Odisha Link
Bridging the Missing Links in Odisha

କଡ଼ାକଡ଼ି ହେଲା କଟକଣା, ପ୍ରବାସୀଙ୍କୁ…

ମାଲକାନଗିରି: ମାଲକାନଗିରରେ କଡ଼ାକଡ଼ି ହେଲା କଟକଣା। ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ନେଇ ଘୋଷଣା ହୋଇଥିବା ବେଳେ ମାଲକାନଗିରି ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ମାଲକାନଗିରିକୁ ବାହାର ରାଜ୍ୟରୁ ଫେରୁଥିଲେ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି। ୭ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧ…

ରିଲିଜ୍ ହେଲା ଫିଲ୍ମ ‘ଥଲାଇଭି’ର…

ମୁମ୍ବାଇ: ରିଲିଜ୍‌ ହେଲା କଙ୍ଗନା ରାନାୱତଙ୍କ ଅଭିନୀତ ଫିଲ୍ମ ‘ଥଲାଇଭି’ର ଟ୍ରେଲର୍। ଫ୍ୟାନ୍ସମାନେ ଏହି ଟ୍ରେଲରକୁ ବେଶ ପସନ୍ଦ କରୁଛନ୍ତି। ଆଜି କଙ୍ଗନାଙ୍କ ଜନ୍ମଦିନ ଅବସରରେ ଏହି ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମଟି ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ, ଯିଏ…

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ…

ନୂଆଦିଲ୍ଲୀ: ପୁଣି ନିଜର କାୟା ବିସ୍ତାର କଲାଣି ମହାମାରୀ କରୋନା। ଦେଶରେ ପୁଣି କରୋନା ସଂକ୍ରମଣ ହାର ଦିନୁ ଦିନ ବଢ଼ିବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବେ ପୁଣି ଚିନ୍ତାଜନକ ହୋଇ ପଡିଛି। ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏନେଇ ଆଜି ଟିକାକରଣ…

କମିଲା ସୁନା ଦର, କେତେ ଜାଣନ୍ତୁ

ନୂଆଦିଲ୍ଲୀ: ପୁଣି କମିଲା ସୁନା ଦର। ଗୁଡ ରିଟର୍ନ ଅନୁସାରେ ଆଜି ୨୨ କ୍ୟାରେଟ ସୁନାର ଗ୍ରାମ୍ ପ୍ରତି ଦର ୧୨ ଟଙ୍କାକୁ ଖସିଛି। ଫଳରେ ୧୦ ଗ୍ରାମ୍ ସୁନା ଦର ୪୩ ହଜାର ୯୨୦ରୁ ଖସି ୪୩ ହଜାର ୮୦୦ରେ ପହଞ୍ଚିଛି। ଏଥିସହ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ୍ ପ୍ରତି ୧୨୦ ଟଙ୍କା କମିଛି। ଯାହା ପରେ ଏହାର ମୂଲ୍ୟ…

ସଜାଗ ନ ରହିଲେ, ସରକାର ବି କିଛି କରି…

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଜନସାଧାରଣଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ, ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବାକୁ। ଯଦି ନିଜ ଘର କିମ୍ବା ଘର ପାଖରେ କେହି…

ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ…

ଭୁବନେଶ୍ୱର: ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମେଡ଼ିକାଲ୍‌ ଓ ଇଞ୍ଜିନିୟରିଂରେ ସଂରକ୍ଷଣ ନେଇ ବିଧାନସଭାରେ ସଂକଳ୍ପ ଆଗତ ହୋଇଛି। ମେଡ଼ିକାଲ ଓ ଇଞ୍ଜିନିୟରିଂ ପଢ଼ିବା ପାଇଁ ସରକାରୀ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ୧୫% ସଂରକ୍ଷଣ ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକଳ୍ପ ଆଣିଛନ୍ତି।…

ଯୌତୁକ ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା…

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନୂଆଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଘର ପଛପଟେ ଥିବା ଏକ ଗଛରୁ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ପତ୍ନୀ ଝିଲି। ଯୌତୁକ ପାଇଁ ମହିଳାଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା…

କାର୍‌ର ସିକ୍ରେଟ୍ ଚାମ୍ବରୁ ଗଞ୍ଜେଇ ଜବତ,…

ନବରଙ୍ଗପୁର : ରାଜ୍ୟରେ ଗଞ୍ଜେଇ ଚାଲଣା ବଢିବାରେ ଲାଗିଛି। ବାହାର ରାଜ୍ୟକୁ ବେଧଡ଼କ ଚାଲିଛି ଗଞ୍ଜେଇର ଚୋରା କାରବାର । ଆଜି ଗଞ୍ଜେଇ ଚାଲଣା ବେଳେ୩୦ରୁ ୩୫ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ । ଘଟଣାସ୍ଥଳରୁ ୨ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ପୁଲିସ । ପ୍ରକାଶ ଯେ, ଦାମନଯୋଡ଼ିରୁ ଏକ କାର୍‌ର ସିକ୍ରେଟ…

ପୁଣି ଶିମିଳିପାଳ ଜଙ୍ଗଲରେ ନିଆଁ

କରଞ୍ଜିଆ: ପୁଣି ଶିମିଳିପାଳ ଜଙ୍ଗଲରେ ନିଆଁ। ଶିମିଳିପାଳ ଜାତୀୟ ଉଦ୍ୟାନର ୨୨ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ।ବନବିଭାଗ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରହିଛି। ଶିମିଳିପାଳ ଉତ୍ତର ଜୋନରେ ୧୯ଟି ଓ ଦକ୍ଷିଣ ଜୋନରେ ୩ ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସୂଚନା ଦେଇଛନ୍ତି…

ଏସ୍‌ଟିଏଫ୍‌ ପଞ୍ଝାରେ ୨ ବାଘ ଛାଲ…

ଭୁବନେଶ୍ୱର : ଦେବଗଡ ବାରକୋଟ ନିକଟରୁ ବାଘ ଛାଲ ଜବତ। ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍ କଲପତରିଆ ବାଘ ଛାଲ ଜବତ କରିଛି। ଏସ୍‌ଟିଏଫ୍‌ ୨ ବାଘ ଛାଲ ବ୍ୟବସାୟୀଙ୍କୁ ଗିକଫ କରିଛି। ପ୍ରକାଶ ଯେ, ଦେବଗଡ଼ ଜିଲ୍ଲାରେ ବାଘ ଛାଲର ଚୋରା କାରବାର ନେଇ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ନିକଟରେ ଖବର ରହିଥିଲା । ଯାହାକୁ…