Odisha Link
Bridging the Missing Links in Odisha
Browsing Tag

odishalink

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ…

ରାଉରକେଲା : ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର RT-PCR ଟେଷ୍ଟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ ଓ ଡିଜିପିଙ୍କୁ ନେଇ ବୈଠକ ହୋଇଛି…

୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ବର: ପୁଣି ଥରେ ଶାସକ-ବିରୋଧୀ ଦଳ ମୁହାଁମୁହିଁ । ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଶାସକ ଦଳ କ୍ଷମା ପ୍ରାର୍ଥନା ପାଇଁ ଅଡି ବସିଥିବାବେଳେ ବିରୋଧୀ ମଣ୍ଡି ଅବ୍ୟବସ୍ଥାକୁ ନେଇ ହଟ୍ଟଗୋଳ କରିଛନ୍ତି। ୩ ଦିନ ହେଲା ଗୃହ ଅଚଳ। ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀ…

ଆଜିଠୁ ଦ୍ଵିତୀୟ ପର୍ଯ୍ୟାୟ ଜେଇଇ ମେନ…

ଭୁବନେଶ୍ୱର: ଆଜିଠୁ ଦେଶର ୩୩୧ଟି ସହରରେ ଦ୍ଵିତୀୟ ପର୍ଯ୍ୟାୟ ଜେଇଇ ମେନ ପରୀକ୍ଷା। ଏହି ପରୀକ୍ଷା ୮ତାରିଖ ପର୍ଯ୍ୟନ୍ତ ଚାଲିବ। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ NTA ଦ୍ୱାରା ପରୀକ୍ଷା ପରିଚାଳିତ ହେଉଛି। କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ ବା CBT ମାଧ୍ୟମରେ ପରୀକ୍ଷା…

ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ର

ଭୁବନେଶ୍ବର : ରାଜ୍ୟରେ ଆହୁରି ବଢିବ ଖରା। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରି ବଢ଼ିବ। ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ପରବର୍ତୀ ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି ପରିବର୍ତନ ଆସିବ ନାହିଁ। ତେବେ ୨୪…

ଏସ୍‌ସିବିରେ ପଙ୍ଖା ଖସିବା ଘଟଣା: ବୃଦ୍ଧା…

କଟକ: କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଫ୍ୟାନ ପଡ଼ି ଗୁରୁତର ଆହତ ହୋଇଥିବା ବୃଦ୍ଧାଙ୍କର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକ ହେଲେ ମହିଳା ରୋଗୀ ପାର୍ବତୀ ଦାସ। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ କୃଷ୍ଣନଗର ଅଞ୍ଚଳରେ। ପ୍ରକାଶ ଯେ, ପାର୍ବତୀ ଦାଶ ଘରେ ପୂଜା କରୁଥିବା ସମୟରେ…

ଗାଡି ବିକଟାଳ ଶବ୍ଦ କରୁଥିଲେ ସାଇଲେନ୍ସର…

ରାଉରକେଲା: ଗାଡିରୁ ଶବ୍ଦ ବାହାରିଲେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ପୁଲିସ । ଚେକିଂ ସ୍ଥାନରେ ସାଇଲେନ୍ସର ଖୋଲିଦେବା ସହ ୫ ହଜାର ଟଙ୍କା ଲେଖାଁଏ ଫାଇନ୍ ପକାଉଛି ଟ୍ରାଫିକ୍ ପୁଲିସ । ଖାଲି ସେଥିକି ନୁହେଁ ସିଟ୍ ବେଲ୍ଟ, ହେଲମେଟ ଏବଂ ମୋବାଇଲରେ କଥା ହୋଇ ଗାଡି ଚଳାଉଥିଲେ ବି ନିଆଯାଉଛି ଦୃଢ…

ବ୍ୟାଙ୍କର ଦୁଇଦିନିଆ ଧର୍ମଘଟ ଯୋଗୁଁ…

ପାଟଣା : ଘରୋଇ କରଣକୁ ବିରୋଧ କରି ବ୍ୟାଙ୍କର ଦୁଇଦିନିଆ ଧର୍ମଘଟ ଡାକରା ଦେଇଛି।ଏହା ଫଳରେ ଉପଭୋକ୍ତା ହନ୍ତସନ୍ତ ହୋଉଥିବା ଦେଖିବାକୁ ମିଳିଛି। ଆଜି କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିଥିବାରୁ ଧର୍ମଘଟ ସମ୍ପର୍କରେ ସୂଚନା ପାଇ ନ ଥିବା ଗ୍ରାମୀଣ ଲୋକେ ବ୍ୟାଙ୍କ ଶାଖାମାନଙ୍କରୁ ଫେରିଯାଇଥିଲେ। ଶନିବାର,…

କରୋନା ସଂକ୍ରମଣର ମୁକାବିଲା ପାଇଁ ପୁଣି…

ନୂଆଦିଲ୍ଲୀ: କରୋନା ସଂକ୍ରମଣର ମୁକାବିଲା ନେଇ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୭ ମାର୍ଚ୍ଚରେ ଦିନ ୧୨ଟା ୩୦ରେ ବସିବ ବୈଠକ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରିବେ । ବୈଠକରେ ପ୍ରଧାନମନ୍ତ୍ରୀ ବଢୁଥିବା କରୋନା ମାମଲା ଓ ଟିକାକରଣ ଉପରେ ଆଲୋଚନା କରି…

ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି କଳିଯୁଗର…

ଡେରାଡୁନ୍‌: ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ରାମ ଏବଂ ଶ୍ରୀକୃଷ୍ଣଙ୍କ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ଯେଉଁଭଳି ଭାବେ ଦ୍ବାପର ଏବଂ ତ୍ରେତୟା ଯୁଗରେ ଭଗବାନ ରାମ ଏବଂ ଶ୍ରୀକୃଷ୍ଣଙ୍କୁ ତାଙ୍କର କର୍ମ ପାଇଁ ଲୋକମାନେ…

ଯାତ୍ରୀବାହୀ ବସରେ ନିଆଁ

ଭୁବନେଶ୍ୱର: ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ। ପୁରୀ ବସଷ୍ଟାଣ୍ଡରେ ଠିଆ ହୋଇଥିବା ଖାଲି ବସରେ ଅଗ୍ନିକାଣ୍ଡ ଘଟିଛି ।୩ଟି ବସରେ ନିଆଁ ଲାଗିଥିବା ବେଳେ ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି । ୨ଟି ଅଗ୍ନିଶମ ଗାଡି ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚାଲିଛି । ତେବେ ଅଗ୍ନିକାଣ୍ଡର କାରଣ…