Odisha Link
Bridging the Missing Links in Odisha
Browsing Tag

Puri

ଜଗା ଦୁଆରୁ ହଟିଲା କଟକଣା, ଏଣିକି ବିନା…

ଓଏଲ୍‌ ବ୍ୟୁରୋ: ଭକ୍ତଙ୍କ ପାଇଁ ଖୁସିର ଖବର। ଭାବର ଠାକୁର କାଳିଆ ଦର୍ଶନ ପାଇଁ ଆଉ ଟିକେ କୋହଳ ହେଲା କଟକଣା। ଭକ୍ତଙ୍କ ପାଇଁ ଜଗା ଦୁଆର ଖୋଲାଅଛି। ହେଲେ ଯେଉଁ ଶ୍ରଦ୍ଧାଳୁଙ୍କ ପାଖେ କୋଭିଡ ସାର୍ଟିଫିକେଟ୍‌ ନଥିଲା ସେମାନେ ଜଗା ଦର୍ଶନରୁ ବଞ୍ଚିତ ହେଉଥିଲେ। ହେଲେ ଏବେ ବିନା ସାର୍ଟିଫିକେଟରେ ବି…

ପୁରୀ: ଚିକିତ୍ସାଳୟ ଶୌଚାଳୟରୁ ନବଜାତ…

ଓଏଲ୍‌ ବ୍ୟୁରୋ: ମହିଳା ସଶକ୍ତିକରଣ, ବେଟି ବଚାଓ ବେଟି ପଢ଼ାଓ, ନାରୀ ଶକ୍ତି ଏଭଳି ବହୁତ କଥା ଆପଣମାନେ ଶୁଣିଥିବେ ନିଶ୍ଚୟ। ସରକାର ଶିଶୁ କନ୍ୟାଙ୍କ ପାଇଁ 'ବେଟି ବଚାଓ ବେଟି ପଢ଼ାଓ' ନାରା ଦେଉଛନ୍ତି। ହେଲେ ବାସ୍ତବରେ ଏବେବି ଅଲୋଡ଼ା ଶିଶୁ କନ୍ୟା। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରୁ ଏକ ଶିଶୁ…

୫ ବର୍ଷର ଶିଶୁକୁ ଦୁଷ୍କର୍ମ, କଟକ…

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ପୁଣି ଲଜ୍ଜା। ଦିନ ଦ୍ବିପ୍ରହରରେ ଟାଉନ୍‌ ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରି ଦୁର୍ବୃତ୍ତ ଫେରାର। ଅନ୍ୟପଟେ ସଙ୍କଟାପନ୍ନ ଅବସ୍ଥାରେ କଟକକୁ ସ୍ଥାନାନ୍ତର ହୋଇଛନ୍ତି ନାବାଳିକା ଜଣକ। ଟାଉନଥାନା ପୁଲିସ ୧୮/ ୨୨ ନମ୍ବରରେ ଏକ ମାମଲା ରୁଜୁ କରି…

ମହାବାହୁଙ୍କ ଦର୍ଶନ କଲେ ଓଡ଼ିଶା ପୁଲିସର…

ପୁରୀ: ଜଗା ଦୁଆରେ ଓଡ଼ିଶା ପୁଲିସର ନୂତନ କ୍ୟାପଟେନ୍। ଓଡ଼ିଶା ପୁଲିସର ମହାନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ବ ଗ୍ରହଣ କରିଥିବା ଆଇପିଏସ୍‌ ସୁନୀଲ ବଂଶଲ ଆଜି ମହାବାହୁଙ୍କ ଦର୍ଶନ କରିଛନ୍ତି। ଡିଜିପି ଭାବେ ଦାୟିତ୍ବ ନେବା ପରେ ଏହା ହେଉଛି ଶ୍ରୀ ବଂଶଲଙ୍କ ପ୍ରଥମ ପୁରୀ ଗସ୍ତ। ଆଜି ସକାଳେ ଶ୍ରୀମନ୍ଦିର ଯାଇ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ ବନକଲାଗି ନୀତି କରିବେ। ଏହି ସ୍ବତନ୍ତ୍ର ନୀତି ପ୍ରାୟ ୪ ଘଣ୍ଟା ଧରି ଅନୁଷ୍ଠିତ…

