Odisha Link
Bridging the Missing Links in Odisha
Browsing Tag

Tomorrow

‌ଆସନ୍ତାକାଲି ଓଡ଼ିଶା ଆସିବେ…

ଭୁବନେଶ୍ୱର: ‌ଆସନ୍ତାକାଲି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି। ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ସେ କାଲି ୧୧ଟା ୨୦ ମିନିଟରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ସ୍ୱାଗତ କରିବା ପରେ…

ଆସନ୍ତାକାଲି ରାଜ୍ୟ ବଜେଟ୍

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ବଜେଟ୍। ଏହି ବଜେଟ୍‌ରେ ଗତବର୍ଷ ତୁଳନାରେ ଚଳିତ ବର୍ଷର ବଜେଟର ପରିମାଣ ବୃଦ୍ଧି ପାଇପାରେ। ସୂଚନା ଅନୁସାରେ, ବଜେଟର ବ୍ୟୟ ଅଟକଳ ପାଖାପାଖି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଛୁଇଁପାରେ। କରୋନାର ମହାମାରୀ ରାଜ୍ୟ ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ କେନ୍ଦ୍ର ବଜେଟରେ…

ଆସନ୍ତାକାଲି ଓଡ଼ିଶା ବନ୍ଦ

ଭୁବନେଶ୍ୱର: ଦିନକୁ ଦିନ ପେଟ୍ରୋଲ, ଡିଜେଲ୍ ଓ ଏଲ୍‌ପିଜି ଗ୍ୟାସ୍‌ ଦର ଅହେତୁକ ଭାବେ ବଢ଼ି ଚାଲିଛି। ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି। ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆସନ୍ତାକାଲି ୬ ଘଣ୍ଟା ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଯାଏ ବନ୍ଦ ଡାକରା ଦେଇଛି…

ଆସନ୍ତାକାଲି ରାଷ୍ଟ୍ରପତି ଭାବେ ଶପଥ ନେବେ…

ଆମେରିକା: ଆସନ୍ତାକାଲି ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବିଡେନ୍। ଶପଥଗ୍ରହଣ ଉତ୍ସବକୁ ଗୋଟିଏ ଦିନ ବାକିଥିବା ବେଳେ, ଓ୍ୱାସିଂଟନ ଡିସି ଓ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପାଇଁ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି। ଜୋ ବିଡେନଙ୍କ ଶପଥ…

କାଲିଠୁ ଖୋଲିବ ଧବଳେଶ୍ବର ମନ୍ଦିର

ଆଠଗଡ: ଆସନ୍ତା କାଲିଠୁ ଖୋଲିବ ଧବଳେଶ୍ବର ମନ୍ଦିର। ମନ୍ଦିର ଖୋଲିବା ନେଇ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି। କାଲି ମନ୍ଦିର ଖେଲିବା ପରେ କେବଳ ପୂଜକଙ୍କ ପରିବାର ହିଁ ଧବଳେଶ୍ବରଙ୍କର ଦର୍ଶନ କରିପାରିବେ। ଆସନ୍ତା ୯ ତାରିଖରେ ଏବଂ ୧୦ ତାରିଖରେ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଦର୍ଶନ…

କରୋନା କଟକଣା‌ ମଧ୍ୟରେ କାଲିଠୁ ଖୋଲିବ…

ଭୁବନେଶ୍ୱର: ଦୀର୍ଘ ୯ ମାସ କରୋନା କଟକଣା ପରେ ଆସନ୍ତା କାଲିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସ୍କୁଲ ଖୋଲିବା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। କ୍ଲାସରୁମ୍, ଲାଇବ୍ରେରୀ, ଶୌଚାଳୟ ଆଦିକୁ…

କାଲି ସକାଳ ୮ଟାରୁ ଭୋଟ୍ ଗଣତି: ରାଜ୍ୟ…

ଭୁବନେଶ୍ୱର: ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଭୋଟ ଗଣତି କରାଯିବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୁଶିଲ ଲୋହାନୀ ସୂଚନା ଦେଇ କହିଛନ୍ତି ଯେ, ଭୋଟ ଗଣତି ସକାଳ ୮ଟାରେ ଆରମ୍ଭ କରାଯିବ। କୋଭିଡ କଟକଣା…

ଆସନ୍ତାକାଲି ଅଟଳ ସୁଡ଼ଙ୍ଗକୁ ଉଦଘାଟନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରୋହତଙ୍ଗଠାରେ ଅଟଳ ସୁଡ଼ଙ୍ଗକୁ ଉଦଘାଟନ କରିବେ। ଏହା ହେଉଛି ବିଶ୍ୱର ସର୍ବବୃହତ ସୁଡ଼ଙ୍ଗ ରାଜପଥ। ୯ କିଲୋମିଟର ୨୦୦ ମିଟର ଦୀର୍ଘ ଏହି ସୁଡ଼ଙ୍ଗ ମନାଲିକୁ ଲାହୁଲ-ସ୍ପିତି ଉପତ୍ୟକା ସହ ସଂଯୋଗ କରିବ। ଏହି ସୁଡ଼ଙ୍ଗ ଯୋଗୁଁ ବର୍ଷର ସବୁ ସମୟରେ ମନାଲି ଓ…

କାଲିଠୁ ଟ୍ରେନ୍ ସେବା ସ୍ୱାଭାବିକ

ଭୁବନେଶ୍ୱର: ଆସନ୍ତା କାଲି ପଶ୍ଚିମବଙ୍ଗରୁ ଲକଡାଉନ ସମ୍ପୂର୍ଣ୍ଣ ହଟୁଥିବାରୁ ଏଣିକି ଟ୍ରେନ ସେବା ସ୍ୱାଭାବିକ ହେବ। ବାତିଲ ହୋଇଥିବା ଟ୍ରେନ ସବୁ ନିୟମିତ ଚାଲିବ। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ଆଜି କୁହାଯାଇଛି।ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ସ୍ପେଶାଲ ଟ୍ରେନ ଉଭୟ ଦିଗରୁ ଯଥାରୀତି ଚଳାଚଳ…

ନିର୍ଭୟା ମାମଲା: ଦୋଷୀଙ୍କ ସବୁ ଚାଲ୍‌…

ନୂଆଦିଲ୍ଲୀ: ଫାଶୀ ପାଇଁ ସଫା ହେଲା ରାସ୍ତା । ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। କାଲି ସକାଳ ୫.୩୦ରେ ୪ ଜଣ ‘ନିର୍ଭୟା ଦୋଷୀ’ଙ୍କୁ ଫାଶୀ ହେବା ନିଶ୍ଚିତ ହୋଇଯାଇଛି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛି ଏବଂ ଡେଥ୍ ୱାରେଂଟ ରୋକ୍ ଆବେଦନକୁ ଖାରଜ…