Odisha Link
Bridging the Missing Links in Odisha

ମାହାଙ୍ଗା ଛାତ୍ରୀ ମୃତ୍ୟୁ ଘଟଣା:…

ଓଏଲ୍‌ ବ୍ୟୁରୋ: ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହି ମାମଲାରେ ଏସପି ମିହିର ପଣ୍ଡା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତଦନ୍ତ ବ୍ୟାପକ ହେବ। ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବ। କୌଣସି ବି ଦିଗ ଛଡ଼ାଯିବନି। ଘଟଣାରେ ସଂପୃକ୍ତ ସମସ୍ତଙ୍କୁ…

ରାଜ୍ୟରେ ମାଡ଼ିଚାଲିଛି ଡେଙ୍ଗୁ: ୨୦୦୦…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଥମିବାର ନା ନେଉନି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୨୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏ ବର୍ଷ ଅଗଷ୍ଟ ୧୬ ସୁଦ୍ଧା ୨,୧୧୧ ରୋଗୀ ଚିହ୍ନଟ ହେଲେଣି। ଗତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା…

ରାଜଧାନୀରେ ଚାଞ୍ଚଲ୍ୟ: ଏକ ବନ୍ଦ ଘରୁ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବାଲିଅନ୍ତା ଥାନା ରାମଚନ୍ଦ୍ରପୁରରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୁଲିସ…

୨୫ରେ ଆଉ ଏକ ଘୂର୍ଣ୍ଣିବଳୟ! ରାଜ୍ୟରେ…

ଓଏଲ୍‌ ବ୍ୟୁରୋ: ପୁଣି ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡ଼ିଶା ତତ-ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହା ଆଗାମୀ ୨ ରୁ ୩…

ରେଳ ଧାରଣା ନିକଟରୁ ଲ୍ୟାଣ୍ଡମାଇନ…

ଓଏଲ୍‌ ବ୍ୟୁରୋ: ନକ୍ସଲଙ୍କ ବଡ଼ଧରଣର ଯୋଜନା ପଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ସୁନ୍ଦରଗଡ଼ ରେଳ ଧାରଣା ନିକଟରୁ ଲ୍ୟାଣ୍ଡମାଇନ ଜବତ ହୋଇଛି। ଟୋପାଡ଼ି ରେଳ ଷ୍ଟେସନ ନିକଟରୁ ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଥିବାବେଳେ ଲ୍ୟାଣ୍ଡମାଇନ ୧୦ କେଜି ଓଜନର ବୋଲି ସୂଚନା ରହିଛି। ବୋମା ନିଷ୍କ୍ରିୟ ଟିମ୍‌…

ଲଘୁଚାପ ପ୍ରଭାବ: ରାଜ୍ୟର ୧୧ ଜିଲ୍ଲାକୁ…

ଓଏଲ୍‌ ବ୍ୟୁରୋ: ପୁଣି ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି। ଗତକାଲି ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡ଼ିଶା ତତ-ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହା ଆଗାମୀ ୨ ରୁ ୩ ଦିନ ଯାଏଁ…

ଦୂତିଙ୍କୁ ଝଟକା: ୪ ବର୍ଷ ପାଇଁ ବାସନ୍ଦ…

ଓଏଲ୍‌ ବ୍ୟୁରୋ: ଭାରତ ସହ ସାରା ବିଶ୍ବରେ ଦୌଡ଼କୁଦ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦୂତି ଚାନ୍ଦଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଭାରତର ଦ୍ରୁତତମ ଧାବିକା ତଥା ଓଡ଼ିଆ ଝିଅ ଦୂତି ଚାନ୍ଦ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି। ଚଳିତ ବର୍ଷ ଜାନୁଆରି ୩…

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା:…

ଓଏଲ୍‌ ବ୍ୟୁରୋ: ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ। ବିରୋଧୀ ଶାସକ ଦଳ ମୃତ୍ୟୁ ପ୍ରସଙ୍ଗକୁ ଉଠାଇ ଶାସକ ଦଳ ବିଜେଡିକୁ ଟାର୍ଗେଟ କରିବାରେ ଲାଗିଛି। ଏସବୁ ମଧ୍ୟରେ ବିବାଦ ଘେରକୁ ଆସିଥିବା ବିଜେଡି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ…

କେନ୍ଦ୍ରରେ ପୁଣି ଥରେ ‘ମୋଦି…

ଓଏଲ୍‌ ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଲାଲକିଲ୍ଲାରୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨୦୨୪ରେ କ୍ଷମତାକୁ ଫେରିବେ ବୋଲି ଦମ୍ଭୋକ୍ତି କରିଥିଲେ। ଆଉ ଏହାର ଦିନକ ପରେ ଟାଇମ୍ପ ନାଓ-ଇଟିଜି ତା'ର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଯାହା ଏବେ ଜାତୀୟ…

ଦୁର୍ଘଟଣା ପରେ ପ୍ରଥମଥର ପାଇଁ ବ୍ୟାଟିଂ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କୁ ନେଇ ଆସିଛି ବଡ଼ ଖବର। ଧୀରେ ଧୀରେ ସୁସ୍ଥ ହେଉଥିବା ଋଷଭ ପନ୍ତ ପ୍ରଥମଥର ପାଇଁ ପଡ଼ିଆରେ ଅଭ୍ୟାସ କରିବା ସହିତ ବ୍ୟାଟିଂ ମଧ୍ୟ…