ପୁରୀ ଶ୍ରୀମନ୍ଦିରରେ ନାବାଳକକୁ ଯୌନ…

ପୁରୀ: ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗରେ ପୁଲିସର କାର୍ଯ୍ୟାନୁଷ୍ଠାନ। ମନ୍ଦିରରେ ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ସିଂହଦ୍ବାର ଥାନା ପୁଲିସ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କୁ ଗିରଫ କରିଛି ପୁଲିସ। ପୁଲିସ ସୂଚନା ଦେଇ କହିଛି ଯେ,…

ଆଜିଠୁ ୩ ଦିନ ଜଗା ଦର୍ଶନ ବନ୍ଦ

ପୁରୀ: ଆଜିଠୁ ତିନି ଦିନ ଜଗା ଦର୍ଶନ ବନ୍ଦ। ଏନେଇ ଘୋଷଣା କରିଛି ଶ୍ରମନ୍ଦିର ପ୍ରଶାସନ। ସୋମବାରଠୁ ନୂଆ କଟକଣାରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି। ମନ୍ଦିର ପ୍ରଶାସନ ସୂଚନା ମୁତାବକ, ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର…

ଆଜି ଶ୍ରୀମନ୍ଦିରରେ ମାଦଳା ପାଞ୍ଜି ପୂଜା

ପୁରୀ: ଆଜି ଗଣେଶ ଚତୁର୍ଥୀ। ଆଜି ଶ୍ରୀମନ୍ଦିରରେ ମଧ୍ୟ ଶ୍ରୀଗଜାନନଙ୍କ ପୂଜା କରାଯିବ। ଏହି ଅବସରରେ ମାଦଳା ପାଞ୍ଜି ପୂଜା କରାଯିବ। ବଟଗଣେଶଙ୍କ ନିକଟରେ ସ୍ବତନ୍ତ୍ର ପୂଜାବିଧି ହେବ। ବିଧିମୁତାବିକ ସନ୍ଧ୍ୟା ଧୂପ ସରିବା ପରେ ଠାକୁରଙ୍କଠାରେ ଶୀତଳଭୋଗ ଓ ବନ୍ଦାପନା ନୀତି ହେବ। ମୁଳିଆ ସୁଆଁସିଆ ଦେଇଥିବା…

ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡି…

ପୁରୀ: ବୁଧବାର ଅପରାହ୍ନରେ ପୁରୀ ଶ୍ରୀମନ୍ଦିରରେ ଅଘଟଣ। ରୋଷଘରୁ ଛେକ ବୋହିବା ବେଳେ ଗରମ ଡାଲି ପଡି ଯୁବ ସେବାୟତ ଆହତ। ଆହତ ସେବାୟତ ହେଉଛନ୍ତି ପୁରୀ ଗୌଡବାଡ ସାହିର ବିଶ୍ବଜିତ ମହାସୁଆର। ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ…

ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା

ପୁରୀ: ମହାବାହୁଙ୍କୁ ଦର୍ଶନ କଲେ ବଲିଉଡର ଷ୍ଟାର ଅଭିନେତା ଗୋବିନ୍ଦା। ମଙ୍ଗଳବାର ଶ୍ରୀମନ୍ଦିର ଆସି ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ପ୍ରଭୁଙ୍କ ଡାକରାରେ ହିଁ ସେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି। କୋଭିଡ୍ ଦ୍ବିତୀୟ ଲହରରେ କଟକଣା ଭିତରେ ଶ୍ରୀମନ୍ଦିରରେ ଭକ୍ତଙ୍କ…