Odisha Link
Bridging the Missing Links in Odisha
Browsing Tag

Niranjan Patnaik

ନରମିଗଲା ସ୍ବର, ଡରିଗଲେ କି ତାରା?

ଭୁବନେଶ୍ବର: କୋରାପୁଟିଆ ନେତାଙ୍କ ବିବାଦ ରାଜ୍ୟ କଂଗ୍ରେସର ରାଜନୀତିକୁ ବେଶ ସରଗରମ କରିଥିଲା। ଏପରିକି କାଦୁଅ ଫିଙ୍ଗା ରାଜନୀତି ଦେଖିବାକୁ ମିଳିଥିଲା। ଦିନେ ବିଧାୟକ ତାରା ବାହିନୀପତି ପିସିସି ସଭାପତି ନିରଞ୍ଜନଙ୍କ ବିରୋଧରେ ବର୍ଷୁଥିବାର ଦେଖିବାକୁ ମିଳୁଥିଲା ତ ତା’ ପରଦିନ ନିରଞ୍ଜନଙ୍କ ସମର୍ଥକ…

କଂଗ୍ରେସରେ କନ୍ଦଳ: ବିଧାୟକ ପଦ ଛାଡ଼ିବାକୁ…

ଭୁବନେଶ୍ବର: ପଦାରେ ପଡ଼ିଲା କୋରାପୁଟ କଂଗ୍ରେସର କନ୍ଦଳ। କରୋନାରୁ ସୁସ୍ଥ ହେବା ପରେ ବିଧାୟକ ପଦ ଛାଡ଼ିବାକୁ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଦେଲେ ଚେତାବନୀ। କଂଗ୍ରେସରେ ଲାଗି ରହିଥିବା କନ୍ଦଳକୁ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କଲେ ତାରା। ବୁଧବାର ଦିନ ଜୟପୁର ବିଧାୟକ…

ଜୁଲାଇ ୭ରୁ ୧୭ କଂଗ୍ରେସ କରିବ ପ୍ରତିବାଦ

ଭୁବନେଶ୍ବର: ଦିନକୁ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଦର ବଢ଼ିବାରେ ଲାଗିଛି। ଯାହାଫଳରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ଏସବୁକୁ ନଜରରେ ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜୁଲାଇ ୧୫ ତାରିଖ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।…

ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ

ଭୁବନେଶ୍ବର: ଚାଷୀ ଓ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ସମର୍ଥନ କରିଛି। ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ ଥିବା ଦର୍ଶାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଚାଷୀଙ୍କ ସମସ୍ୟାକୁ ନେଇ ଉଭୟ ଚାଷୀ ଓ ଶ୍ରମିକ…

ବିଶୃଙ୍ଖଳାକାରୀଙ୍କ ବିରୋଧରେ…

ଭୁବନେଶ୍ୱର: କଂଗ୍ରେସ ଭବନ ଗଣ୍ଡଗୋଳ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି," ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏହାର ତଦନ୍ତ କରାଯିବ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ…

ସୀମା ସୁରକ୍ଷାରେ ସରକାର ବିଫଳ: ନିରଞ୍ଜନ

ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶା ସୀମା କୋଟିଆ ବିବାଦ ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କର ଅପାରଗତା ଓ ଦୂର ଦୃଷ୍ଟି ହୀନତା ପାଇଁ ଆମ…

ଆସନ୍ତା ୧୫ରେ ରାଜ୍ୟ କଂଗ୍ରେସର ଓଡ଼ିଶା…

ଭୁବନେଶ୍ବର: ଆସନ୍ତା ୧୫ ତାରିଖରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ଦରଦାମ ବୃଦ୍ଧିକୁ ନେଇ ଏହି ଡ଼ାକରା ଦିଆଯାଇଛି। ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ବନ୍ଦ ପାଳନ କରିବ। ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯିବ। ଦିନକୁ ଦିନ ଦେଶରେ ଦର ଦାମ ବୃଦ୍ଧି ପାଇବାରେ ଲାଗିଛି ଏହି ଉଦ୍ଦେଶ୍ୟରେ ୧୫…

ଆଜି ସନ୍ଧ୍ୟା ଯାଏ ମହଲତ ଦେଲା କଂଗ୍ରେସ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ଏନେଇ ଦଳ ପକ୍ଷରୁ ଆଜି ସନ୍ଧ୍ୟା ସୁଦ୍ଧା ମହଲତ ଦିଆଯାଇଛି। ସନ୍ଧ୍ୟା ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ଏପରିକି…

ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ,…

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ। ଆକ୍ରମଣ ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସଞ୍ଜୟ ମହାନ୍ତିଙ୍କ ନାଁରେ ଟାଉନ୍‌ ଥାନାରେ ଏତଲା ହୋଇଛି। ଥାନାରେ ଅଭିଯୋଗ ପରେ ସଞ୍ଜୟଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ତାଙ୍କ ସହ ମୋଟ୍‌ ୫…

ମାହାଙ୍ଗାରେ ନ୍ୟାୟ ମହଙ୍ଗା: ନିରଞ୍ଜନ

ଭୁବନେଶ୍ବର: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି। ନୃତ୍ତାଙ୍ଗରେ ମୃତକଙ୍କ ପରିବାରକୁ ଭେଟିଲା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହା ସହିତ ନିରଞ୍ଜନ କହିଛନ୍ତି ଯେ, ମାହାଙ୍ଗାରେ ନ୍ୟାୟ ପାଇବା ମହଙ୍ଗା ହେଲାଣି।…