୍ର…