Odisha Link
Bridging the Missing Links in Odisha
Browsing Tag

wuhan

ପୁଣି ଉହାନରେ ବ୍ୟାପିଲା ମହାମାରୀ କରୋନା

ଉହାନ: କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଉହାନରେ ପୁଣି ବ୍ୟାପିଛି ମହାମାରୀ କରୋନା। ୭ ମାସ ପରେ କରୋନା ସଂକ୍ରମଣ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବଢୁଥିବା ସଂକ୍ରମଣକୁ ଦେଖି ଅଧିକ ସଂଖ୍ୟକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଚୀନରେ ଲକ୍‌ଡାଉନ କଡାକଡ଼ି କରାଯିବା ସହ ଯାତ୍ରା ଉପରେ…

COVID-19: ୭୬ ଦିନ ପରେ ଚୀନର ଉହାନ…

ବେଜିଂ: ମହାମାରୀ କରୋନା ଭାଇରସର ମୂଳ ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ଉହାନ୍ ସହର ପ୍ରାୟ ୧୧ ସପ୍ତାହର ଲକ୍‌ଡାଉନ୍‌ ଆଜି ସମାପ୍ତ ହୋଇଛି। ୭୬ ଦିନର ଲକ୍‌ଡାଉନ୍‌ ପରେ ଗତକାଲି ମଧ୍ୟରାତ୍ରିରୁ ଉହାନ ସହରରୁ ଲକ୍‌ଡାଉନ୍‌ ଉଠିଯାଇଛି। କରୋନା ଏହି ସହରରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିବା ପରେ ଜାନୁଆରୀ…

ଉହାନରୁ ୧୨୦ ଭାରତୀୟଙ୍କୁ ଆଣିବ ସି-୧୭…

ନୂଆଦିଲ୍ଲୀ : ମହାମାରୀର ରୂପ ନେଇ ଆତଙ୍କ ସୃଷ୍ଟି କରିଛି କରୋନା। କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ଫଳରେ ସାରା ବିଶ୍ବ ଏବେ କରୋନାକୁ ନେଇ ଭୟଭିତ। ସେପଟେ କରୋନା ଭାଇରସ୍‌ର ଏନ୍ତୁଡିଶାଳ କୁହାଯାଉଥିବା ଉହାନରେ ସହରରେ ଫଶି ରହିଛନ୍ତି ୧୨୦ ଭାରତୀୟ। ସେହି ୧୨୦ ଭାରତୀୟ…

‘କରୋନା’ ଆତଙ୍କ: ୪୯୨ ଜଣ ମୃତ

ବେଜିଂ: ଦିନକୁ ଦିନ କରୋନା ଭାଇରସ୍ ନିଜ କାୟା ମେଲାଇବା ସହ ମହାମାରୀର ରୂପ ନେଇଛି। କେବଳ ଚୀନ ନୁହେଁ ଏହି ଭୂତାଣୁକୁ ଏବେ ସାରା ବିଶ୍ଵରେ କୋକୁଆ ଭୟ ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ‘କରୋନା’ ଆତଙ୍କରେ ୪୯୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୪ ହଜାର ୩୨୪ ଜଣ ଆକ୍ରାନ୍ତ ଅଛନ୍ତି। ଏହି ଭୂତାଣୁ ଚୀନ…

କରୋନା ଆତଙ୍କ: ୪୨୫ ମୃତ୍ୟୁ, ୨୦ ହଜାରରୁ…

ଚୀନ: ଚୀନରେ କାୟା ମେଲାଉଥିବା ‘କରୋନା ଭାଇରସ୍'ରେ ମୃତ୍ୟୁ ସଂଖ୍ୟା ୪୨୫ରେ ପହଞ୍ଚିଛି। ଗତକାଲି ସୁଦ୍ଧା ‘କରୋନା ଭାଇରସ୍'ରେ ୩୬୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଆଉ ୬୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ୨୦ ହଜାରରୁ ଊର୍ଦ୍ଧ୍ଵ ବ୍ୟକ୍ତି ଆକ୍ରାନ୍ତ ହେଲେଣି। ଦେଶରେ ଆକ୍ରାନ୍ତଙ୍କ…

