Odisha Link
Bridging the Missing Links in Odisha
Daily Archives

September 28, 2019

ମହାନଦୀ ଜଳବିବାଦ: “ଆସେସର” ନିଯୁକ୍ତି…

ନୂଆଦିଲ୍ଲୀ: ଓଡ଼ିଶା-ଛତିଶଗଡ଼ ଜଳ ବିବାଦ ନେଇ ମହାନଦୀ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଛି। ଆଜି ମହାନଦୀ ଟ୍ରିବ୍ୟୁନାଲରେ ଜଳ ବିବାଦକୁ ନେଇ ଉଭୟ ରାଜ୍ୟ ନିଜ ନିଜ ପକ୍ଷ ରଖିଥିଲେ । ଏଥିରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି। ୩୦ ଅକ୍ଟୋବରରୁ ନଭେମ୍ବର ୨ମଧ୍ୟରେ…

ଚିତା ବାଘ ଆକ୍ରମଣରେ ଜଣେ ଗୁରୁତର

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଦୁର୍ଗାପୁର ଜଙ୍ଗଲ କୁରୁଟାପ ନିକଟରେ ଚିତା ବାଘ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ଅନ୍ତୁଳିୟା ଗ୍ରାମର ଚିତ୍ତରଞ୍ଜନ ଦଳବେହେରା। ମିଳିଥିବା ସୂଚନା ଅନୁସାରେ, ଚିତ୍ତରଞ୍ଜନ ଆଜି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ସମୟରେ ଚିତାବାଘ ଆକ୍ରମଣ କରିଛି।…

ସ୍ମାର୍ଟସିଟି ସୁରକ୍ଷା ଚିନ୍ତା: ଆବଶ୍ୟକ…

ଭୁବନେଶ୍ବର: ରାଜଧାନୀରେ ଛିନ୍‌ତାଇ, ଲୁଟ୍‌ ଓ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ୍‌ ସହଭାଗିତାରେ ରାଜଧାନୀର ମୁଖ୍ୟ ରାସ୍ତା ସହିତ ଗଳିକନ୍ଦିରେ ସିସିଟିଭି ଯୋଜନା କରିଛି। ଏନେଇ ସରକାରୀ ବ୍ୟୟ ବରାଦ ଅଧିକ ହୋଇପଡ଼ିବ। ତେଣୁ କମିସନରେଟ୍‌…

ଅକ୍ଟୋବର ୧ରୁ ଦଲାଲମୁକ୍ତ ହେବ ସମସ୍ତ…

ଭୁବନେଶ୍ବର: ଆସନ୍ତା ପହିଲାରୁ ରାଜ୍ୟର ସମସ୍ତ ଆରଟିଓ ଅଫିସ୍‌ ଦଲାଲମୁକ୍ତ ହେବ। ଜନସାଧାରଣ ଯେପରି ଦଲାଲଙ୍କ ଶୋଷଣରୁ ରକ୍ଷା ପାଇବେ, ସେଥିପାଇଁ ଆରଟିଓମାନେ ବ୍ୟକ୍ତିଗତ ଭାବେ ତଦାରଖ କରିବେ। ସେହିପରି ଲୋକଙ୍କୁ ତ୍ବରିତ ସେବା ପ୍ରଦାନ ପାଇଁ ଅନଲାଇନ୍‌ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ପୁରା…

ଉପନିର୍ବାଚନ ପାଇଁ କଂଗ୍ରେସକୁ ମିଳିଲା…

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ଲଢ଼ିବା ପାଇଁ ଜଣେ ବଦାନ୍ୟ ବ୍ୟକ୍ତି ଦଳକୁ ୧୦ ହଜାର ଟଙ୍କା ଦାନ ଦେଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। କାରଣ ବିଜେପୁର ଉପନିର୍ବାଚନ ଲଢିବା ପାଇଁ କଂଗ୍ରେସ ପାଖରେ ଟଙ୍କା ନାହିଁ ନିର୍ବାଚନ ଲଢିବାକୁ ପାଣ୍ଠି ସଂଗ୍ରହ କରୁଛି କଂଗ୍ରେସ। ତେବେ…

ବିଜେପି ନେତା ସନତ ଗଡ଼ତିଆ କିଣିଲେ ଫର୍ମ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡି ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ଅପରପକ୍ଷେ ବିଜେପି ରବିବାର ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ମିଳିଛି।…

ଓଡ଼ିଶା ପର୍ଯ୍ୟଟନ ଆନୁକୂଲ୍ୟରେ ବିଶ୍ୱ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଉତ୍ସାହ ଉଦ୍ଦୀପନାର ସହିତ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି । ସକାଳେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମାଷ୍ଟରକ୍ୟାଣ୍ଟିନ୍‌ଠାରେ ସବୁଜ ପତାକା ଦେଖାଇ ପର୍ଯ୍ୟଟନ ପଦଯାତ୍ରାର ଶୁଭାରମ୍ଭ…

ଆସନ୍ତା କାଲି ବିଜେପିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁର ଫାଇଟ। ଏନେଇ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି। କେବଳ ବିଜେପି ତାର ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଆସନ୍ତାକାଲି ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ। ଏହି ସୂଚନା…

ଖଳନାୟକ-୨ରେ ନଜର ଆସିବେ ଟାଇଗର୍‍ ଶ୍ରଫ

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତଙ୍କ ସିନେମା ‘ପ୍ରସ୍ଥାନମ୍‍’ରିଲଜ ହୋଇ ଯାଇଛି। ଏବେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଖଳନାୟକ’ର ପାଟ -୨ ନିର୍ମାଣ କରିବାକୁ ଯାଉଛନ୍ତି । ଖଳନାୟକ ସିନେମା ୧୯୯୩ ମସିହାରେ ପରଦାକୁ ଆସିଥିଲା ।ଏହି ସିନେମାରେ ସଞ୍ଜୟ ଦତ୍ତ,ଜ୍ୟାକି ଶ୍ରଫ , ମାଧୁରୀ ଦୀକ୍ଷିତ୍‍ ଅଭିନୟ…

ଅସନ୍ତୋଷ ଥିଲା ଆଉ ନାହିଁ: ରୀତା

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ପାଇଁ ରୀତା ସାହୁଙ୍କ ନାମ ଘୋଷଣା କରିଛନ୍ତି। ନାମ ଘୋଷଣା ହେବା ପରେ ରୀତା ସାହୁ ଗଣମାଧ୍ୟମରେ ତାଙ୍କର ପ୍ରତିକ୍ରିୟ ଦେଇଛନ୍ତି। ରୀତା ସାହୁଙ୍କ ପ୍ରାର୍ଥିତ୍ୱ ନେଇ ଅସନ୍ତୋଷ ଥିଲା ବୋଲି ଖୋଦ ରୀତା ସାହୁ ମାନିଛନ୍ତି। ଆପଣଙ୍କୁ…