Odisha Link
Bridging the Missing Links in Odisha

କଟକର ଆଉ ଏକ ଶିକ୍ଷାନୁଷ୍ଠାନରୁ ୪କରୋନା…

କଟକ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କଟକର ଆଉ ଏକ ଶିକ୍ଷାନୁଷ୍ଠାନରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର XIMBରୁ ୪୫ ଜଣ ପଜିଟିଭ ଚିହ୍ନଟ ପରେ ଶିକ୍ଷନୁଷ୍ଠାନକୁ ସିଲ୍‌ କରି ଦିଆଯାଇଛି। ପୁଣି କଟକର ଆଉ ଏକ ଘରୋଇ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।…

ରାଜ୍ୟରେ କରୋନା: ୧୧୩ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ଉପର ମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୦୭୬ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ…

ନିର୍ବାଚନ ଲଢ଼ିବା ପାଇଁ ଗୃହ ସହାୟିକାଙ୍କୁ…

କୋଲକାତା: ଆଗକୁ ଆସୁଛି ବିଧାନସଭା ନିର୍ବାଚନ। ବିଜେପି ଜଣେ ମହିଳାଙ୍କୁ ଟିକେଟ ଦେଇଛନ୍ତି । ଯିଏ ଅନେକ ବର୍ଷରୁ ରାଜନୀତିରେ ସକ୍ରିୟ ଅଛନ୍ତି। ସେ ହେଲେ କଲିତା ମାଝୀ । ପୂର୍ବରୁ ସେ ଘର ଘର ବୁଲି ଗୃହ ସହାୟିକା କାର୍ଯ୍ୟ କରୁଥିଲେ। ଏବେ ତାଙ୍କର ଭାଗ୍ୟ ପୁରା ବଦଳି ଯାଇଛି। ସେ ନିର୍ବାଚନ ପ୍ରଚାର କରିବା…

ଛାତ୍ରଙ୍କୁ ରାଗିଂ କରିବା ପଡ଼ିଲା ମହଙ୍ଗା

ସମ୍ବଲପୁର: ରାଗିଂ କରିବା ପଡ଼ିଲା ମହଙ୍ଗା । ବୁର୍ଲା ଭୀମସାର୍‌ରେ MBBS ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ରାଗିଂ ଘଟଣାରେ MBBS ଚତୁର୍ଥ ବର୍ଷର ୧୮ ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା କରାଯାଇଛି। ଏସମ୍ପର୍କରେ ସେମାନଙ୍କର ଅଭିଭାବକଙ୍କୁ ଜଣାଇ…

ଭିଜିଲାନ୍ସ ଜାଲରେ ଜିଆରଏସ

କେନ୍ଦୁଝର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଘଟଗାଁ ପାଟଣା ପଞ୍ଚାୟତର ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ମିଶ୍ର। ସୌଭାଗ୍ୟଲକ୍ଷ୍ମୀଙ୍କ ଅଫିସ, ଘଟଗାଁରେ ଥିବା ହୋଟେଲ ସାବିତ୍ରୀ, ନିଜସ୍ୱ ବାସଭବନ ଓ ଜଣେ ସମ୍ପର୍କୀୟ ଭାଇଙ୍କ ଘର…

ରମାଦେବୀ ଛାତ୍ରୀଙ୍କୁ ଅପହରଣ ; ୩୬ ଘଣ୍ଟା…

ଭୁବନେଶ୍ୱର: ରମାଦେବୀ ମହିଳା ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଖୋଜ। ଛାତ୍ରୀ ଜଣଙ୍କ ଓମ୍‌ଫେଡ୍‌ ବୁଥକୁ କ୍ଷୀର ଆଣିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ତାଙ୍କୁ ଅପହରଣ କରାଯାଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ୨ଟି ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । ନିଖୋଜ…

ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିବେ…

ଭୁବନେଶ୍ୱର: ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ସଂକ୍ରମଣଙ୍କର ସଂକ୍ୟା ବଢିବାରେ ଲାଗିଛି।ଏଥର ବି ଆରମ୍ଭରୁ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଗତକାଲି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ…

ରାଜ୍ୟରେ ସୁସ୍ଥ ହେଲେ ୮୨ ଜଣ କରୋନା…

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖା ଧିରେ ଧିରେ ବଢିବାରେ ଲାଗିଛି। ତେବେ ୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୩୬ ହଜାର ୨୦୬ ଜଣ କରୋନାରୁ ସୁସ୍ଥ ହୋଇସାରିଲାଣି । ଏହା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଆସନ୍ତାକାଲି ଗୃହରେ ଗାନ୍ଧୀଙ୍କ ପାଇଁ…

ଭୁବନେଶ୍ୱର : ଆସନ୍ତାକାଲି ବିଧାନସଭାରେ ମହାତ୍ମାଗାନ୍ଧୀଙ୍କ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ଆଲୋଚନା କରାଯିବ। ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ମହାତ୍ମାର ଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୁରିତ ହେଉଛି । ବାଚସ୍ପତି ଡକ୍ଟର ପାତ୍ର କହିଥିଲେଯେ,…

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମିଳିବ ଅଧିକ…

ନୂଆଦିଲ୍ଲୀ : ଲୋକସଭାରେ ପାରିତ ହୋଇଛି ଦିଲ୍ଲୀ ରାଷ୍ଟ୍ରୀୟ ରାଜଧାନୀ ରାଜ୍ୟକ୍ଷେତ୍ର ଶାସନ ବିଧେୟକ ୨୦୨୧ । ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ମିଳିବ । କିନ୍ତୁଏହି ବିଧେୟକକୁ ଆମ୍‌ ଆଦମୀ ପାର୍ଟି ପ୍ରବଳ ବିରୋଧ କରିଛି । ମନ୍ତ୍ରୀ ଜୀ କିଶନ ରେଡ୍ଡୀ କହିଛନ୍ତି, ସମ୍ବିଧାନ ଅନୁଯାୟୀ ବିଧାନସଭା…