Odisha Link
Bridging the Missing Links in Odisha
Browsing Tag

UAE

ପ୍ରଥମ ଓଡ଼ିଆ ଭାବେ ମୋନା ବିଶ୍ୱରୂପାଙ୍କୁ…

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଝିଅ ମୋନା ବିଶ୍ୱରୂପା ମହାନ୍ତିଙ୍କୁ ପ୍ରଥମ ଓଡ଼ିଆ ଭାବେ ମିଳିଛି UAE ଗୋଲ୍ଡେନ ଭିସା। ଫଳରେ ୟୁଏଇରେ ୧୦ ବର୍ଷ ଯାଏ ସେ ବିନା ବାଧାରେ ବସବାସ କରିପାରିବେ। ୨୦୧୯ରେ ଏହି ଗୋଲ୍ଡେନ୍ ଭିସାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହି ଭିସା ଦ୍ୱାରା ୫ ବର୍ଷ କିମ୍ବା ୧୦ ବର୍ଷ ଯାଏ ବିନା…

ୟୁଏଇରେ ଖେଳାଯିବ ଟି-୨୦ ବିଶ୍ୱକପ୍

ନୂଆଦିଲ୍ଲୀ: ଚଳିତବର୍ଷ ୟୁଏଇରେ ଖେଳାଯିବ ଟି-୨୦ ବିଶ୍ୱକପ। ଏନେଇ ଆଜି ବିଭାଗୀୟ ଅଧିକାରୀ ଘୋଷଣା କରିଛନ୍ତି। କରୋନା ସମୟରେ ଭାରତରେ ଏହି ମ୍ୟାଚ୍ ଆୟୋଜନ ନେଇ ସନ୍ଦେହ ଥିବା ବେଳେ ଆଜି ବିସିସିଆଇ ତରଫରୁ ଆଇସିସିକୁ ସୂଚନା ଦିଆଯାଇଛି। ଟି-୨୦ ବଶ୍ୱକପ୍ ଅକ୍ଟୋବର କିମ୍ବା ନଭେମ୍ବରରେ ହୋଇପାରେ। ଟି-୨୦…

ଟି-୨୦ ବିଶ୍ବକପକୁ ୟୁଏଇରେ ଆୟୋଜନ ପାଇଁ…

ମୁମ୍ବାଇ: ଟି୨୦ ବିଶ୍ବକପକୁ ୟୁଏଇରେ ଆୟୋଜନ ନେଇ ବିସିସିଆଇର ଯୋଜନା। ଭାରତରେ କରୋନା ସ୍ଥିତିରେ ଉନ୍ନତି ଆସିଥିଲେ ବି ବିପଦ ଟଳିନଥିବାରୁ ବିସିସିଆଇ ଏପରି ଯୋଜନା କରୁଛି। ଟି୨୦ ବିଶ୍ବକପକୁ ୟୁଏଇରେ ଆୟୋଜନ କରାଯିବା ସମ୍ପର୍କରେ ବିସିସିଆଇ ସଚିବ ଜୟ ଶାହା ସଂକେତ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତରେ…

UAEରେ ହେବ IPL-୧୪ର ବଳକା ମ୍ୟାଚ୍:…

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୪ ତମ ସଂସ୍କରଣକୁ ନେଇ ଆସିଲା ବଡ଼ ଖବର। ଭାରତରେ କୋଭିଡ ସ୍ଥିତି ଅଣାୟତ୍ତ ହେବାରୁ ଆଇପିଏଲ ୧୪ର ଅଧାରୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଏବେ ଆଇପିଏଲର ବଳକା ମ୍ୟାଚ୍‌ ୟୁଏଇରେ ଖେଳାଯିବ ବୋଲି ଶନିବାର ହୋଇଥିବା ଏସଜିଏମ୍‌ ବୈଠକରେ ବିସିସିଆଇ ନିଷ୍ପତ୍ତି…

