Odisha Link
Bridging the Missing Links in Odisha
Browsing Tag

Railway

ପ୍ରେମୀଯୁଗଳଙ୍କ ମଧ୍ୟରେ ଝଗଡ଼ା, ରାଗରେ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ରେ ଓଡ଼ିଶାର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା। ବାହାନଗା ବଜାର ଷ୍ଟେସନ୍‌ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ସିଗ୍‌ନାଲ୍‌ ବିଭ୍ରାଟ ଯୋଗୁଁ ଘଟିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଏବେ ତାମିଲନାଡ଼ୁର…

ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୧୦ ହଜାର…

ଓଏଲ୍‌ ବ୍ୟୁରୋ : ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ ରେଳ ମନ୍ତ୍ରୀ ଗଣମାଧ୍ୟମ ସାମ୍ନାରେ ମତ ରଖିଛନ୍ତି।ଚଳିତବର୍ଷ ଠାରୁ ରେଳପଥ ନିର୍ମାଣ କାମ ବୃଦ୍ଧି କରାଯିବ। ଚଳିତବର୍ଷ ୨୮୦ କିମି ରେଳପଥ ନିର୍ମାଣ କରାଯିବ। ୫୭ଟି ଷ୍ଟେସନର ଆଧୁନିକୀକରଣ ହେବ କହିଲେ ରେଳ ମନ୍ତ୍ରୀ। ରେଳ ବଜେଟରେ ଓଡିଶାକୁ ୧୦ ହଜାର…

କାଲିଠୁ ଗଡ଼ିବ ଶ୍ରୀଜଗନ୍ନାଥ ଯାତ୍ରା…

ଓଏଲ୍‌ ବ୍ୟୁରୋ : ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟକ ଟ୍ରେନ୍ କାଲି ଯାତ୍ରା ଶୁଭାରମ୍ଭ କରିବାକୁ ଯାଉଛି। ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଯାତ୍ରାର ଶୁଭାରମ୍ଭ କରିବେ। ୮ ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଯିବ…

ରାଜ୍ୟ ରାଜନୀତିରେ ମଣ୍ଡି-ରେଳ ପ୍ରସଙ୍ଗ

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପରେ ପୁଣିଥରେ ଆକ୍ସନ ମୁଡରେ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି । ଦୁଇଟି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ପରସ୍ପରକୁ କାଉଣ୍ଟର କରିବା ସହିତ ଦୋଷ ଲଦାଲଦି ହୋଇଛନ୍ତି। ଭାରତୀୟ ଜନତା ପାର୍ଟି ମଣ୍ଡି ସମସ୍ୟାକୁ ନେଇ ବିଜେଡିକୁ ଟାର୍ଗେଟ କରିଥିବା…

‘ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ବଡ଼ ଖବର। ବିଶ୍ବପ୍ରସିଦ୍ଧ ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍‌। ଏନେଇ ଆଜି ବଡ଼ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନ୍‌କ୍ଲେଭରେ ଯୋଗ ଦେଇ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଜଗନ୍ନାଥ ଏକ୍ସପ୍ରେସ୍‌ ଦ୍ବାରା ଜଗନ୍ନାଥଙ୍କ…

କୋରେଇ ଟ୍ରେନ୍‌ ଦୁର୍ଘଟଣା : ଚାଲିଗଲା ୪…

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ଯାଜପୁ ଜିଲ୍ଲା କୋରେଇ ରେଳ ଷ୍ଟେସନରେ ମର୍ମନ୍ତୁଦ ଦୁର୍ଘଟଣା। କୋରେଇ ଯାତ୍ରା ବିଶ୍ରାମଗାର ଭିତରକୁ ପଶିଗଲା ମାଲବାହୀ ଟ୍ରେନ୍। ଲାଇନ୍‌ଚ୍ୟୁତ୍‌ ହେବାରୁ ପ୍ରାୟ ୧୦ଟି ବଗି ପଶିଆସିଥିଲା। ଯାହାଫଳରେ ଯାତ୍ରୀ ବିଶାମ୍ରଗାରଟି ଭୁଶୁଡ଼ି ପଡ଼ିବା ସହ ୪ ଜଣଙ୍କର ମୃତ୍ୟୁ ହୋଇଥିବା…

ରେଳ ଯାତ୍ରୀଙ୍କ ପାଇଁ ନୂଆ ନିୟମ,…

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି। ଏଣିକି ଯାତ୍ରୀମାନେ ରାତିରେ ମୋବାଇଲ୍, ଲାପଟପ୍ କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ସାମଗ୍ରୀ ଚାର୍ଜ କରିପାରିବେ ନାହିଁ। ଏଥିସହ ଟ୍ରେନରେ ସ୍ମୋକିଂ କରୁଥିବା ବେଳେ ଧରାପଡ଼ିଲେ ଜରିମାନା ଆଦାୟ କରାଯିବ ବୋଲି ରେଳବାଇ ପକ୍ଷରୁ…

ଏଣିକି ‘୧୩୯’ ନମ୍ବରରୁ ମିଳିବ ରେଳ…

ଭୁବନେଶ୍ବର: ଭାରତୀୟ ରେଳବାଇର ସମସ୍ତ ହେଲ୍ପଲାଇନ ନମ୍ବରକୁ ମିଶ୍ରଣ କରାଯାଇ ଗୋଟିଏ ହେଲ୍ପଲାଇନ୍ ନମ୍ବର କରାଯାଇଛି। ଏଣିକି ଯାତ୍ରୀମାନେ ୧୩୯ ନମ୍ବର ଡାଏଲ୍ କରି ରେଳ ସଂପର୍କିତ ସବୁ ସୂଚନା ପାଇ ପାରିବେ। ଯାତ୍ରୀଙ୍କ ସୁବିଧା ଲାଗି ଭିନ୍ନ ଭିନ୍ନ ନମ୍ବରକୁ ଏକୀକୃତ କରାଯାଇ ଗୋଟିଏ ହେଲ୍ପଲାଇନ୍ ନମ୍ବର…

ଆଜିଠୁ ଗଡ଼ିବ ୨୦୦ ବିଶେଷ ଟ୍ରେନ୍, ୧ ଲକ୍ଷ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପ୍ରତିହତ କରିବା ପାଇଁ ମାର୍ଚ୍ଚ ୨୪ରୁ ଲାଗୁ ହୋଇଥିଲା ଲକ୍‌ଡାଉନ୍। ଲକ୍‌ଡାଉନ୍‌ର ୬୮ ଦିନ ପରେ ଆଜିଠୁ ଦେଶରେ ଆରମ୍ଭ ହେଉଛି ଅନ୍‌ଲକ୍‌ର ପ୍ରଥମ ପର୍ଯ୍ୟାୟ। ଏଥିସହିତ ଆଜିଠାରୁ ସାରା ଦେଶରେ ଚାଲିବ ୨ଶହ ବିଶେଷ ଟ୍ରେନ୍‌। ପୂର୍ବରୁ କେବଳ ପ୍ରବାସୀଙ୍କ ପାଇଁ ଶ୍ରମିକ…

ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ

ପୁରୀ: ଆଗକୁ ପୁରୀରଥ ଯାତ୍ରା। ତା’ ପୂର୍ବରୁ ସ୍ନାନଯାତ୍ରା। ଏହି ସମୟରେ ସାଧାରଣତଃ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟେ। ହେଲେ ଏଥର ପରିସ୍ଥିତି ଭିନ୍ନ। କରୋନାକୁ ସଂକ୍ରମଣକୁ ନେଇ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ୫ମ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରାଯିବାର ସମ୍ଭାବନା ମଧ୍ୟ…