Odisha Link
Bridging the Missing Links in Odisha

ସମ୍ ଅଲ୍‌ଟିମେଟ୍ ମେଡିକେୟାର ପକ୍ଷରୁ…

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କୁ ସାହାଯ୍ୟ କରିଥିବା କେତେକ ବରିଷ୍ଠ ନାଗରିକଙ୍କୁ ସମ୍‌ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବରିଷ୍ଠ ନାଗରିକ ସଂଘ, ଓଡ଼ିଶା ଶାଖାର ସଦସ୍ୟାମାନେ ମହାମାରୀ ସମୟରେ ଲୋକମାନଙ୍କୁ ଜରୁରୀକାଳୀନ ସେବା ପ୍ରଦାନ…

କୋଣାର୍କ ସୂର୍ଯ୍ୟ ମନ୍ଦିର ମାନବସଭ୍ୟତାର…

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଏବଂ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ କୋଣାର୍କ ସ୍ଥିତ ଭବ୍ୟ ସୂର୍ଯ୍ୟ ମନ୍ଦିର ଏବଂ ଇଣ୍ଡିଆନ ଫାଉଣ୍ଡେସନ ଟ୍ରଷ୍ଟି ଦ୍ୱାରା ନିର୍ମିତ ବିଶ୍ୱସ୍ତରୀୟ ବାଖ୍ୟାନ କେନ୍ଦ୍ରକୁ ସୋମବାର ପରିଦର୍ଶନ…

ପୁଣି ଓଡ଼ିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ

ଭୁବନେଶ୍ଵର: ପୁଣି ଓଡ଼ିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ  ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଛି। ମାର୍ଚ୍ଚ ୨୩ରୁ ୩୧ ଯାଏଁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରାଯାଇଛି । ରାତି ୯ରୁ ସକାଳ ୬ ଯାଏଁ ନାଇଟ…

ଘରକୁ ଫେରିଲା ଜଗା

କଟକ: ଫୁଲବାଣୀକୁ ଫେରିଲେ ଜଗା। ଗତ ୨ ବର୍ଷ ହେଲା କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଥିବା ଜଗା ଡିସଚାର୍ଜ ହୋଇ ଆଜି ଘରକୁ ଫେରିଲେ ଜଗା। ୨ ଜଣିଆ ଡାକ୍ତରୀ ଟିମ୍ ସହ ୧୦୮ ଆମ୍ବୁଲାନ୍ସରେ ଜଗାକୁ ଫୁଲବାଣୀ ନିଆଯାଇଛି। ଏସସିବିରୁ ଯାଇ ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନେଟରେ ଜଗା ରହିବ। ତେବେ…

ଘୋଷଣା ହେଲା ୬୭ ତମ ଜାତୀୟ ଚଳଚ୍ଚିତ୍ର…

ମୁମ୍ବାଇ: ଆଜି ୨୦୧୯ ବର୍ଷ ପାଇଁ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏଥିରେ ଓଡ଼ିଆର ୩ସିନେମାକୁ ମିଳିଛି ଜାତୀୟ ସିନେ ପୁରସ୍କାର। ସିନେମା ଗୁଡ଼ିକ ହେଲା ‘ଶ୍ରୀକ୍ଷେତ୍ରରୁ ସାହିଜାତ’, ଶଲା ବୁଢାର ବଦଲା, କାଲିର ଅତୀତକୁ ମଧ୍ୟ ସମ୍ମାନିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ…

ମାଲିକ ଘର ସାମ୍ନାରୁ ଡବଲ୍ ଡେକର୍ ବସ୍…

ନୋଏଡା : ଘର ସାମ୍ନାରୁ ଡବଲ ଡେକର ବସ୍ ଚୋରି କରି ନେଇଛନ୍ତି ଲୁଟେରା। ଏହା ଏବେ ପୁଲିସର ନିଦ ହଜେଇ ଦେଇଛି। ବସଟି ଦୁଇ ମାସ ପୂର୍ବରୁ ଚୋରି ହୋଇଥିଲେ ମଧ୍ୟ ପୁଲିସ ଏବେ ସୁଦ୍ଧା ମାମଲା ରୁଜ୍ଜୁ କରିନଥିଲା। କିଛି ଦିନ ପୂର୍ବରୁ ସ୍ଥାନୀୟ ଅଦାଲତଙ୍କ ଆଦେଶ ପରେ ବିସରଖ ଥାନାରେ ବସ ଚୋରି ମାମଲା ରୁଜ୍ଜୁ…

ଛେଳି ଚୋରି କରିବାକୁ ଆସି ବୋଲେରୋ ନେଇ…

ରାଇରଙ୍ଗପୁର : ଛେଳି ଚୋରି କରିବାକୁ ଆସି ବୋଲେରୋ ନେଇ ପଳାଇଲେ ଲୁଟେରା। ବୋଲେରୋକୁ ମୟୂରଭଞ୍ଜ ରାଇରଙ୍ଗପୁର ସହରରୁ ଜବତ କରାଯାଇଛି। ଏହି ଘଟଣାଟି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଦୁଇଟି ବୋଲେରୋ ଜବତ ହୋଇଛି। ପ୍ରକାଶ ଯେ, ଏକ ଗ୍ୟାରେଜରେ ରଙ୍ଗ ପାଇଁ ଥିବାବେଳେ ବୋଲେରୋ ଦୁଇଟିକୁ…

ଓଡ଼ିଶାକୁ ଫେରିପାରେ ଲକଡ଼ାଉନ

ଭୁବନେଶ୍ୱର: ରାଜ୍ୟରେ ପୁଣି ମୁଣ୍ଡ ଉଠାଇଲାଣି କରୋନା। ପୁଣି ଓଡ଼ିଶାକୁ ଫେରିପାରେ ଲକଡ଼ାଉନ। ଏହାରି ଭିତରେ କୋଭିଡ ନିୟମ ନମାନିବାର ପରିଣାମନେଇ ସତର୍କ କରାଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ନିମୟ ନମାନିବା ଅର୍ଥ ଲକଡାଉନକୁ ଆମନ୍ତ୍ରଣ କରିବା ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଦରକାର…

୪ ଅଧିକାରୀଙ୍କ ବିରୋଧରେ…

ଭୁବନେଶ୍ୱର: ରାଜ୍ୟ ସରକାର ୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଟିଟିଲାଗଡ ବ୍ଲକର ପୂର୍ବତନ ଏସଇଓ ବଳରାମ ସୁନା ଚାକିରିରୁ ବରଖାସ୍ତ ହୋଇଛନ୍ତି । ସେହିପରି ଆଠମଲ୍ଲିକର ଷ୍ଟାଟିଷ୍ଟିକାଲ ଆସିଟାଣ୍ଟ ବସନ୍ତ ସାହୁ ଚାକିରିରୁ ବରଖାସ୍ତ ହୋଇଛନ୍ତି । ଅନ୍ୟ ୨ ସରକାରୀ ଅଧିକାରୀଙ୍କ…

ହୋଲି ଉପଲକ୍ଷେ ବିଏମସି ପକ୍ଷରୁ ଜାରି…

ଭୁବନେଶ୍ୱର: ହୋଲି ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ଜାରି ହେଲା ଗାଇଡଲାଇନ୍। ଏହା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏସଆରସିଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରାଯିବ। ରାଜଧାନୀରେ ଦୋଳ ଓ ହୋଲି ପାଇଁ…