Odisha Link
Bridging the Missing Links in Odisha
Daily Archives

September 28, 2019

ଖୋଲିଲା ହୀରାକୁଦ ଜଲଭଣ୍ଡାରର ୧୦ଟି ଗେଟ୍‍

ସମ୍ବଲପୁର: ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ଫଳରେ ଓଡ଼ିଶାରେ ବହୁ ସ୍ଥାନରେ ବର୍ଷା ଲାଗି ରହିଛି। ପଶ୍ଚିମ, ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଲାଗି ରହିଥିବା ଜଣାପଡ଼ିଛି। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ…

ଭଲନାହିଁ କାଳିଆର ସ୍ବାସ୍ଥାବସ୍ଥା:…

କଟକ: କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ଜଗା-କାଳିଆ। ଜଗାର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବାବେଳେ କାଳିଆର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଗତକାଲି କାଳିଆ ଅସୁସ୍ଥ ହେବାରୁ ତାକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ଏସସିବିର ସ୍ବତନ୍ତ୍ର ଡାକ୍ତରୀ ଟିମ୍ କାଳିଆର ଚିକିତ୍ସାରେ…

୯୦ ବର୍ଷ ବୟସରେ ପାଦ ଥାପିଛନ୍ତି କୋକିଳ…

ଭୁବନେଶ୍ବର :ବଲିଉଡର କୋକିଳ କଣ୍ଠି ଲତା ମଙ୍ଗେସକରଙ୍କର ଆଜି ଜନ୍ମଦିନ।ସେ ୯୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଲତା ମଙ୍ଗେସକର ୧୯୨୯ ମସିହା ୨୮ ସେପ୍ଟେମ୍ବର ରେ ଇନ୍ଦୋରର ଏକ ମରାଠି ପରିବାରରେ ଜନ୍ମଗ୍ରହଣ କରିଛନ୍ତି।ତାଙ୍କ ପାତାଙ୍କ ନାମ ପଣ୍ଡିତ ଦିନଦୟାଲ ମଙ୍ଗେସକର । ଲତାଙ୍କ ପିତା ରଙ୍ଗମଞ୍ଚର କଳାକାର…

ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ନାମ ଘୋଷଣା କରିଛନ୍ତି। ନବୀନ ରୀତା ସାହୁଙ୍କ ନାମ ଆଜି ଘୋଷଣା କରିଛନ୍ତି। ବିଜେପୁରର ଲୋକପ୍ରିୟ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପତ୍ନୀ ରୀତା ବିଜେଡିରେ ସାମିଲ ହୋଇଥିଲେ। ୨୦୧୮ର ହାଇଭୋଲଟେଜ…

ଆଜିଠୁ ଗଡ଼ିବ ୪ ନୂଆ ମେମୁ ଟ୍ରେନ

ଭୁବନେଶ୍ୱର: ପୂର୍ବତଟ ରେଳପଥ ୪ଟି ନୂଆ ମେମୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଶନିବାରଠାରୁ ଏହି ଟ୍ରେନଗୁଡ଼ିକ ପୁରୀ-କଟକ, କଟକ-ଭଦ୍ରକ, କଟକ-ପାରାଦ୍ୱୀପ ସେକ୍ସନ ମଧ୍ୟରେ ଚଳାଚଳ କରିବ। ପୁରୀ-କଟକ ମେମୁ ଟ୍ରେନ(୬୮୪୧୫-୬୮୪୧୬) କଟକ-ପୁରୀ ପାସେଞ୍ଜର(୫୮୪୧୫-୫୮୪୧୬) ବଦଳରେ ଚଳାଚଳ କରିବ।…

ନୌସେନାରେ ସାମିଲ ହେଲା ଆଇଏନ୍ଏସ…

ମୁମ୍ବାଇ: ଆଜି ଭାରତୀୟ ନୌସେନାରେ ସାମିଲ ହେଲା ବୁଡ଼ାଜାହାଜ ଆଇଏନ୍ଏସ୍ ଖାଣ୍ଡେରି। ଏହାକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ନୌସେନାରେ ସାମିଲ କରିଛନ୍ତି। ଏହା ସହ ପି-୧୭ର ପ୍ରଥମ ଯୁଦ୍ଧପୋତ ଆଇଏନଏସ ନୀଳଗିରିକୁ ମଧ୍ୟ ଲଞ୍ଚ କରାଯାଇଛିି। ସ୍କର୍ପିଅନ ଶ୍ରେଣୀର ଏହା ହେଉଛି ଦ୍ୱିତୀୟ…

ଜୁନାଗଡ ପୀଡିତାଙ୍କ ସାନି ବୟାନ ରେକର୍ଡ

କଳାହାଣ୍ଡି: କଳାହାଣ୍ଡି ଜାରିଙ୍ଗି ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ଜୁନାଗଡ ଥାନାରେ ପୀଡିତାଙ୍କ ସାନି ବୟାନ ରେକର୍ଡ କରାଯାଇଛି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ମହିଳା ପୋଲିସର ଉପସ୍ଥିତିରେ ସାନି ବୟାନ ରେକର୍ଡ କରାଯାଇଛି। ୧୬୪ ଧାରାରେ ବୟାନ ରେକର୍ଡ ପାଇଁ ପୀଡିତାଙ୍କୁ…

ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ନକ୍ସଲ

ମାଲକାନଗିରି: ମାଲକାନଗିରି ପୁଲିସ୍‌ ନିକଟରେ ଗତକାଲି ଆତ୍ମସମର୍ପଣ କରିଛି ଦୁର୍ଦ୍ଦାନ୍ତ ନକ୍ସଲ ମାଡକାମୀ ଦୁଲା। କୋରାପୁଟର ବୈପାରୀଗୁଡା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ୍ ଉପରକୁ ଆକ୍ରମଣ ଘଟଣାରେ ସେ ସାମିଲ ଥିଲା। ସେ ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟିର ସଚିବ ଉଦୟର ସୁରକ୍ଷା ଦାୟିତ୍ୱରେ…

ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ ସେଣ୍ଟରର…

ବ୍ରହ୍ମପୁର: ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ ସେଣ୍ଟର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି। ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉଲ୍ଲେଖନୀୟ ସେବା ପାଇଁ ଏହି ଆର୍ମି ଏୟାର ଡିଫେନ୍ସ ସେଣ୍ଟରକୁ ସମ୍ମାନଜନକ ‘କଲର୍ ଆୱାର୍ଡ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଏହି…

ଗୁଳିମାଡ଼ରେ ଆମେରିକାର ପ୍ରଥମ ଶିଖ୍‌…

ଆମେରିକା: ଆମେରିକାର ପ୍ରଥମ ଶିଖ ପୁଲିସ୍ ଅଧିକାରୀ ସନ୍ଦୀପ ସିଂହ ଧଲିୱାଲଙ୍କର ଗୁଳିମାଡରେ ମୃତ୍ୟୁ ଘଟିଛି। ଆମେରିକୀୟ ରାଜ୍ୟ ଟେକ୍ସାସରେ ସନ୍ଦୀପଙ୍କୁ ଏକ ଟ୍ରାଫିକ ପୋଷ୍ଟରେ କ୍ରମାଗତ ଭାବେ ଗୁଳି କରି ହତ୍ୟା କରାଯାଇଛି। ଆମେରିକୀୟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ଇଡ ଗୋନଜାଲେଜ ଗଣମାଧ୍ୟମକୁ ଏହି ସୂଚନା…