Odisha Link
Bridging the Missing Links in Odisha
Browsing Tag

Tomorrow

କାଲି ଓଡ଼ିଶା ଆସୁଛନ୍ତି ଶାହ

ଭୁବନେଶ୍ବର: ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଆସନ୍ତା କାଲି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ। କାଲି ସକାଳ ୧୦ଟା ୧୦ରେ ଭୁବନେଶ୍ବରରେ ପହଞ୍ଚିବେ ଶାହ। ସକାଳ ୧୦.୪୦ରୁ ଦିନ ୨ ଟା ପର୍ଯ୍ୟନ୍ତ ଲୋକସଭା ଭବନରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ…

କାଲିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ…

ଓ୍ବିଲିଙ୍ଗଟନ: କାଲିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ସିରିଜ। ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଟେଷ୍ଟ୍ ଫେବୃୟାରୀ ୨୧ରୁ ୨୫ତାରିଖ ଯାଏଁ ଓ୍ବିଲିଙ୍ଗଟନର ବେସିନ୍ ରିଜର୍ଭ ପାର୍କରେ ଖେଳାଯିବ। ଉଭୟ ଟିମ୍ ଦୁଇ ଦିନ ପୂର୍ବରୁ ଏଠାରେ ପହଞ୍ଚି ମ୍ୟାଚ୍‌ ଜିତିବା ପାଇଁ ଅଭ୍ୟାସ…

କାଲି ଶିବରାତ୍ରି ଚଳ ଚଂଚଳ ଶୈବପୀଠ

ଭୁବନେଶ୍ବର: ଆସନ୍ତା କାଲି ମହା ଶିବରାତ୍ରି। ମହା ଶିବରାତ୍ରି ପାଇଁ ରାଜ୍ୟରେ ଥିବା ସମସ୍ତ ଶୈବ ପୀଠଗୁଡିକ ଚଳ ଚଂଚଳ। ଜାଗର ପାଇଁ ବିଶେଷ କରି ଶ୍ରୀ ଲିଙ୍ଗରାଜ, ଶ୍ରୀ ଲୋକନାଥ, ଶ୍ରୀ ଆଖଣ୍ଡଳମଣି, ଗୁପ୍ତେଶ୍ୱର, ହରିଶଙ୍କର, ଚନ୍ଦନେଶ୍ୱର, ଧବଳେଶ୍ୱର, କପିଳେଶ୍ୱର, କପିଳାସ, ଐଶାନେଶ୍ୱର, ଓଁକାରେଶ୍ୱର,…

କାଲିଠୁ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର: କାଲିଠାରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି, ପିଲାମାନେ…

ନିର୍ଭୟା ମାମଲା: କାଲିକୁ ଘୁଞ୍ଚିଲା…

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଡେ‌ଥ୍‌ ଓ୍ବାରେଣ୍ଟ ଶୁଣାଣି ଘୁଞ୍ଚାଇଲେ କୋର୍ଟ। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ କାଲିକୁ ଡେ‌ଥ୍‌ ଓ୍ବାରେଣ୍ଟ ଶୁଣାଣି ଘୁଞ୍ଚାଇଛନ୍ତି। ଦୋଷୀ ବିନୟଙ୍କ ଓକିଲ କାଲି ତଥ୍ୟ ରଖିଲେ ହେବ ଶୁଣାଣି। ନୂଆ ଡେ‌ଥ୍‌ ଓ୍ବାରେଣ୍ଟ ଜାରି ଆବେଦନ ଉପରେ ଚାଲିଥିଲା ଶୁଣାଣି।…

ଆସନ୍ତାକାଲି ସୁପ୍ରିମକୋର୍ଟରେ ନିର୍ଭୟା…

ନୂଆଦିଲ୍ଲୀ: ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ନିର୍ଭୟା ମାଲାର ଶୁଣାଣି। ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେନ୍ଦ୍ର ସରକାର। ଏହି ଆବେଦନକୁ…

କାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ…

ମୁମ୍ବାଇ: କାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍। ଅଷ୍ଟ୍ରେଲିଆ ସହ ଚଳିତ ମାସରେ ଭାରତ ତିନୋଟି ଦିନିକିଆ ସିରିଜ୍ ଖେଳିବ। ପ୍ରଥମ ମ୍ୟାଚ୍ ଜାନୁଆରୀ ୧୪ ତାରିଖ ଅର୍ଥାତ୍‌ କାଲି ମୁମ୍ବାଇଠାରେ ଖେଳାଯିବ। ଦ୍ବିତୀୟ ମୁକାବିଲା ୧୭ ତାରିଖରେ ରାଜକୋଟ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍‌ ୧୯ ତାରିଖରେ…

ପୁଣି କାଲିଠୁ ବର୍ଷା

ଭୁବନେଶ୍ୱର: ସବ୍‌-ହିମାଳୟର ପଶ୍ଚିମବଙ୍ଗରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଯାଏ ବର୍ଷା ଲାଗି ରହିବ। ଆସନ୍ତାକାଲି ଓଡ଼ିଶାର ୮ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,…

କାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର: ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ବିଭିନ୍ନ ପ୍ରସଙ୍ଗରେ ବିଧାନସଭାର ଏହି ଅଧିବେଶନ ବେଶ୍ ଉଷ୍ମ ହେବ ବୋଲି ଆକଳନ କରାଯାଉଥିବାବେଳେ ପ୍ରଥମ ଦିନରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ସହ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ମଧ୍ୟ ଆଗତ ହେବାର…

ଅଯୋଧ୍ୟା ରାୟ: ଆସନ୍ତାକାଲି ସକାଳ ସାଢେ…

ନୂଆଦିଲ୍ଲୀ: ଆସନ୍ତାକାଲି ହେଉଛି ଶନିବାର। ଆସିବ ବହୁ ପ୍ରତୀକ୍ଷିତ ଐତିହାସିକ ଅଯୋଧ୍ୟା ମାମଲା ରାୟ। ଏହି ମାମଲାର ରାୟ ସକାଳ ୧୦.୩୦ ସମୟରେ ଆସିବ ବୋଲି ଜାତୀୟ ଗଣମାଧ୍ୟମମାନଙ୍କରେ ଖବର ପ୍ରକାଶ ପାଇଛି। https://twitter.com/ANI/status/1192828827753275392 ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି…