Odisha Link
Bridging the Missing Links in Odisha
Daily Archives

July 12, 2019

୩ ସରକାରୀ କର୍ମଚାରୀ ନିଲମ୍ବିତ

ଯାଜପୁର : ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ଯାଜପୁର ଯୋଗାଣ ବିଭାଗ କାର୍ଯ୍ୟାଳୟର ୩ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଘଟଣାକୁ ନେଇ ବେଶ ଆଲୋଚନାର ବିଷୟ ହୋଇଛି । ଯାଜପୁର ଯୋଗାଣ ବିଭାଗ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନନ୍ଦ, ଜୁନିଅର ଆକାଉଣ୍ଟାଣ୍ଟ ଗୌତମ ରାୟ ଓ…

ସୋସିଆଲ ମିଡିଆରେ ଭାଇରାଲ ହେଲା ମହିଳାଙ୍କ…

କୋଟଗଡ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ବେଳର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ତୁମୁଡିବନ୍ଧ ଗୋଷ୍ଠୀ…

ଦେଓଗାଁ ଅତିରିକ୍ତ ତହସିଲଦାରଙ୍କୁ ଗିରଫ…

ବଲାଙ୍ଗୀର : ବଲାଙ୍ଗୀର ଜିଲା ଦେଓଗାଁ ତହସିଲର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀଙ୍କୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଗିରଫ କରିଛି। ଦେଓଗାଁର ଏକ ବାଲିକ୍ୱାରୀ ଟେଣ୍ଡର ନେଇଥିବା ବୀରେନ ଦଳେଇଙ୍କ ଠାରୁ ଅନୁମତି ସମ୍ବନ୍ଧୀୟ ଫର୍ମ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ରାଜେନ୍ଦ୍ରଙ୍କୁ…

ଡକାୟତି ଉଦ୍ୟମ ପଣ୍ଡ

ଭୁବନେଶ୍ବର : ଡକାୟତି ଉଦ୍ୟମ କରୁଥିବାବେଳେ ୫ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ମାରଣାସ୍ତ୍ର ସହ ଲଙ୍କାଗୁଣ୍ଡ ଜବତ କରିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଲିଙ୍ଗରାଜ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଖବର ପାଇ ବଶିଷ୍ଠନଗର କେନାଲ ବନ୍ଧ ନିକଟରେ…

ବିରୋଧୀ ଦଳ ନେତା ଚୟନ ପ୍ରସଙ୍ଗ: କ୍ଷୋଭ…

ଭୁବନେଶ୍ୱର: ଆଉ ଚୁପ୍‌ ରହିବେ ବା କେତେ ଦିନ। ଶେଷରେ ବିଧାନସଭାରେ ବିରୋଧୀ ଦଳ ନେତା ନହେବାର କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର। ଗଣମାଧ୍ୟମ ସମ୍ମୁଖରେ ଜୟନାରାୟଣ ନିଜର ମନ କଥା ଜଣାଇଛନ୍ତି। ସେ କହିଛନ୍ତି ଯେ, ବିରୋଧୀ ନେତା ପାଇଁ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସବୁ ବିଧାୟକ…

ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାରେ…

ବଲାଙ୍ଗିର : ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଚାଲିଥିବାବେଳେ ନକଲି ପରିକ୍ଷାର୍ଥୀ ଧରାପଡିଛି । ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲାରେ ଦେଖିବାକି ମିଳିଛି । ଗତକାଲି ଗଣିତ ପରୀକ୍ଷା ଚାଲିଥିବା ବେଳେ ବଲାଙ୍ଗୀର ସହର ପି ଆର ହାଇସ୍କୁଲରେ ପତିତପାବନ ସ୍କୁଲର ଜଣେ ଛାତ୍ରଙ୍କ ଗଣିତ ଭଲ ହେଉନଥିବାରୁ ସେ ତାଙ୍କ…

ପାଣି ବୋଝେଇ ଟ୍ରେନ ପହଞ୍ଚିଲା ଚେନ୍ନାଇରେ

ଚେନ୍ନାଇ: ଚେନ୍ନାଇବାସୀଙ୍କ ପାଇଁ ଖୁସି ଖବର। କାହିଁକିନା ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଥିବା ଚେନ୍ନାଇବାସୀଙ୍କୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ଭେଲୋରରୁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ୫୦ ୱାଗନ ପାଣି ଚେନ୍ନାଇରେ ପହଞ୍ଚିଛି। ଏହି ୫୦ ୱାଗନ୍‌ରେ ୨.୫ ମିଲିୟନ ଲିଟର ପାଣି ରହିଛି। ଭେଲୋରର…

ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର…

ଭୁବନେଶ୍ବର: ୨୦୧୯ ବର୍ଷ ପାଇଁ ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଚଳିତବର୍ଷ ଏହି ସମ୍ମାନଜନକ ପୁରସ୍କାର କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ପାଇଛନ୍ତି। ଗୁରୁବାର ବିଶ୍ୱମୈତ୍ରୀ ସ୍ଥାପନ କ୍ଷେତ୍ରରେ ଡକ୍ଟର ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ…

ଭାରତ-ପାକିସ୍ତାନ ମ୍ୟାଚର ବଲ ୧.୫ ଲକ୍ଷରେ…

ନୂଆଦିଲ୍ଲୀ: ଆଉ ୨ ଦିନ ପରେ କ୍ରିକେଟ ମହାକୁମ୍ଭ ସମାପ୍ତ ହେବ। କିନ୍ତୁ ଛାଡ଼ିଯିବ ଅନେକ ସ୍ମୃତି ଓ ଅନୁଭୂତି। କ୍ରିକେଟ ପ୍ରେମୀ ବିଶ୍ବକପର ସ୍ମୃତିକୁ ତାଜା କରିବା ପାଇଁ ଆପଣାଇଥାନ୍ତି ବହୁତ ଉପାୟ। କିଏ ବିଶ୍ବକପର ସ୍ମୃତିକୁ ମନେ ରଖିବା ପାଇଁ ଫଟୋ ଉଠେଇଥାଆନ୍ତି ଆଉ କେହି କେହି ନିଜ ମନ ପସନ୍ଦର…

ଜୁଲାଇ ୧୬ ଯାଏଁ କୌଣସି ନିଷ୍ପତ୍ତି…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କର୍ଣ୍ଣାଟକ ରାଜନୈତିକ ସଙ୍କଟ ମାମଲା। ଦିନକୁ ଦିନ ଜଟିଳ ସ୍ଥିତି ଦେଇ ଯାଉଛି କର୍ଣ୍ଣାଟକ ରାଜ୍ୟ। କର୍ଣ୍ଣାଟକା ସରକାରରୁ ଇସ୍ତଫା ଦେଇଥିବା ବିଧାୟକଙ୍କ ବାବଦରେ ସୁପ୍ରିମକୋର୍ଟଙ୍କ ନିକଟକୁ ଆବଶ୍ୟକ ତଥ୍ୟ ଆସିନାହିଁ। ତେଣୁ ଆଜି ଶୁଣାଣି କରିପାରିବେ ନାହିଁ ବୋଲି…