Odisha Link
Bridging the Missing Links in Odisha
Daily Archives

February 18, 2020

ଟ୍ରଲିରେ ବୁହାହେଲା ମୃତଦେହ

ବ୍ରହ୍ମପୁର: ମହାପ୍ରୟାଣ ଗାଡି ନ ମିଳିବାରୁ ଶେଷରେ ଟ୍ରଲିରେ ବୁହାହେଲା ମୃତଦେହ। ଆଜି ଏମକେସିଜି ମେଡିକାଲ ପରିସରରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଦୃଶ୍ୟ। ଜଣେ ଅସହାୟ ବୃଦ୍ଧାଙ୍କ ମୃତ ଦେହକୁ ଟ୍ରଲିରେ ନିଆଯାଇଛି। ବ୍ରହ୍ମପୁର କମାପଲି ମାଛ ବଜାର ପାଖରେ ଯାଯାବର ଭାବେ ରହୁଥିବା ସନ୍ତୋଷିନୀ ସିଂଙ୍କ…

ଉତ୍କଳ ବିଶ୍ବବିଦ୍ୟାଳୟ: ଆରମ୍ଭ ହେଲା…

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ମିଳିବ ବିଶ୍ବବିଦ୍ୟାଳୟ ଆମ୍ବୁଲାନ୍ସ ସେବା। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଜରୁରୀକାଳୀନ ପରିସ୍ଥିତିରେ ଥିଲେ ଏହି ସୁବିଧା ଯୋଗଇଦେବ ବିଶ୍ବବିଦ୍ୟାଳୟ। ଏନେଇ…

ମହା ଶିବରାତ୍ରିରେ ଶ୍ରୀଲିଙ୍ଗରାଜ…

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଜାଗର ଯାତ୍ରା । ଏକାମ୍ରକ୍ଷେତ୍ର ଚଳଚଳ । ଓଁ ନମଃ ଶିବାୟ, ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର । ଏକାମ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଦେଶ ଓ ରାଜ୍ୟ ବାହାରୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେବ…

କାଲିଠୁ ୨ ଦିନିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର: କାଲିଠୁ ୨ ଦିନିଆ ବଲାଙ୍ଗିର ବନ୍ଦ। ବଲାଙ୍ଗିର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨ ଦିନିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ୧୯ ଏବଂ ୨୦ ତାରିଖରେ ବଲାଙ୍ଗିର ସମସ୍ତ ବ୍ୟାଙ୍କ୍‌, ସରକାରୀ ଅଫିସ୍, ପୋଷ୍ଟ ଅଫିସ୍‌ ବନ୍ଦ ରହିବ। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଲୋୟର ସୁକତେଲ…

ରାଜ୍ୟରେ ବଢ଼ୁଛି ଦୁଷ୍କର୍ମ ମାମଲା,…

ଭୁବନେଶ୍ବର: ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି। ଏସବୁ ସତ୍ତ୍ବେ ରାଜ୍ୟରେ ନାରୀ ନିର୍ଯାତନା ମାମଲା ଦିନକୁ ଦିନ ବଢ଼ି ଚାଲିଛି। ୨୦୧୯ ମସିହାରେ ରାଜ୍ୟରେ ଦୁଷ୍କର୍ମ ମାମଲା ବଢିଛି। ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର…

ଗୁଣି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ କରି…

ପୁରୀ: ଯୁଗ ଯେତେ ଆଗେଇଲେ ମଧ୍ୟ ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହେଇଯାଉଛି। ଅନ୍ଧବିଶ୍ୱାସର ପୁଣି ଏକ କରୁଣ ପରିଣତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ଅଞ୍ଚଳରେ। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଗାଁ ଲୋକେ ମାଡ଼ ମାରିଥିବା ଅଭିଯୋଗ…

ବାପା ଅନୀଲ କପୁରଙ୍କ ସହ ନଜର ଆସିବେ…

ମୁମ୍ବାଇ: ବଲିଉଡର ଏଭର ଗ୍ରୀନ ବୟ ହେଉଛନ୍ତି ଅନୀଲ କପୁର । ସେ ଅନେକ ହିଟ ସିନେମାରେ ଅଭିନୟ କରିସାରିଛନ୍ତି । ହେଲେ ତାଙ୍କ ପୁଅ ହର୍ଷବର୍ଦ୍ଧନ କପୁର ଏବେ ନିଜର ଆଗାମୀ ସିନେମାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ସିନେମା 'ମିର୍ଜିୟା' ଜରିଆରେ ବଲିଉଡରେ ହିରୋ ଭାବେ ଡେବ୍ୟୁ କରିଥିଲେ । ସିନେମାଟି…

ଅସୁରକ୍ଷିତ ଗଜରାଜ, ୩ ବର୍ଷରେ ମଲେଣି…

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ୧୯୭୬ଟି ହାତୀ ରହିଛନ୍ତି ବୋଲି ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଆଜି ଗୃହକାର୍ଯ୍ୟ ଚାଲିଥିବା ବେଳେ ରାଜ୍ୟରେ ହାତୀ ସଂଖ୍ୟା କେତେ ରହିଛି ଓ ବିଗତ ୩ ବର୍ଷ ମଧ୍ୟରେ କେତେ ହାତୀଙ୍କର ମୃତ୍ୟୁ ହୋଇଛି ଏବଂ ସେମାନଙ୍କର…

ଅଗଷ୍ଟ ୧୫ରୁ ଲୋକଙ୍କୁ ଅନଲାଇନ୍ ଜରିଆରେ…

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କାରଣ ‘‘ଅଗଷ୍ଟ ୧୫ ତାରିଖରୁ ଲୋକମାନଙ୍କୁ ଆଉ ବାରମ୍ବାର ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ହାତ ପାହାନ୍ତାରେ ସବୁ ସରକାରୀ ସୁବିଧା ମିଳିବ। ଅନ୍‌ଲାଇନ୍‌ ଜରିଆରେ ସବୁ ସରକାରୀ ସୁବିଧା ଉପଲବ୍ଧ ହେବ’’। ଏନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ବିଦ୍ୟୁତରେ ଜୀବନ ଗଲେ ୪ ଲକ୍ଷ

ଭୁବନେଶ୍ବର: ଏଣିକି ବିଦ୍ୟୁତ ଆଘାତରେ ଜୀବନ ଗଲେ ମିଳିବ ଅଧିକ କ୍ଷତିପୂରଣ। ବିଦ୍ୟୁତ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଏବଂ ୬୦ ପ୍ରତିଶତ କ୍ଷତିରେ ମିଳିବ ୨ ଲକ୍ଷ ଟଙ୍କା। ୪୦ରୁ ୬୦ ପ୍ରତିଶତ କ୍ଷତିରେ ୫୯,୫୦୦ ଟଙ୍କା ମିଳିବ। ଏଥସହ ୭ରୁ ଅଧିକ ଦିନ ମେଡିକାଲରେ ଚିକିତ୍ସିତ ହେଲେ ୧୨ ହଜାର ଟଙ୍କା ମିଳିବ।…