Odisha Link
Bridging the Missing Links in Odisha
Daily Archives

February 22, 2020

ପୋଖରୀରେ ବୁଡ଼ି ମାଟ୍ରିକ ଛାତ୍ର ମୃତ

ମୋହନା: ଚନ୍ଦ୍ରଗିରି ଫାଣ୍ଡି ଗୋବିନ୍ଦପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ ମାଟ୍ରିକ ଛାତ୍ରଙ୍କ ଶୋଚନୀୟ ମୃତୁ୍ୟ ହୋଇଛି। ଆଜି ଇଂରାଜୀ ପରୀକ୍ଷା ପୂର୍ବରୁ ଛାତ୍ର ଜଣକ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ିଯାଇଥିଲେ।

କପି କରି ଧରାପଡିଲେ ୯ ଛାତ୍ରଛାତ୍ରୀ

ସୁନ୍ଦରଗଡ: ମାଟ୍ରିକ ପରୀଷାରେ କପି କରି ଧରା ପଡିଲେ ୯ ଜଣ ଛାତ୍ରଛାତ୍ରୀ। ଆଜି ମାଟ୍ରିକର ଇଂରାଜୀ ପରୀକ୍ଷା ଚାଲିଥିବା ବେଳେ କପି କରି ଧରାପଡିଛନ୍ତି ୯ ଜଣ ଛାତ୍ରଛାତ୍ରୀ। ୩ ଗୋଟି ପରୀଷା କେନ୍ଦ୍ରରେ କପି କରୁଥିବା ଛାତ୍ରଛାତ୍ରୀଙ୍କୁ ଧରିଛି ସ୍ବ୍କାର୍ଡ। ସୂଚନାଯୋଗ୍ୟ, ପୂର୍ବରୁ ମାଟ୍ରିକ ଓଡିଆ ଭାଷା…

ଜାଗର ଜାଳି ଫେରିବାବେଳେ ମହିଳାଙ୍କୁ…

ଭଦ୍ରକ: ଜାଗରରେ ମହାଦେବଙ୍କୁ ଦର୍ଶନ ସାରି ଫେରିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ। ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ…

ପାଠ ନପଢ଼ାଇଲେ ପାଉଣା ବନ୍ଦ: ଗଣଶିକ୍ଷା…

ଭୁବନେଶ୍ବର: ଗୋଟେ ପଟେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ କରିଛନ୍ତି। ସବୁଠାରୁ ବଡ କଥା ହେଉଛି ଗସ୍ତ ବେଳେ କାର୍ଯ୍ୟରେ ଅବହେଳା କାରଣରୁ ମନ୍ତ୍ରୀ ୨ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି। ବାରଙ୍ଗ ଅରିଲୋ ସ୍କୁଲର ଶିକ୍ଷକ ଶ୍ରୀରାମ ପରୁଆ ଓ…

ଏକାଠି ସ୍କ୍ରିନ ସେୟାର କରିବେ ସଲମାନ ଓ…

ମମ୍ବାଇ : ବଲିଉଡର କିଙ୍ଗ ଖାଁ ସଲମାନ ନିଜ ଅଭୀନୟର ଯାଦୁରେ ଅନେକ ଦର୍ଶକ ଙ୍କ ମନ କିଣି ନେଇଛନ୍ତି । ସଲୁ ନିଜ ଆଗାମୀ ସିନେମା ରାଧାର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ତେବେ ସେସିନେମା ରାଧା ପରିବର୍ତ୍ତେ ଅନ୍ୟ ଏକ ସିନେମାରେ ନଜର ଆସିପାରନ୍ତି । ତାଙ୍କ ସହ ତାଙ୍କର ଭିଣୋଇ ଆୟୁଷ ଶର୍ମା ନଜର ଆସିବେ ।…

ପୁଣି ବିଦ୍ୟୁତ୍‌ ନେଲା ଜୀବନ

ନବରଙ୍ଗପୁର: ପୁଣି ଜୀବନ ନେଲା ବିଦ୍ୟୁତ୍‌ ତାର। ୧୧ ଜେଭି ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ ଘଟିଛି। ନବରଙ୍ଗପୁର ଗୋରୁମହିଷାଣି ଥାନା ସୁଂଘାଳ ଗାଁରେ ଘଠିଛି ଏଭଳି ଅଭାବନୀୟ ଘଟଣା। ଘର ଛାତ ଉପରେ କାମ କରୁଥିବା ବେଳେ ଶ୍ରମିକଙ୍କର ମୃତ ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ପରେ…

ମହିଳାଙ୍କୁ ହତ୍ୟା କଲେ ମହିଳା

କେନ୍ଦୁଝର: ସ୍ୱାମୀ ସହ ଅନୈତିକ ସମ୍ପର୍କକୁ ସହ୍ୟ କରିନପାରି ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଖବର ମିଳିଛି। ସ୍ୱାମୀ ସହ ସମ୍ପର୍କ ରଖିଥିବା ଅନ୍ୟ ଜଣେ ମହିଳାଙ୍କୁ ସ୍ତ୍ରୀ ହତ୍ୟା କରିଛି। ସମ୍ପୃକ୍ତ ମହିଳାଙ୍କୁ ତଣ୍ଟିଚିପି ହତ୍ୟା ସନ୍ଦେହରେ ପୁଲିସ ମହିଳାଙ୍କୁ ଅଟକ ରଖିଛି। ବାରିଆ…

ଟ୍ରମ୍ପ୍‌ ପରିବାର ସହ ତାଜମହଲ ବୁଲିବେ…

ନୂଆଦିଲ୍ଲୀ: ଆସନ୍ତା ୨୪ରେ ତାଜମହଲ ବୁଲିବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‍ ଲେଡି ମେଲାନିଆ। ହେଲେ ତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଗ୍ରାର ତାଜମହଲ ବୁଲି ଯିବେନାହିଁ। ଅପରପକ୍ଷେ ଟ୍ରମ୍ପ୍‌ଙ୍କ ଅହମଦାବାଦ ଗସ୍ତ ସମୟରେ ମୋଦି ତାଙ୍କ ସହ ରହିବେ ବୋଲି ଆଜି କେନ୍ଦ୍ର ସରକାର…

ଏମ୍ସରେ ହିନ୍ଦୀ ଗ୍ରହଣୀୟ ନୁହେଁ: ପିନାକୀ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଅଫିସ କାର୍ଯ୍ୟରେ ହିନ୍ଦୀ ବାଧ୍ୟତାମୂଳକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଏମ୍ସରେ ହିନ୍ଦୀ ଗ୍ରହଣୀୟ ନୁହେଁ ବୋଲି ପିନାକୀ ମିଶ୍ର କହିଛନ୍ତି। ଏମ୍ସରେ ହିନ୍ଦୀ ବ୍ୟବହାର ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ। ଏହା ଗ୍ରହଣୀୟ ନୁହେଁ।…

ପରିବାର ସହ ଶେଷ ସାକ୍ଷାତ ପାଇଁ ଦୋଷୀଙ୍କୁ…

ନୂଆଦିଲ୍ଲୀ: ଫାଶୀ ପୂର୍ବରୁ ପରିବାର ସହ ଶେଷ ସାକ୍ଷାତ ପାଇଁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଚିଠି ଲେଖିଛନ୍ତି ତିହାର ଜେଲ୍‌ କର୍ତ୍ତୃପକ୍ଷ। ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ ମାର୍ଚ୍ଚ ୩ ତାରିଖରେ ଦୋଷୀଙ୍କୁ ଫାଶି ପାଇଁ ତୃତୀୟ ଥର ସାନି ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ନିୟମ…