ଓଡ଼ିଶା: ଆଉ ୯ ଲୋକସଭା ଆସନ ପାଇଁ…
ଓଏଲ୍ ବ୍ୟୁରୋ: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଆଜି କଂଗ୍ରେସ ଓଡ଼ିଶାର ୯ଟି ଲୋକସଭା ଆସନ ପାଇଁ ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ। ସବୁଠୁ ବଡ଼ କଥା ହେଲା ଯେ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନଓ୍ବାଜଙ୍କୁ ଭୁବନେଶର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ। ସେହିପରି ବାଲେଶ୍ବର ଆସନରୁ ଶ୍ରୀକାନ୍ତ…