Odisha Link
Bridging the Missing Links in Odisha
Daily Archives

February 18, 2020

ଶ୍ରୀମନ୍ଦିରକୁ ମିଳିଛି ଭକ୍ତଙ୍କ ଦାନ,…

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ୧୮୭ କୋଟି ଟଙ୍କା ଓ ୧୭ କେଜି ସୁନା ଦାନ ମିଳିଛି। ଆଜି ବିଧାନସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନରେ ଉତ୍ତର ରଖି ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ ଜାନୁଆରୀ ୨୦୨୦ ସୁଦ୍ଧା ୧୮୭ କୋଟି ୧ ଲକ୍ଷ ୮୫…

ବିଧାନସଭା: ଭାଷା ପାଇଁ ହୋହାଲ୍ଲା

ଭୁବନେଶ୍ୱର: ରାଜ୍ୟର ମାତୃଭାଷା ଓଡ଼ିଆକୁ ନେଇ ବିଧାନସଭାରେ ହୋହାଲ୍ଲା। ଓଡ଼ିଆ ଭାଷାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବେହଳା ନେଇ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି। ଓଡ଼ିଆ ଭାଷା ପାଇଁ କେନ୍ଦ୍ର ଅନୁଦାନ ନମିଳିବା ନେଇ କଂଗ୍ରେସ ବିଧାୟକ ତାରାବାହିନୀ ପତି କ୍ଷୋଭ ପ୍ରକାଶ କରିଥିଲେ।…

ପ୍ରିୟଙ୍କା ଚୋପ୍ରାଙ୍କୁ ଲିଗାଲ ନୋଟିସ୍‌…

ମୁମ୍ବାଇ : ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ଆନନ୍ଦ ଶିଲା । ସେ ହେଉଛନ୍ତି Indian Guru Rajneesh  ର ଟ୍ରଷ୍ଟି । ଖୁବ ଶୀଘ୍ର ତାଙ୍କ ଜୀବନୀ ଉପରେ ସିନେମା ହେବାକୁ ଯାଉଛି । ପ୍ରିୟଙ୍କା ଚୋପ୍ରା ତାଙ୍କ ଉପରେ ବାୟୋପିକ୍‌ ବନାଇବା ଏବଂ ତାହାକୁ ପ୍ରଡ୍ୟୁସ୍‌ କରିବାକୁ ନେଇ ଚର୍ଚ୍ଚାରେ ଥିଲେ । ହେଲେ…

ବୁଲା ଷଣ୍ଢ ଓ କୁକୁରଙ୍କ ପାଇଁ ବାର୍ଷିକ…

ଭୁବନେଶ୍ବର: ବୁଲା ଷଣ୍ଢ ଓ ବୁଲା କୁକୁରଙ୍କ କବଳରୁ ରକ୍ଷା ପାଇଁ ବାର୍ଷିକ ୧୨ ଲକ୍ଷ ୬ହଜାର ୨ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ବୁଲା ଷଣ୍ଢ ଓ କୁକୁରଙ୍କ ପାଇଁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍। ମହମ୍ମଦ ମୋକିମ୍‌…

ଏଥରର ରାଜ୍ୟ ବଜେଟ୍‌ ପେପରଲେସ୍‌

ଭୁବନେଶ୍ୱର: ଏଥର ପେପରଲେସ୍ ହେବ ରାଜ୍ୟ ବଜେଟ୍। ୨୦୨୦-୨୧ ବର୍ଷ ପାଇଁ ଆଜି ଉପସ୍ଥାପିତ ହେବାକୁ ଯାଉଥିବା ରାଜ୍ୟ ବଜେଟ। ଏହି ବଜେଟ୍ ଡିଜିଟାଲ ମେଥଡରେ ଉପସ୍ଥାପିତ ହେବ ତେଣୁ ବଜେଟ ପାଇଁ ପୁସ୍ତିକା ଛପା ଯାଇ ନାହିଁ। ଏଥିଯୋଗୁ ୭୫ ଲକ୍ଷ ପେଜ୍ କାଗଜ ବଞ୍ଚିଛି। ଯଦି ପୁସ୍ତିକା ଛପା ଯାଇଥାନ୍ତା, ତେବେ…

