Odisha Link
Bridging the Missing Links in Odisha
Browsing Tag

Railway

ଆଜିଠୁ କାଉଣ୍ଟରରେ ମିଳିବ ରିଜର୍ଭ…

ଭୁବନେଶ୍ବର: ଆଜିଠାରୁ କାଉଣ୍ଟରରେ ମିଳିବ ଟ୍ରେନ୍‌ ଟିକେଟ୍। ଏଣିକି ରିଜର୍ଭେସନ୍‌ କାଉଣ୍ଟରରେ ମିଳିବ ଟ୍ରେନ୍‌ ଟିକେଟ୍‌। ତେବେ କେଉଁ କେଉଁ ରେଲ୍‌ୱେ ଷ୍ଟେସନରେ ରିଜର୍ଭେସନ୍‌ ଟିକେଟ କାଉଣ୍ଟର ଖୋଲିବ ସେନେଇ ସଂପୃକ୍ତ ରେଲ୍‌ୱେ ଜୋନ୍ ନିଷ୍ପତ୍ତି ନେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। କେବଳ…

ଆଜିଠୁ ଟ୍ରେନ୍‌ ଟିକେଟ୍‌ ବୁକିଂ, କେମିତି…

ଭୁବନେଶ୍ବର: ଲକ୍‌ଡାଉନ୍‌ କଟକଣା ମଧ୍ୟରେ ଦେଶବାସୀଙ୍କ ପାଇଁ ଖୁସି ଖବର। କାରଣ ଜୁନ୍‌ ପହିଲାରୁ ଭାରତୀୟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ନନ୍‌-ଏସି ଟ୍ରେନ୍‌ ଚଳାଚଳ କରିବ। ଏଥିପାଇଁ ଆଜିଠୁ କେବଳ ଅନଲାଇନ୍‌ (ଆଇଆରସିଟିସି ୱେବସାଇଟ୍‌)ରେ ଟିକେଟ୍‌ ବୁକିଂ କରାଯାଇପାରିବ।…

ଭଲ ଖବର: ଜୁନ ପହିଲାରୁ ଚାଲିବ ନନ୍-ଏସି…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ବିରୋଧ ଲଢ଼େଇ ମଧ୍ୟରେ ଭଲ ଖବର। ଜୁନ୍‌ ୧ ତାରିଖରୁ ସାରା ଦେଶରେ ୨୦୦ଟି ନନ୍‌ ଏସି ଟ୍ରେନ୍‌ ଚଳାଚଳ ଆରମ୍ଭ କରିବ। ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ। https://twitter.com/PiyushGoyal/status/1262767697441353728 ପ୍ରତିଦିନ ଦେଶରେ…

ଜୁନ ୩୦ ପର୍ଯ୍ୟନ୍ତ ବାତିଲ ହେଲା ସମସ୍ତ…

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ସଙ୍କଟ ଜାରି ରହିଥିବାବେଳେ ରେଲୱେ ପକ୍ଷରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଶ୍ରମିକ ସ୍ପେଶାଲ ଟ୍ରେନ ଏବଂ କେତେକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏହାମଧ୍ୟରେ ଭାରତୀୟ ରେଲୱେ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିବା ସମସ୍ତ ଟ୍ରେନ…

ଏପ୍ରିଲ୍ ୧୫ରୁ ସେବା ଆରମ୍ଭ କରିବାକୁ…

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହି ଲକ୍‌ଡାଉନ୍‌ ଅବଧି ଏପ୍ରିଲ ୧୪ ଯାଏ ଚାଲୁ ରହିବ। ଏପ୍ରିଲ ୧୪ ପରେ ଅର୍ଥାତ ୧୫ ତାରିଖରୁ ରେଲୱେ ତାହାର ସେବା ଆରମ୍ଭ କରିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଛି। ଏଥିପାଇଁ ରେଲୱେ ପକ୍ଷରୁ ଏହାର ସମସ୍ତ ସୁରକ୍ଷାକର୍ମୀ, କର୍ମଚାରୀ,…

ରେଲେଓ୍ୱ ଗୃହ କମିଟିଙ୍କ ପ୍ରଥମ ବୈଠକ…

ଭୁବନେଶ୍ୱର : ରେଲେଓ୍ୱ ଗୃହ କମିଟିଙ୍କ ପ୍ରଥମ ବୈଠକ ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାରେ ରେଳ ସଂପ୍ରସାରଣ ଓ ଉନ୍ନତିକରଣ ଉପରେ ଏକ ସ୍ମାରକ ପତ୍ର (ମେମୋରାଣ୍ଡମ୍‌) କେନ୍ଦ୍ର…

ବଦଳିଲା ରେଳ ନିୟମ, ୧୩୯ ନମ୍ବରରେ ମିଳିବ…

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଲା ରେଳବାଇ ବୋର୍ଡ। କାରଣ କିଛିଟା ନିୟମ ବଦଳାଇଛି ରେଳବାଇ ବୋର୍ଡ। ଜଣେ ସରକାରୀ କର୍ମଚାରୀଙ୍କ ଟିକେଟ କନଫର୍ମ ଥିଲେ ଯଦି ସେ କୌଣସି କାରଣରୁ ଯାଇପାରୁନାହାଁନ୍ତି ତେବେ ସେହି ଟିକେଟରେ ଆଉ ଜଣେ ସରକାରୀ କର୍ମଚାରୀ ଯାଇପାରିବେ। ହେଲେ ଏଥିପାଇଁ ଟ୍ରେନ…

ରେଳବାଇରେ ୧୮ ଘଣ୍ଟାର ଯାତ୍ରା ୧୨…

ନୂଆଦିଲ୍ଲୀ : ସମୟ ବହୁତ ମୂଲ୍ୟବାନ । କିପରି ଅଳ୍ପ ସମୟରେ ଅଧିକ କିମ୍ବା କାମଟି କିପରି ସ୍ବଳ୍ପ ସମୟରେ ସରିଯିବ ସେଥି ପ୍ରତି ଅନେକ ବ୍ୟବସ୍ଥା କରାଯାଇଥାଏ । ଯାତାୟାତ ପାଇଁ ସାଧାରଣତଃ ଟ୍ରେନ, ବସର ବ୍ୟବହାର କରାଯାଇଥାଏ । ବର୍ତ୍ତମାନ ଭାରତୀୟ ରେଳବାଇ ଆଧୁନିକ ଟ୍ରେନ୍‍ କଣ୍ଟ୍ରୋଲ୍‍ ବ୍ୟବସ୍ଥା…

ମହଙ୍ଗା ହେବ ଟ୍ରେନ୍‌ରେ ଖାଇବା ମୂଲ୍ୟ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଚା’ ଜଳଖିଆ ଓ ଭୋଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଏଣିକି ଟ୍ରେନରେ ଯାତ୍ରା କରିବା ସମୟରେ ଚା’,ଜଳଖିଆ ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ଖାଲି ସେତିକି ନୁହେଁ ଟ୍ରେନ୍ ଟିକେଟ ବୁକିଂ ସମୟରେ ଏବାଦରେ ଅର୍ଥ ଦେବାକୁ ପଡ଼ିବ। ରାଜଧାନୀ,…

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ…

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଥିବା ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ ଅବସରରେ ଏକ ଶପଥ ପାଠ ଉତ୍ସବ ପାଳନ କରାଯାଇଅଛି। ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଜାତି, ଧର୍ମ, କ୍ଷେତ୍ର, ଭାଷାଗତ…