Odisha Link
Bridging the Missing Links in Odisha
Browsing Tag

Protest

ପ୍ରତାପ ଜେନାଙ୍କ ଗିରଫ ଦାବିରେ ଡିଜିପି…

କଟକ: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେପି ଜୋରଦାର ଦାବି କରିଛି। ବିଭିନ୍ନ ଥାନା ଓ ଏସ୍‌ପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି…

ଭୁବନେଶ୍ବରରେ ରାଣୀ ପଣ୍ଡାଙ୍କ ଯାତ୍ରା…

ଭୁବନେଶ୍ବର: "ସିଏମ୍‌ ମୋର ସିଏ, ପାଣ୍ଡିଆନଙ୍କୁ ମୁଁ ଦିଅର ଭାବେ ଆଉ ମୋଦି ହେଉଛନ୍ତି ମୋର ଦେଢ଼ଶୁର।" ଭୁବନେଶ୍ବରରେ ଆଜି ଗଣମାଧ୍ୟମକୁ ଏଭଳି କହିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ଯାତ୍ରା ପରିବେଷଣ ପାଇଁ ଅନୁମତି ଦାବିରେ ଲୋୟର ପିଏମ୍‌ଜି ଛକରେ କଳାକାରଙ୍କ ବିକ୍ଷୋଭର ନେତୃତ୍ବ ନେଇ ରାଜ୍ୟ…

ବ୍ୟବସାୟୀ ମାତୃଭାଷା କହିବାକୁ ଅରାଜି…

ମୁମ୍ବାଇ: ଗତକାଲି ମୁମ୍ବାଇର ଏକ ଗହଣା ବ୍ୟବସାୟୀ ଜଣେ ଗ୍ରାହକଙ୍କୁ ଆଞ୍ଚଳିକ ଭାଷା ମରାଠୀରେ କଥା ହେବାକୁ ମନା କରିଥିଲେ। ଏକ ଗହଣା ଦୋକାନକୁ ଗ୍ରାହକ ସାଜି ଯାଇଥିବା ଲେଖିକା ଶୋଭା ଦେଶପାଣ୍ଡେକୁ ଏହା ମର୍ମାହତ କରିଥିଲା ଏବଂ ସେ ଏହାର ବିରୋଧ କରିଥିଲେ। ଫଳରେ ଉକ୍ତ ଦୋକାନୀ ଜଣକ ତାଙ୍କୁ ଦୋକାନରୁ…

ପୁନଃନିଯୁକ୍ତି ଦାବିରେ ‌ଗଞ୍ଜାମରେ…

ଖଲ୍ଲିକୋଟ: ‌ଗଞ୍ଜାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟରୁ ବାହାର କରାଯାଇଥିବା ଶତାଧିକ ପାରାମେଡିକାଲ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ କର୍ମଚାରୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣ ଦେଇଛନ୍ତି। ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ…

କୃଷି ବିଲ୍‌କ ବିରୋଧ ପ୍ରଦର୍ଶନ: ଇଣ୍ଡିଆ…

ନୂଆଦିଲ୍ଲୀ: କୃଷି ବିଲ୍କୁ ପଞ୍ଜାବ ଓ ହରିୟାଣାରେ ବିରୋଧ ପରେ କୃଷକଙ୍କ ବିରୋଧ ପ୍ରଦର୍ଶନ ଦେଶର ରାଜଧାନୀ ଦିଲ୍ଲୀ ସଂସଦ ନିକଟତର ହୋଇଛି। ଗତକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତିନୋଟି କୃଷି ବିଲକୁ ଅନୁମୋଦନ କରିଛନ୍ତି। ଏହାକୁ ବିରୋଧ କରି ଆଜି ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟରେ କୃଷକମାନେ ଏକ…

ସୁରତରେ ଓଡ଼ିଆ ଶ୍ରମିକଙ୍କ ପୋଡ଼ାଜଳା

ସୁରତ: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଡାଇମଣ୍ଡ ନଗରରେ ହୀରା କାରଖାନାର ଓଡ଼ିଆ ଶ୍ରମିକମାନେ ରାସ୍ତାକୁ ବାହାରି ଜଳାପୋଡ଼ା କରିଥିବା ଅଭିଯୋଗ ହୋଇଛି।। ଶହ ଶହ ସଂଖ୍ୟାରେ ଶ୍ରମିକ ରାସ୍ତାକୁ ଆସି ହଙ୍ଗାମା କରିବା ସହ ଅଟକି ରହିଥିବା ଟ୍ରକ୍‌ ଆଦିରେ ନିଆଁ ଲଗାଇ ଦେଇଥିଲେ। ଆନ୍ଦୋଳନକାରୀଙ୍କ ମଧ୍ୟରେ…

ସିଏଏ: ଶାହୀନବାଗ ପରେ ଜାଫରାବାଦରେ…

ନୂଆଦିଲ୍ଲୀ: ଦିଲ୍ଲୀ ଶାହୀନବାଗ ପରେ ଜାଫରାବାଦରେ ଆନ୍ଦୋଳନକୁ ଓହ୍ଲାଇଳେ ମିହିଳା ମାନେ। ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ରେଜିଷ୍ଟର (ଏନଆରସି)କୁ ବିରୋଧ କରି ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶନିବାର ରାତିରେ ହଠାତ୍ ଏହି ଆନ୍ଦୋଳନକାରୀ ସିଏଏ ଓ ଏନଆରସିକୁ ବିରୋଧ…

ଆନ୍ଦୋଳନରୁ ଓହରିଲେ ନର୍ସ

ବଲାଙ୍ଗୀର: ଆନ୍ଦୋଳନରୁ ଓହରିଲେ ନର୍ସ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ନର୍ସ ଓ ପାରା ମେଡିକାଲ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ନର୍ସ। ୭ ଦିନ ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଛନ୍ତି ନର୍ସ। ରୋଗୀଙ୍କ ସମ୍ପର୍କୀୟ…

ଶାହୀନବାଗ୍ ଆନ୍ଦୋଳନକାରୀ ରାସ୍ତାବନ୍ଦ…

ନୂଆଦିଲ୍ଲୀ: ସିଏଏ ଏବଂ ଏନଆରସି ମାମଲାରେ ଦିଲ୍ଲୀର ଶାହୀନବାଗ ଚାଲିଥିବା ଆନ୍ଦୋଳନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକାରୀ ରାସ୍ତା ବନ୍ଦ କରିପାରିବେ ନାହିଁ। ହେଲେ ଆନ୍ଦୋଳନକାରୀଙ୍କୁ ହଟାଇବା…

‘ଫ୍ରୀ କାଶ୍ମୀର’ ପୋଷ୍ଟର ଉପରେ ଯୁବତୀ…

ମୁମ୍ବଇ: ଗତକାଲି ମୁମ୍ବଇର ଗେଟ୍‌ ୱେ ଅଫ୍‌ ଇଣ୍ଡିଆଠାରେ ଜେଏନୟୁ ହିଂସା ବିରୋଧରେ ବିରୋଧ ପ୍ରଦର୍ଶନ ସମୟରେ ଜଣେ ଯୁବତୀ ‘ଫ୍ରୀ କାଶ୍ମୀର’ ପୋଷ୍ଟର ଧରିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି ପଡିଛି। ବିଜେପି ରାଜ୍ୟ ସରକାରଙ୍କୁ ଏସବୁ କିଏ କରାଉଛି ବୋଲି…