Odisha Link
Bridging the Missing Links in Odisha
Browsing Tag

School

ସ୍କୁଲ ମିଶ୍ରଣ ନେଇ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର: ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲରେ ହେବ ମିଶ୍ରଣ । ଏହା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିଷ୍ପତ୍ତି ବଦଳାଇଲେ ସରକାର। ସିଡୁଲ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ଥାଇପାରେ। ରାଜ୍ୟରେ ୭୭୭୨ ସ୍କୁଲ୍‌କୁ ମିଶ୍ରଣ ପାଇଁ…

ଇତିହାସ ପାଲଟିବ ୩୯୬ ସ୍କୁଲ, କୋରାପୁଟରେ…

କୋରାପୁଟ: ରାଜ୍ୟର ଶିକ୍ଷା କ୍ଷେତ୍ରକୁ ନେଇ ପୁଣିଥରେ ଆରମ୍ଭ ହେଲା ଚର୍ଚ୍ଚ।। କିଛିଦିନ ତଳେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ୧୪ ହଜାର ୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ନେଇ ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଅପରପକ୍ଷେ ୨୦୧୮ ରେ ନିଆଯାଇଥିବା ଏହି…

ବଦଳିଲା ସ୍କୁଲ ଖୋଲିବା ନିର୍ଦ୍ଦେଶ

ଭୁବନେଶ୍ବର: ନବମରୁ ଦ୍ବାଦଶ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଇ ଦିଆଯାଇଛି। ନିଷ୍ପତ୍ତି ବଦଳିବା ନେଇ ଏସଆରସିଙ୍କ ପକ୍ଷରୁ ସାନି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ। ନଭେମ୍ବର ୧୫ ପରେ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ।…

ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି…

ଭୁବନେଶ୍ୱର: ଦୀପାବଳି ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ କଳ୍ପନା ଜଳ୍ପନା ଲାଗିରହିଛି। ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ନିର୍ଦ୍ଧିଷ୍ଟ ଭାବେ କୌଣସି ନିଷ୍ପତ୍ତି ନିଆ ଯାଇନାହିଁ।…

ଦୀପାବଳି ପରେ ଖୋଲିପାରେ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଖୋଲିପାରେ ସ୍କୁଲ। ସ୍କୁଲ ଖୋଲିବା ନେଇ ଛାତ୍ରଛାତ୍ରୀଙ୍କ ଠାରୁ ଅଭିଭାବକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ପ୍ରଶ୍ନ। ଏହାରି ମଧ୍ୟରେ ସ୍କୁଲ ଖୋଲିବା ନେଇ ଖବର ଆସୁଛି। ରାଜ୍ୟରେ ଦୀପାବଳୀ ପରେ ଖୋଲିପାରେ ସ୍କୁଲ। କେତେକ ରାଜ୍ୟରେ ସ୍କୁଲ ଓ କଲେଜ ଧୀରେ ଧୀରେ ସ୍ୱାଭାବିକ…

ସ୍କୁଲ୍‌ରେ ଆରମ୍ଭ ହେବ କିଚେନ୍ ଗାର୍ଡେନ

ଭୁବନେଶ୍ୱର: ଏଣିକି ସ୍କୁଲରେ ଆରମ୍ଭ ହେବ କିଚେନ୍ ଗାର୍ଡେନ ବ୍ୟବସ୍ଥା। ଭୋଜନ ଯୋଜନା ଅଧୀନରେ ଏହି ଯୋଜନା ଆରମ୍ଭ ହେବ। ଏହି ଯୋଜନା ମୁତାବକ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯିବ। ମଧ୍ୟାହ୍ନ ଭୋଜନରେ ସେହି ପନିପରିବାକୁ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ ହେବ। କିଚେନ୍ ଗାର୍ଡେନ…

ପୂଜା ଛୁଟି ଯାଏଁ ସ୍କୁଲ, କଲେଜ ବନ୍ଦ:…

ଭୁବନେଶ୍ବର: ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ…

ସ୍କୁଲ, କଲେଜ ବନ୍ଦ ଥିଲେ ବି ହେବ…

ଭୁବନେଶ୍ବର: ଅନଲକ୍‌ ୧ର ନୂଆ ଗାଇଡଲାଇନ୍‌ ପ୍ରକାଶ ପାଇବାର ଦିନକ ପରେ ରାଜ୍ୟ ସରକାର ଗାଇଡଲାଇନ୍‌ରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ଥିଲେ ମଧ୍ୟ ସ୍କୁଲ ଏବଂ କଲେଜରେ ପରୀକ୍ଷା ପରିଚାଳନା କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର…

ଜୁନ୍‌ ୧୭ରେ ଖୋଲିବ ନାହିଁ ସ୍କୁଲ:…

ଭୁବନେଶ୍ବର: ବର୍ତ୍ତମାନ ସମୟରେ ରାଜ୍ୟରେ ଖୋାଲିବ ନାହିଁ ସ୍କୁଲ। ପୂର୍ବରୁ ଜୁନ୍‌ ୧୭ ପର୍ଯ୍ୟନ୍ତ ସ୍କୁଲ ଛୁଟି କରିଥିଲେ ସରକାର। ହେଲେ ସ୍ଥିତିର ଅନୁଧ୍ୟାନ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନେବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ବର୍ତ୍ତମାନ ଲକ୍‌ଡାଉନ୍‌…

ଘୁଞ୍ଚିଲା ମାଟ୍ରିକ୍‌ ଖାତାଦେଖା ତାରିଖ,…

ଭୁବନେଶ୍ବର: ମହାବାତ୍ୟା "ଅମ୍ପାନ୍" ପାଇଁ ଘୁଞ୍ଚିଲା ମାଟ୍ରିକ୍‌ ଖାତାଦେଖା। ମହାବାତ୍ୟାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ଚଳିତ ମାସ ୨୦ ତାରିଖରେ ମାଟ୍ରିକ୍‌ ଖାତାଦେଖା ଆରମ୍ଭ ହୋଇଥାନ୍ତେ। ହେଲେ ଏହା ପରିବର୍ତ୍ତେ ମେ’ ୨୧ରୁ ମାଟ୍ରିିକ୍ ଖାତାଦେଖା ହେବ। ଘରଠୁ ୧୦ କିଲୋମିଟର…