‘ରେଡ୍’ ୨ ରେ କାମ କରିବେ ଏହି ଅଭିନେତା

ମୁମ୍ବାଇ :  ସିନେମା ‘ତାଣାଜୀ’ ସୁପର ହିରୋ ଅଜୟ ଦେବଗନ ଖୁବ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଅଭିନୀତ ସିନେମା ତାଣାଜୀ ବକ୍ସ ଅଫିସରେ ହିଟ ହୋଇଥିଲା । ସେ ଏବେ ଏକ ସିକ୍ବେଲ୍ ସିନେମାରେ ନଜର ଆସିବେ । ଏହି ସିନେମା ହେଲା ‘ରେଡ୍-୨’। ଚଳିତ ବର୍ଷ ଅଜୟ ସିନେମାଟିର ସୁଟିଂ ଆରମ୍ଭ କରିବେ । ତେବେ ଆମେ କହି…

ଶିଳ୍ପ ପାଇଁ ୫୯୯ ହେକ୍ଟର ଜଙ୍ଗଲ ନଷ୍ଟ

ଭୁବନେଶ୍ବର: ୨୦୧୧ ମସିହାରେ ରାଜ୍ୟରେ ୫୮୧୩୬ ବର୍ଗ କିମି ଜଙ୍ଗଲ ଥିଲା। ୨୦୧୦ ରୁ ୨୦୧୯ ମଧ୍ୟରେ ରାଜ୍ୟରେ ଶିଳ୍ପ ତଥା ଆନୁସଙ୍ଗିକ ଅନୁଷ୍ଠାନ ପାଇଁ ଦଶଟି ଜିଲ୍ଲାରେ ୫୯୯.୭୪୬ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ବିକାଶ ନାଁରେ ଗଛ କାଟି ନଷ୍ଟ ହେଉଛି ଜଙ୍ଗଲ। ଆଜି ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର…

ଡବଲ ମର୍ଡର ମାମଲା: ଭୁବନେଶ୍ବରରେ ଛତିଶଗଡ…

ଭୁବନେଶ୍ବର : ଡବଲ ମର୍ଡର ମାମଲାର ଖୋଳତାଡ ପାଇଁ ଭୁବନେଶ୍ବରରେ ଛତିଶଗଡ ପୋଲିସ । ଭୁବନେଶ୍ବର ବିମାନବନ୍ଦର କାର୍ଯ୍ୟାଳୟରେ ତଦନ୍ତ କରୁଛନ୍ତି ଛତିଶଗଡ ପୋଲିସର ଜଣେ ଅଧିକାରୀ। ରାୟଗଡରେ କଳ୍ପନା ଦାସ ଏବଂ ତାଙ୍କ ଝିଅଙ୍କୁ ହତ୍ୟା ମାମଲାରେ ତଦନ୍ତ କରୁଥିବା ଜଣାପଡିଛି। ତେବେ ଡବଲ ମର୍ଡର ମାମଲାରେ ଅନୁପ ସାଏ…

କୋର୍ଟରେ ହାଜିର ହେଲେ ଅନୁପ ସାଏ

ରାୟଗଡ: ଡବଲ ମର୍ଡର ମାମଲାରେ ରାୟଗଡ କୋର୍ଟରେ ହାଜର ହେଲେ ଅନୁପ ସାଏ। ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କ ସହ ରାୟଗଡ କୋର୍ଟରେ ଅନୁପ ସାଏଙ୍କ ହାଜର କଲା ପୋଲିସ। ରିମାଣ୍ଡ ଆବେଦନ ଉପରେ ଶୁଣାଣି ପାଇଁ ଦୁହିଁଙ୍କୁ ହାଜର କରାଯାଇଛି। ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ…

୩ ବର୍ଷ ଛୁଆକୁ ୫୩ ବର୍ଷର ରିପୋର୍ଟ!

ବଲାଙ୍କିର: ୩ ବର୍ଷ ଛୁଆକୁ ମିଳିଛି ୫୩ ବର୍ଷର ରିପୋର୍ଟ। ଅସୁସ୍ଥ ଥିବା ଶିଶୁ କନ୍ୟାଙ୍କୁ ଜଣେ ୫୩ ବର୍ଷର ବ୍ୟକ୍ତିଙ୍କ ରିପୋର୍ଟ କାର୍ଡ ଦିଆଯାଇଛି। ଏଭଳି ଖାମଖିଆଲିର ଚରମ ଚିତ୍ର ଦେଖିବାକୁ ମିଳିଛି ଭୀମଭୋଇ ମେଡିକାଲ କଲେଜରେ। ଥଣ୍ଡା ପାଇଁ ଅସୁସ୍ଥ ଥିବା ଚିମିନି ଭାଟିପଡାର ଶିଶୁ କନ୍ୟାର କାଲି ଟେଷ୍ଟ…