Odisha Link
Bridging the Missing Links in Odisha

ବଲିଉଡ ଅଭିନେତା ଅମୀର ଖାନ କରୋନା ପଜିଟିଭ

ମୁମ୍ବାଇ: ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ବଲିଉଡ଼ର ଆଉ ଜଣେ ନାମୀ ଦାମୀ କଳାକାର କରୋନା ସଂକ୍ରମିତ ହୋଇଥିବା ସୂଚନାମିିଳିଛି । ବଲିଉଡ଼ ସୁପରଷ୍ଟାର ଆମିର ଖାନ୍ ଙ୍କ ରିପୋର୍ଟ ପଜିଟିଭ ଆସିଛି । ସେ ଗାଇଡଲାଇନ ମାନି ନିଜ ଘରେ ସଂଗରୋଧରେ ରହୁଛନ୍ତି । ଗତ କିଛି ଦିନ ତଳେ…

ପୋଖରୀରୁ ମିଳିଲା ଭୋଟ୍ ବାକ୍ସ

ନୟାଗଡ : ନୟାଗଡ ଜିଲ୍ଲା ଶରଣକୂଳ ଥାନା ଗୋତିସାହି ପୋଖରୀରୁ ମିଳିଛି ଭୋଟ୍ ବାକ୍ସ। ଏହି ବକ୍ସଟି ଗୋପାଳ ସ୍ବାଇଁ ଙ୍କୁ ମାଛ ଧରୁଥିବା ସମୟରେ ମିଳିଛି। ଭୋଟ୍ ବାକ୍ସରେ ଓଏସଇସି ଲେଖା ହୋଇଥିବା ସୂଚନା ମିଳିଛି ।ତେବେ ଦୁଇଟି ବାକ୍ସ କେଉଁ ବୁଥ୍ ଓ ନିର୍ବାଚନର ଜଣା ପଡ଼ିନାହିଁ । ପ୍ରକାଶ ଯେ, ନୟାଗଡ ଜିଲ୍ଲା…

ରାଜ୍ୟରେ କରୋନା : ୧୭୦ କରୋନା…

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୧ ଜଣ ସ୍ଥାନୀୟ ସଂକ୍ରମିତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୨୪୬ରେ ପହଞ୍ଚିଛି । ଏନେଇ ରାଜ୍ୟ…

ଆଜିଠୁ ଏହି ରାଜ୍ୟରେ ବନ୍ଦ ରହିବ…

ହାଇଦ୍ରାବାଦ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ କେତେକ ଶିକ୍ଷାନୁଷ୍ଠାନରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ତେଲେଙ୍ଗାନା ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆଜିଠାରୁ ବନ୍ଦ ଘୋଷଣା କରିଛନ୍ତି। ତେବେ ଅନଲାଇନ୍ କ୍ଲାସ ଜାରି ରହିବ ବୋଲି ସରକାରଙ୍କ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜେସିବି…

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅମ୍ବାସରଭଟା ଗାଁ ଛକରେ ଅଭାବନୀୟ ଘଟଣା ଘଟିଛି । ଶତ୍ରୁତାକୁ କେନ୍ଦ୍ରକରି ଜେସିବି ଡ୍ରାଇଭର ଉପରକୁ ଗୁଳିମାଡ। ଡ୍ରାଇଭର ହେଲେ ଅଡାଲ ଗାଁର ଭଜନ ପ୍ରଧାନ। ସୁବଲୟା ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଭର୍ତ୍ତି କରିଛି । ଅଭିଯୁକ୍ତ ଜଣଙ୍କ ହେଲେ…

ରାଜ୍ୟରେ ଖାଲି ପଡ଼ିଛି ବିଜ୍ଞାନ ଶିକ୍ଷକ…

ଭୁବନେଶ୍ବର: ରାଜ୍ୟରେ ଖାଲି ପଡ଼ିଛି ଶିକ୍ଷକ ପଦବୀ। ପ୍ରାୟ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି।ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ ୨୦୧୫ -୧୬ରୁ ୨୦୧୮-୧୯ ମଧ୍ୟରେ ବିଜ୍ଞାନ ଘର ନିର୍ମାଣ ପାଇଁ ୫୨୦ କୋଟି ନିବେଶ କରାଯାଇଛି । ବିଜ୍ଞାନ ଉପକରଣ ପାଇଁ ୩୫୧କୋଟି ଟଙ୍କା ପ୍ରଦାନ…

କାନ୍ଥରୁ ପଡି ନାବାଳକ ମୃତ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ମହୁମୁହାଣ ପଞ୍ଚାୟତ ଗୋପାଳପୁର ମଲିଚୁଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଖେଳୁଥିବା ସମୟରେ କାନ୍ଥରୁ ପଡି ନାବାଳକ ମୃତ। ପ୍ରକାଶ ଯେ, ମଲିଚୁଆ ଗ୍ରାମର ଶ୍ୟାମ ସିଂଙ୍କର ୧୨ବର୍ଷର ନାବାଳକ ପୁଅ ରାଜା ଛୁଆମାନଙ୍କ ସହିତ ଘର ନିକଟରେ ଥିବା ଏକ ଭଙ୍ଗା କାନ୍ଥ…

ହୋଟଲରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଏକ ହୋଟଲରୁ ମୃତ ଦେହ ଉଦ୍ଧାର କରାଯାଇଛି ।ଏହି ଘଟଣାଟି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଦେଖିବାକୁ ମିଳିଛି। ମୃତକ ଜଣଙ୍କ ହେଲେ କଟକର ଅଭିଷେକ ନାୟକ । ସେ ଗତ ଦୁଇ ଦିନ ତଳେ କଟକରୁ ନିଖୋଜ ହୋଇଯାଇଥିଲେ। ମୃତ୍ୟୁର କାରଣ ଜଣା ପଡ଼ିନଥିବା ବେଳେ ପୁଲିସ…

ରାଜଧାନୀରୁ ୧୪ କରୋନା ପଜିଟିଭ୍ ଚିହ୍ନଟ

ଭୁନନେଶ୍ବର: ପୁଣି କାୟା ମେଲାଇ ଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଆଜି ବିଏମ୍‌ସି…

ଆସିଲା କେନ୍ଦ୍ରର ଏପ୍ରିଲ ଗାଇଡଲାଇନ

ନୂଆଦିଲ୍ଲୀ: ଆସିଲା କେନ୍ଦ୍ର ସରକାରଙ୍କର ଏପ୍ରିଲ ମାସ ପାଇଁ ଗାଇଡଲାଇନ। ଆଜି ଏପ୍ରିଲ ମାସ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର। ଗାଇଡଲାଇନରେ କୋଭିଡ୍ କଟକଣା କଡାକଡି କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୋଭିଡ୍ ନିୟମ ପାଳନ ପାଇଁ ରାଜ୍ୟ ସରକାରମାନଙ୍କୁ କଡା…