Odisha Link
Bridging the Missing Links in Odisha

ଗୃହରେ ଉଠିଲା ଜୟନାରାୟଣ ମିଶ୍ରଙ୍କ…

ଭୁବନେଶ୍ୱର: ଆଜି ଗୃହରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଶୂନ୍ୟକାଳରେ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇଛନ୍ତି। ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀ ପ୍ରସଙ୍ଗ କହିଲେ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି ଯେ, ଆଇନ ବ୍ୟବସ୍ଥା ଶାସକ ଦଳ ପାଇଁ ଗୋଟିଏ ଓ ବିରୋଧୀ ଦଳ ପାଇଁ ଗୋଟିଏ। ମାହାଙ୍ଗା ଘଟଣାରେ ମନ୍ତ୍ରୀ…

ରାଜ୍ୟରେ କରୋନା: ୧୨୦ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୭୧୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧ ଜଣ କ୍ବାରେଣ୍ଟାଇନ୍‌ରେ…

୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ : ଲମତାପୁଟ ପୁଲିସକୁ ମିଳିଛି ବଡ଼ ସଫଳତା। ଆନ୍ଧ୍ରପ୍ରଦେଶର ସୀମାନ୍ତରୁ ହରିଆଣାକୁ ଗଞ୍ଜେଇ ଚୋରା ଚାଲଣାରେ ସମୟରେ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୁଲିସ୍। ଏହି ମାମଲା ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ପ୍ରକାଶ ଯେ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି. ପି.ଓଙ୍କ…

ସଡ଼କ ଦୁର୍ଘଟଣାରେ ଚାଲିଗଲା…

ସୁନ୍ଦରଗଡ : ସ୍କୁଲରୁ ଘରକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟତ୍ରୀଙ୍କ ଜୀବନ। ମୃତକ ଜଣଙ୍କ ହେଲେ ଦମୟନ୍ତି ପଟେଲ। ସେ ସୁନ୍ଦରଗଡ଼ ବଡ଼ମାଲ ସ୍କୁଲର ଶିକ୍ଷୟତ୍ରୀ ଭାବେ ତକାମ କରୁଥିଲେ। ଦମୟନ୍ତି ଡ୍ୟୁଟି ସାରି ନିଜ ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ହେଲେ ସୁନ୍ଦରଗଡ଼ ଟାଉନ୍‌ ଥାନା…

ଅପହରଣର ୩୬ ଘଣ୍ଟା ପରେ ଉଦ୍ଧାର ହେଲେ…

ସୋର : ଅପହରଣର ୩୬ ଘଣ୍ଟା ପରେ ଉଦ୍ଧାର ହେଲେ ସୁନା ବ୍ୟବସାୟୀ। ପୁଲିସ ଜଣେ ମହିଳାଙ୍କୁ ଅଟକ ରଖିଛନ୍ତି। ସୋର ପୁଲିସର ତନାଘନାରେ ଅପହର୍ତ୍ତାମାନେ ଡ଼ରି ସୁନା ବ୍ୟବସାୟୀଙ୍କୁ ଛାଡି ଦେଇଥିଲେ। ପ୍ରକାଶ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା ଅଟପୁର ଅଞ୍ଚଳର ପ୍ରହଲ୍ଲାଦ ବେହେରା ନାମକ ଜଣେ ଯୁବକ ସୋରରୁ…

ବିନିକା ସ୍ଥିତ ଯୁକ୍ତ ୨ କଲେଜର ୬…

ବିନିକା : ରାଜ୍ୟରେ ପୁଣି ଘାରିଲାଣି କରୋନା ପ୍ରକୋପ। କଟକ ପରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ବିନିକା ଗୋଷ୍ଠୀ…

ପୁରୀରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର: ପୁରୀ ଜିଲ୍ଲା ବଳଙ୍ଗାରୁ ନକଲି ଡାକ୍ତର ଗିରଫ। ସେ ନିଜକୁ ହୋମିଓପାଥି ଡାକ୍ତର କହି ଘରେ ପଶି ଲୁଟ୍ କରୁଥିଲେ। ଗିରଫ ନକଲି ଡାକ୍ତରଙ୍କ ନାଁ ସୂର୍ଯ୍ୟକାନ୍ତ ପଲେଇ। ପ୍ରକାଶ ଯେ, ଦୀର୍ଘ ୩୩ ବର୍ଷ ଧରି ସୂର୍ଯ୍ୟକାନ୍ତ ଚୋରି କରି ଖସି ଯାଉଥିଲେ। ପୂର୍ବରୁ ମଧ୍ୟ ସେ ଭଦ୍ରକ ପୋଲିସ ଦ୍ୱାରା…

ରାଜ୍ୟର ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ବଢୁଛି ତାପମାତ୍ରା। ଗତକାଲି ୩ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିବାବେଳେ ୭ଟି ସହର ୩୮ ଡିଗ୍ରୀ ଉପରେ ରହିଥିଲା ।ପାଣିପାଗବିତ୍ ସୂଚନାଦେଇଛନ୍ତି ଆଜି ରାଜ୍ୟର ୯ଟି ସହରରେ କାଳବୈଶାଖୀ ସମ୍ଭାବନା ରହିଛି । ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, କେନ୍ଦୁଝର,…

ବୃଦ୍ଧି ହେଲା ବିମାନ ଟିକେଟର ଦାମ

ନୂଆଦିଲ୍ଲୀ: ତୈଳ ଓ ଗ୍ୟାସ ଦର ବୃଦ୍ଧି ପରେ ଦେଶରେ ଘରୋଇ ବିମାନର ଭଡ଼ାକୁ କେନ୍ଦ୍ର ସରକାର ୫% ବୃଦ୍ଧି କରିଛନ୍ତି। ଏହା ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିମାନ ଚଳାଚଳ ପାଇଁ ଆବଶ୍ୟକ ଇନ୍ଧନ ବା ଏଭିଏସନ ଟର୍ବାଇନ ଫ୍ୟୁଏଲର ଦାମ କ୍ରମାଗତ…

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି…

ଭୁବନେଶ୍ୱର: ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସନ୍ଧ୍ୟାରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ବିମାନ ବନ୍ଦରରୁ ସିଧାସଳଖ ରାଜଭବନ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ। ଆସନ୍ତାକାଲି ସକାଳ ୯ଟା ୪୫ ମିନିଟରେ ଝାରସୁଗୁଡ଼ା ବିମାନ ବନ୍ଦରରେ…