ଚଳିତବର୍ଷ IPL ଖେଳିବେନି ରାଇନା, ଘରକୁ…

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ୍‌ ଖେଳିବେନି CSKର ଉପ-ଅଧିନାୟକ ଷ୍ଟାର ଖେଳାଳି ସୁରେଶ ରାଇନା। ବ୍ୟକ୍ତିଗତ କାରଣରୁ ଭାରତ ଫେରିଛନ୍ତି ଏହି ବାମହାତି ବ୍ୟାଟସମ୍ୟାନ୍। ଫଳରେ ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ ବୋଲି ସୂଚନା ରହିଛି। ଯାହାଫଳରେ CSK କୁ ଲାଗିଛି ଆଉ ଏକ ଝଟକା। ବ୍ୟକ୍ତିଗତ କାରଣରୁ ସୁରେଶ…

ସେପ୍ଟେମ୍ବର ୧୯ରୁ IPL, ଚୀନ କମ୍ପାନୀ…

ଓଏଲ୍‌ ବ୍ୟୁରୋ: ଗୋଟିଏ ପଟେ ଚୀନ୍‌ ପ୍ରସ୍ତୁତ ଆପ୍‌କୁ ନିଷିଦ୍ଧ କରୁଥିବା ଭାରତ ଏଇ କରୋନା କାଳରେ ଆଇପିଏଲ୍‌ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଅଣ୍ଟା ଭିଡ଼ିଛି। ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ଯାଏଁହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୟୁନାଇଟେଡ୍‌ ଆରବ ଏମିରଟ୍‌ସ (ୟୁଏଇ)ରେ ଅନୁଷ୍ଠିତ ହେବ।…

ଆଇପିଏଲ୍‌ କୁ ଗ୍ରୀନ୍‌ ସିଗନାଲ, ୟୁଏଇରେ…

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର। ୨ଟି ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ଏବଂ ଆଇସିସି ଟି-୨୦ ବିଶ୍ଵକପ୍‌କୁ ବନ୍ଦ କରାଯିବା ପରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ବାଟ ଖୋଲିଛି।ଶେଷରେ ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ସବୁଜ ସଙ୍କେତ ଦେଇଛନ୍ତି। ୟୁନାଇଟେଡ୍‌ ଆରବ…

ଆଇପିଏଲ୍‌ ୧୩: ସେପ୍ଟେମ୍ବର ୧୯ରୁ ଆରମ୍ଭ,…

ନୂଆଦିଲ୍ଲୀ: କରୋନା କାଳରେ ଚଳିତ ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୟୁଏଇରେ ଖେଳାଯିବ। ଆଇପିଏଲର ୧୩ ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୮ରେ ଶେଷ ହେବ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଆସନ୍ତା ସପ୍ତାହରେ ଆଇପିଏଲର ଗଭର୍ଣ୍ଣିଂ ବୈଠକ ଅନୁଷ୍ଠିତ ହେବ।…

ଦୁବାଇକୁ ୫୫ ଲକ୍ଷ…

ଦୁବାଇ: ଭାରତ ପକ୍ଷରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)କୁ ୫୫ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପଠାଯାଇଛି ବୋଲି ଗତକାଲି ରାତିରେ ଜଣାଇଛନ୍ତି ସ୍ଥାନୀୟ ସରକାର। ଏଥିପାଇଁ ୟୁଏଇ ପକ୍ଷରୁ ଭାରତକୁ ଧନ୍ୟବାଦ ଦିଆଯାଇଛି। ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ମ୍ୟାଲେରିଆ ବଟିକା ହୋଇଥିଲେ ହେଁ ଏହା କରୋନା…

କରୋନା ପାଇଁ ଭାରତ-ୟୁଏଇ ଶିଖର ସମ୍ମିଳନୀ…

ନୂଆଦିଲ୍ଲୀ: ଘାତକ କରୋନା ଭାଇରସ ଏବେ ସାରା ବିଶ୍ବରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ-ୟୁଏଇ ଶିଖର ସମ୍ମିଳନୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ଉଭୟ ପକ୍ଷ ନିଷ୍ପତ୍ତି ନିଆଯାଇଛି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ମୁତାବକ ନୂଆଦିଲ୍ଲୀ ଏବଂ ବ୍ରସେଲ୍ସ…