Odisha Link
Bridging the Missing Links in Odisha
Browsing Tag

Nirmala SITARAMAN

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ…

ଓଏଲ୍ ବ୍ୟୁରୋ : ପୁଣିଥରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ପ୍ରଭାବଶାଳୀ ମହିଳା ତାଲିକାରେ ସ୍ଥାନ ପାଇଲେ। ଫୋବର୍ସ ପକ୍ଷରୁ ପ୍ରକାଶ ପାଇଛି ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକା। ଫୋବର୍ସ ପକ୍ଷରୁ ହୋଇଥିବା ତାଲିକାରେ ୩୬ତମ ସ୍ଥାନରେ ରହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ…

ବଜେଟ୍‌ ୨୦୨୨: କେଉଁ ବାବଦରେ କେତେ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା କାଳରେ ଅର୍ଥନୀତିକୁ ମିଳିଲା ବୁଷ୍ଟର ଡୋଜ। ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟରେ ବିଶେଷ କରି କୃଷି, ଭିତ୍ତିଭୂମି ଓ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର…

ଆଜି ବଜେଟ୍, ଆଶାରେ ଓଡ଼ିଶା

ଓଏଲ୍‌ ବ୍ୟୁରୋ: ଆଜି ସଂସଦରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆଗତ କରିବେ ସାଧାରଣ ବଜେଟ। ମହାମାରୀ ପରେ ଅର୍ଥନୀତିକୁ ବୁଷ୍ଟର ଡୋଜ ଦେବେ ଅର୍ଥମନ୍ତ୍ରୀ। ବର୍ତ୍ତମାନ ସମୟରେ ଅର୍ଥନୀତିର ଅଭିବୃଦ୍ଧି ପଥକୁ ବୁଷ୍ଟର ଡୋଜ ଦରକାର…

ମଙ୍ଗଳବାର ବଜେଟ୍, ଆଶାରେ ଓଡ଼ିଶା

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ସଂସଦରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ଆଗତ କରିବେ ସାଧାରଣ ବଜେଟ। ମହାମାରୀ ପରେ ଅର୍ଥନୀତିକୁ ବୁଷ୍ଟର ଡୋଜ ଦେବେ ଅର୍ଥମନ୍ତ୍ରୀ। ବର୍ତ୍ତମାନ ସମୟରେ ଅର୍ଥନୀତିର ଅଭିବୃଦ୍ଧି ପଥକୁ…

ପେଟ୍ରୋଲ୍‌-ଡିଜେଲ୍ ଏସ୍‌ଟି ଅନ୍ତର୍ଭୁକ୍ତ…

ନୂଆଦିଲ୍ଲୀ: କିଛି ଦିନ ହେବ ଦେଶରେ ଲଗାତର ତୈଳ ଦର ବୃଦ୍ଧି ପାଉଛି। ଏହାକୁ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏବେ ପେଟ୍ରୋଲ୍‌, ଡିଜେଲ୍, ବିମାନର ଇନ୍ଧନ ଓ ପ୍ରାକୃତିକ ଗ୍ୟାସକୁ ଦ୍ରବ୍ୟ ଓ ସେବା କର (ଜିଏସଟି)ରେ ଅନ୍ତର୍ଭୁକ୍ତ କରିବାର କୗେଣସି ଯୋଜନା ନାହିଁ।…

ବଜେଟ ୨୦୨୧: ଏଥର ବି ନୂଆ ରେକର୍ଡ କଲେ…

ନୂଆଦିଲ୍ଲୀ: ଭାଙ୍ଗିଲା ଦୀର୍ଘବର୍ଷର ପରମ୍ପରା। ସଂସଦରେ ଉପସ୍ଥାପନ ହେଲା ପେପର୍‌ଲେସ୍‌ ବଜେଟ। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ପେପର୍‌ଲେସ୍‌ ବଜେଟ୍‌ ଉପସ୍ଥାପନ କରି ନିଜ ନାମରେ ଆଉ ଏକ ନୂଆ ରେକର୍ଡ ଯୋଡ଼ିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତବର୍ଷ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ…

ଭାଙ୍ଗିଲା ଦୀର୍ଘବର୍ଷର ପରମ୍ପରା, ସଂସଦରେ…

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଆଜି ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ବଜେଟ ନିଶ୍ଚିତ ଭାବେ ସ୍ୱତନ୍ତ୍ର। କାରଣ ପ୍ରଥମ ଥର ପାଇଁ ବଜେଟ ଦସ୍ତାବିଜ ଛପାହୋଇନାହିଁ। ଏହା ସମ୍ପୂର୍ଣ୍ଣ ପେପର୍‌ଲେସ ଅର୍ଥାତ୍‌ ଇ-ବଜେଟ। ସାଧାରଣତଃ ବଜେଟ ପ୍ରସ୍ତୁତି…

ବଜେଟ ୨୦୨୧: ନିର୍ମଳାଙ୍କ ପେଡ଼ି ଖୋଲିବା…

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଖୋଲିବ ବଜେଟ୍‌ ପେଡି। ଦିନ ୧୧ ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରି ସାରିଛି। ବଜେଟ ଉପସ୍ଥାପନ ପୂର୍ବରୁ ମେଡ୍-ଇନ୍-ଇଣ୍ଡିଆ ଟାବଲଏଡ ଧରି ସଂସଦ ଭବନ ପରିସରେ ପହଞ୍ଚି ସାରିଲେଣି…

ଭାଙ୍ଗିବ ଦୀର୍ଘବର୍ଷର ପରମ୍ପରା, ଛପା…

ନୂଆଦିଲ୍ଲୀ: ଆଉ କିଛିଟା ଦିନ ପରେ ଅନୁଷ୍ଠିତ ହେବ ବଜେଟ ଅଧିବେଶନ। ହେଲେ ଚଳିତ ଥର ପ୍ରଥମ ଥର ପାଇଁ ସଂସଦରେ ଆଗତ ହୋଇପାରେ ଇ-ବଜେଟ୍‌ । ଏଥିପାଇଁ ଚଳିତ ବର୍ଷ ବଜେଟ୍ ବହି ବା ଦଲିଲ ଛପା ହେବ ନାହିଁ। କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ସଂସଦର ଉଭୟ ଗୃହରୁ ସରକାର…

ଆସିଲା ଟିକସ ସଂସ୍କାର: ସଚ୍ଚୋଟ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଘୋଷଣା କରିଛନ୍ତି। ଟିକସ୍‌ ସଂସ୍କାର ନେଇ ନୂଆ କାର୍ଯ୍ୟକ୍ରମ ‘ଟ୍ରାନ୍ସପରେଣ୍ଟ ଟ୍ୟାକ୍ସେସନ-ଅନରିଂ ଦି ଅନେଷ୍ଟ’ର ଶୁଭାରାମ୍ଭ କଲେ ପିଏମ୍‌ ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ଲାଟଫର୍ମ ହେଉଛି ଏକବିଂଶ ଶତାବ୍ଦୀର ଟିକସ…