କରୋନା ଭାଇରସ୍: ଚୀନରେ ୨୫୯ ମୃତ, ୧୫ହଜାର…

ବେଜିଂ: ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ ଏବେ ଚୀନ୍‌ ସମେତ ୨୩ଟି ଦେଶକୁ ବ୍ୟାପିଛି। କରୋନା ଭାଇରସ୍‌ ଦିନକୁ ଦିନ ଏହାର କାୟା ବିସ୍ତାର କରୁଛି। ଚୀନ୍‌ରେ ଆଜି ସୁଦ୍ଧା ମୃତ୍ୟୁସଂଖ୍ୟା ୨୫୯କୁ ବୃଦ୍ଧି ପାଇଥିବା ବେଳେ ବିଶ୍ବବ୍ୟାପୀ ୧୫ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।…

କରୋନାଭାଇରସ୍‌: ଉହାନ୍‌ରୁ ନୂଆଦିଲ୍ଲୀ…

ନୂଆଦିଲ୍ଲୀ: କରୋନାଭାଇରସ୍‌ର ଏନ୍ତୁଡିଶାଳ ଉହାନ୍‌ରେ ଫଶି ରହିଥିବା ୩୨୪ ଜଣ ଭାରତୀୟ ଦିଲ୍ଲୀରେ ପହଞ୍ଚିଛନ୍ତି। ଏୟାର୍‌ ଇଣ୍ଡିଆର ସ୍ବତନ୍ତ୍ର ବିମାନ ଜମ୍ବୋ ବି୭୪୭ରେ ସେମାନଙ୍କୁ ଉହାନ୍‌ରୁ ଉଦ୍ଧାର କରାଯାଇଛି। ଗତ ରାତି ୧: ୧୯ରେ ଏୟାର୍‌ ଇଣ୍ଡିଆ ଏହି ବିମାନ ୩୨୪ଜଣ ଯାତ୍ରୀଙ୍କୁ ଧରି ଭାରତ ଅଭିମୁଖେ…

ଉହାନ୍‌ରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର…

ନୂଆଦିଲ୍ଲୀ: ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସର ଏନ୍ତୁଡ଼ିଶାଳ ଉହାନ୍‌ରେ ଫଶି ରହିଥିବା ୪୦୦ ଭାରତୀୟଙ୍କୁ ଉଦ୍ଧାର ପାଇଁ ଉହାନ୍‌ରେ ପହଞ୍ଚିଛି ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ। ଆଜି ଅପରାହ୍ଣରେ ଏହି ବିମାନ ଉହାନ୍‌ରେ ପହଞ୍ଚିଛି। ଆଜି ବିଳମ୍ବିତ ସନ୍ଧ୍ୟାରେ ଉହାନ୍‌ରେ ଫଶିଥିବା ୪୦୦…

କରୋନା ପାଇଁ ଗ୍ଲୋବାଲ ଇମର୍ଜେନ୍ସି,

ଉହାନ: ଦିନକୁ ଦିନ ଭୟଙ୍କର ରୂପ ନେଇ ନିଜର କାୟା ବିସ୍ତାର କରୁଛି କରୋନା ଭାଇସ। ସାରା ବିଶ୍ୱରେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି ଏହି ଭାଇରସ୍। ଆଜି କରୋନା ଭାଇସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କରାଯାଇଛି। ଚାଇନାରେ ବର୍ତ୍ତମାନ ସୁଦ୍ଧା ଏହି ଭାଇରସ ଜନିତ…

କରୋନା ଭାଇରସ୍‌ : ଉଦ୍ଧାର ପାଇଁ…

ନୂଆଦିଲ୍ଲୀ: ଉହାନ୍‌ ସହରରେ କରୋନାଭାଇରସ୍‌ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଏହାକୁ ଆଖି ଆଗରେ ରଖି ଉହାନକୁ ସିଲ୍‌ କରି ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଇଛନ୍ତି ଚୀନ ସରକାର। ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ସେମାନଙ୍କୁ ସେଠାରୁ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଆକୁଳ ନିବେଦନ…